ଓଡିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା

The Sakala Picture
Published On

ଭୁବନେଶ୍ୱର: ସୌରଜଗତର ଜାଗତିକ ପ୍ରକ୍ରିୟାରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ବିଷୁବରେଖାରେ ଅବସ୍ଥାନ ସହ ନୂତନ ବର୍ଷର ଶୁଭାରମ୍ଭ ହୋଇଛି। ସୂର୍ଯ୍ୟ ଦେବତାଙ୍କ ପ୍ରଖର ତାପ ଆଗକୁ ମଙ୍ଗଳକାରୀ ବର୍ଷାଋତୁର ଆବାହନ କରୁଛି। ତାପରେ ସନ୍ତାପିତ ମନରେ ଉନ୍ମେଷ ହୋଇଛି ଆଶ୍ୱସନା। ପ୍ରଭୁଙ୍କ ବିଧିବିଧାନରେ ବିହ୍ୱଳିତ ଭକ୍ତଙ୍କ ଦେବାଳୟରେ ପୂଜାର୍ଚ୍ଚନା ସୃଷ୍ଟି କରିଛି ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ପ୍ରଭୁଙ୍କ ପାଖରେ ପଣା ଲାଗି ସହ ପ୍ରସାଦସେବନ କରି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତଗଣ। ସମ ତିଥିରେ ରୁଦ୍ର ଅବତାର ଶ୍ରୀହନୁମାନଙ୍କ […]

ଭୁବନେଶ୍ୱର: ସୌରଜଗତର ଜାଗତିକ ପ୍ରକ୍ରିୟାରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ବିଷୁବରେଖାରେ ଅବସ୍ଥାନ ସହ ନୂତନ ବର୍ଷର ଶୁଭାରମ୍ଭ ହୋଇଛି। ସୂର୍ଯ୍ୟ ଦେବତାଙ୍କ ପ୍ରଖର ତାପ ଆଗକୁ ମଙ୍ଗଳକାରୀ ବର୍ଷାଋତୁର ଆବାହନ କରୁଛି। ତାପରେ ସନ୍ତାପିତ ମନରେ ଉନ୍ମେଷ ହୋଇଛି ଆଶ୍ୱସନା। ପ୍ରଭୁଙ୍କ ବିଧିବିଧାନରେ ବିହ୍ୱଳିତ ଭକ୍ତଙ୍କ ଦେବାଳୟରେ ପୂଜାର୍ଚ୍ଚନା ସୃଷ୍ଟି କରିଛି ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ପ୍ରଭୁଙ୍କ ପାଖରେ ପଣା ଲାଗି ସହ ପ୍ରସାଦସେବନ କରି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତଗଣ। ସମ ତିଥିରେ ରୁଦ୍ର ଅବତାର ଶ୍ରୀହନୁମାନଙ୍କ ଆଜି ପବିତ୍ର ଜୟନ୍ତୀ। ସଂଯୋଗବଶତଃ ସାମ୍ୟବାଦର ପ୍ରତୀକ ତଥା ପ୍ରବକ୍ତା ଭାରତରତ୍ନ ଡଃ ବାବା ସାହେବ ଆମ୍ୱେଦକରଙ୍କ ଆଜି ଜନ୍ମଜୟନ୍ତୀ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ଏପରି ଏକ ବିଶେଷ ଅବସରରେ ସଭିଁଙ୍କର ମଙ୍ଗଳ ନିମନ୍ତେ ଓଡିଆ ଅସ୍ମିତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାବିନ୍ଦରେ ପ୍ରାର୍ଥନା କରିବା ସହ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ଓ ମିଡିଆ ସହ-ସଂଯୋଜକ ଡ଼ ଲେନିନ୍‌ ମହାନ୍ତି ଏବଂ ଡ଼ ପ୍ରିୟବ୍ରତ ମାଝୀ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

 

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର