ବିଜେଡିର ଅଭିନବ ପ୍ରତିବାଦ, ବିଧାନସଭାରେ ଗଙ୍ଗା ଜଳ ସିଞ୍ଚିଲା ବିଜେଡି

The Sakala Picture
Published On

ଭୁବନେଶ୍ବର: ବିଜେଡିର ଅଭିନବ ପ୍ରତିବାଦ। ଗଙ୍ଗା ଜଳ ସିଞ୍ଚନ କରି ଦଳ ଏପରି ପ୍ରତିବାଦ କରିଛି। ବିଧାନସଭାର ପବିତ୍ର ଗୃହକୁ ବିଜେପି ଅପବିତ୍ର କରିଥିବାର ଅଭିଯୋଗ କରି ଅଭିନବ ପ୍ରତିବାଦ କରିଛି ବିଜେଡି।ଗଣତନ୍ତ୍ରର ସ୍ବରକୁ ଚପାଇବା ଲାଗି ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ତୀବ୍ର ସମାଲୋଚନା କରିିଛି ବିଜେଡି। ବିଧାନସଭା ପରିକ୍ରମା କରି ଭିତର ଓ ବାହାରେ ଗଙ୍ଗାଜଳ ସିଞ୍ଚନ କରିଛନ୍ତି ଦଳୀୟ ବିଧାୟକ। ବଜେଟ ଅଧିବେଶନ କାଳରେ ବିରୋଧୀ ଦଳର ଦାବି ରଖୁନାହାନ୍ତି ସରକାର। […]

ଭୁବନେଶ୍ବର: ବିଜେଡିର ଅଭିନବ ପ୍ରତିବାଦ। ଗଙ୍ଗା ଜଳ ସିଞ୍ଚନ କରି ଦଳ ଏପରି ପ୍ରତିବାଦ କରିଛି। ବିଧାନସଭାର ପବିତ୍ର ଗୃହକୁ ବିଜେପି ଅପବିତ୍ର କରିଥିବାର ଅଭିଯୋଗ କରି ଅଭିନବ ପ୍ରତିବାଦ କରିଛି ବିଜେଡି।ଗଣତନ୍ତ୍ରର ସ୍ବରକୁ ଚପାଇବା ଲାଗି ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ତୀବ୍ର ସମାଲୋଚନା କରିିଛି ବିଜେଡି। ବିଧାନସଭା ପରିକ୍ରମା କରି ଭିତର ଓ ବାହାରେ ଗଙ୍ଗାଜଳ ସିଞ୍ଚନ କରିଛନ୍ତି ଦଳୀୟ ବିଧାୟକ। ବଜେଟ ଅଧିବେଶନ କାଳରେ ବିରୋଧୀ ଦଳର ଦାବି ରଖୁନାହାନ୍ତି ସରକାର। ବିଧାୟକମାନଙ୍କ କଣ୍ଠରୋଧ କରାଯାଇଛି ବୋଲି ଅଭିଯୋଗ କରୁଛି ବିଜେଡି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର