ନବୀନଙ୍କ କାର୍ଯ୍ୟର ନାଁ ନେଇ ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି: ସଂତୃପ୍ତ ମିଶ୍ର

The Sakala Picture
Published On

ଭୁବନେଶ୍ବର: IOCL ସହିତ ପାରାଦୀପରେ ହେବାକୁ ଥିବା ପ୍ରକଳ୍ପ ଲାଗି ଚୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସଂତୃପ୍ତ ମିଶ୍ର । କହିଲେ, IOCL ସହିତ ପାରାଦୀପରେ ହେବାକୁ ଥିବା ପ୍ରକଳ୍ପ ଲାଗି ଚୁକ୍ତି ହୋଇଛି । ୨୦୧୮ ଜାନୁଆରୀ ୧୧ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ୨୦୧୯ରେ IOCL ନିବେଶ ପାଇଁ ପ୍ରସ୍ତାବ ଗ୍ରହଣ […]

ଭୁବନେଶ୍ବର: IOCL ସହିତ ପାରାଦୀପରେ ହେବାକୁ ଥିବା ପ୍ରକଳ୍ପ ଲାଗି ଚୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସଂତୃପ୍ତ ମିଶ୍ର । କହିଲେ, IOCL ସହିତ ପାରାଦୀପରେ ହେବାକୁ ଥିବା ପ୍ରକଳ୍ପ ଲାଗି ଚୁକ୍ତି ହୋଇଛି । ୨୦୧୮ ଜାନୁଆରୀ ୧୧ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ୨୦୧୯ରେ IOCL ନିବେଶ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲା ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଆହୁରି ସେ କହିଛନ୍ତି, ୨୦୨୩ରେ ରାଜ୍ୟ ସରକାର ତାଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ଏନେଇ ତତ୍କାଳୀନ ସଚିବ ଗଣମାଧ୍ୟମକୁ ଜଣାଇଥିଲେ । ରାଜ୍ୟ ସରକାର କିଛି ନୂଆ ନକରି ନବୀନଙ୍କ କାର୍ଯ୍ୟର ନାଁ ନେଇ ବାହାବା ନେବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ସଂତୃପ୍ତ ମିଶ୍ର ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର