କୋଟିଆ ଓ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡିର କଡ଼ା ଜବାବ

The Sakala Picture
Published On

ଭୁବନେଶ୍ବର: କୋଟିଆ ଓ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସୀମା ବିବାଦ ସମାଧାନ କରିବା ଦାୟିତ୍ୱ କେନ୍ଦ୍ର ସରକାରର। କୋଟିଆ ପ୍ରସଙ୍ଗରେ ବିରୋଧୀ ଡ୍ରାମା କରୁଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି। ତାଙ୍କର ତିନି ଜଣ କେନ୍ଦ୍ର ମନ୍ତ୍ରୀ ଓ ୮ ଜଣ ସାଂସଦ ବି ଅଛନ୍ତି । କିନ୍ତୁ କେହି କିଛି ବି କହୁ ନାହାନ୍ତି । ଏ କଥା କେତେଥର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ବୋଲି […]

ଭୁବନେଶ୍ବର: କୋଟିଆ ଓ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସୀମା ବିବାଦ ସମାଧାନ କରିବା ଦାୟିତ୍ୱ କେନ୍ଦ୍ର ସରକାରର। କୋଟିଆ ପ୍ରସଙ୍ଗରେ ବିରୋଧୀ ଡ୍ରାମା କରୁଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି। ତାଙ୍କର ତିନି ଜଣ କେନ୍ଦ୍ର ମନ୍ତ୍ରୀ ଓ ୮ ଜଣ ସାଂସଦ ବି ଅଛନ୍ତି । କିନ୍ତୁ କେହି କିଛି ବି କହୁ ନାହାନ୍ତି । ଏ କଥା କେତେଥର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ବୋଲି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି। ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସେହିପରି, ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ନରସିଂହ ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଫଟୋ ଓ ପୂର୍ବତନ ମନ୍ତ୍ରୀ ଫଟୋ ମୁଖ୍ୟ ଅଭିଯୁକ୍ତ ସହ ଥିବା ଅଭିଯୋଗ କରିଥିଲେ। ତାଙ୍କୁ ବିଧାୟ ଅରୁଣ ସାହୁ କାଉଣ୍ଟର କରି ମୁଖ୍ୟ ଅଭିଯୁକ୍ତ ସହ ନରସିଂହ ମିଶ୍ରଙ୍କ ଫଟୋ ଦେଖାଇଥିଲେ। କହିଥିଲେ ଏ ଫଟୋ କାହାର। ଏତେ ତଳକୁ ଆପଣ କାହିଁକି ଖସି ଯାଉଛନ୍ତି, ଫଟୋ ରାଜନୀତି ନ କରିବାକୁ ଅରୁଣ କହିଥିଲେ। ଅରୁଣଙ୍କ ବିବୃତି ପରେ ପୁଣି ନରସିଂହ ମିଶ୍ର କାଉଣ୍ଟର କରିଥିଲେ । କହିଥିଲେ ମୋର କୌଣସି ଫଟୋ ଯଦି ଅଛି ମୁଁ ତଦନ୍ତ କୁ ସ୍ୱାଗତ କରୁଛି ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର