ୟୁନିଟ-୧ ଭିତର ହାଟକୁ ସିଲ୍ କଲା ବିଏମସି, ଜୁଲାଇ ୧ ଯାଏଁ ଉଭୟ ହୋଲସେଲ୍ ଓ ଖୁଚୁରା ବ୍ୟବସାୟ ବନ୍ଦ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀର ୟୁନିଟ-୧ ଭିତର ହାଟକୁ ସିଲ୍ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁଁ ୟୁନିଟ-୧ ଭିତର ହାଟକୁ ସିଲ୍ କରି ଦେଇଛି ବିଏମସି । ଗତ ୨୩ ତାରିଖରେ ୧ ନମ୍ବର ହାଟରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୧ ତାରିଖ ଯାଏ ଉଭୟ ସମସ୍ତ ହୋଲସେଲ୍ ଓ ଖୁଚୁରା ବ୍ୟବସାୟୀଙ୍କ ପାଇଁ ବନ୍ଦ ରହିବ । […]

ଭୁବନେଶ୍ୱର: ରାଜଧାନୀର ୟୁନିଟ-୧ ଭିତର ହାଟକୁ ସିଲ୍ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁଁ ୟୁନିଟ-୧ ଭିତର ହାଟକୁ ସିଲ୍ କରି ଦେଇଛି ବିଏମସି । ଗତ ୨୩ ତାରିଖରେ ୧ ନମ୍ବର ହାଟରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୧ ତାରିଖ ଯାଏ ଉଭୟ ସମସ୍ତ ହୋଲସେଲ୍ ଓ ଖୁଚୁରା ବ୍ୟବସାୟୀଙ୍କ ପାଇଁ ବନ୍ଦ ରହିବ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୟୁନିଟ-୧ ଭିତର ହାଟ ଭିତରେ କୌଣସି ବି ଦୋକାନ ଖୋଲିବ ନାହିଁ । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

25 Jun 2021 By The Sakala

ୟୁନିଟ-୧ ଭିତର ହାଟକୁ ସିଲ୍ କଲା ବିଏମସି, ଜୁଲାଇ ୧ ଯାଏଁ ଉଭୟ ହୋଲସେଲ୍ ଓ ଖୁଚୁରା ବ୍ୟବସାୟ ବନ୍ଦ

ଭୁବନେଶ୍ୱର: ରାଜଧାନୀର ୟୁନିଟ-୧ ଭିତର ହାଟକୁ ସିଲ୍ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁଁ ୟୁନିଟ-୧ ଭିତର ହାଟକୁ ସିଲ୍ କରି ଦେଇଛି ବିଏମସି । ଗତ ୨୩ ତାରିଖରେ ୧ ନମ୍ବର ହାଟରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୧ ତାରିଖ ଯାଏ ଉଭୟ ସମସ୍ତ ହୋଲସେଲ୍ ଓ ଖୁଚୁରା ବ୍ୟବସାୟୀଙ୍କ ପାଇଁ ବନ୍ଦ ରହିବ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୟୁନିଟ-୧ ଭିତର ହାଟ ଭିତରେ କୌଣସି ବି ଦୋକାନ ଖୋଲିବ ନାହିଁ । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

https://www.thesakala.in/latest-odisha-news/bmc-sealed-unit-1-market/article-3224
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର