ମନୋରଞ୍ଜନ
ଦଳ ବିରୋଧୀ କାର୍ଯ୍ଯ ପାଇଁ ବିଜେଡିରୁ ୨ଜଣ ନିଲମ୍ବିତ
ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ଯ ପାଇଁ ବିଜୁ ଜନତା ଦଳ ସଭାପତି ଦଳରୁ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି । ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ଅମରେଶ ପଣ୍ଡା ଓ ବିନୟ ପଣ୍ଡାଙ୍କୁ ଦଳ ବିରୋଧୀ କାର୍ଯ୍ଯ କରିଥିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମ ନବୀନ । ଏନେଇ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

16 Apr 2021
By The Sakala

⊕ https://www.thesakala.in/latest-odisha-news/bjd-suspends-two-for-anti-party-activities-in-sundergarh/article-1574