ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ଘୋଷଣା କରିବା ନେଇ ବିଧାନସଭାରେ ବିଜେଡିର ପ୍ରତିବାଦ

The Sakala Picture
Published On

ଭୁବନେଶ୍ୱର: ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଅଚଳ ହେଲା ଗୃହକାର୍ଯ୍ଯ। ବିରୋଧି ବିଜେପି ଓ କଂଗ୍ରେସର ବିଧାୟକ ମାନେ ହୋ ହଲ୍ଲା ହଟ୍ଟଗୋଳ କରିବା ଦ୍ୱାରା ଗୃହ କାର୍ଯ୍ଯ ସ୍ୱାଭାବିକ ହୋଇ ପାରିନାହିଁ । ତେବେ ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।  ସେପଟେ ଶାସକ ବିଜେଡ଼ିର ବିଧାୟକ ମଧ୍ୟ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ଘୋଷଣା କରିବା ନେଇ ପ୍ରତିବାଦ କରିଛନ୍ତି। […]

ଭୁବନେଶ୍ୱର: ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଅଚଳ ହେଲା ଗୃହକାର୍ଯ୍ଯ। ବିରୋଧି ବିଜେପି ଓ କଂଗ୍ରେସର ବିଧାୟକ ମାନେ ହୋ ହଲ୍ଲା ହଟ୍ଟଗୋଳ କରିବା ଦ୍ୱାରା ଗୃହ କାର୍ଯ୍ଯ ସ୍ୱାଭାବିକ ହୋଇ ପାରିନାହିଁ । ତେବେ ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।  ସେପଟେ ଶାସକ ବିଜେଡ଼ିର ବିଧାୟକ ମଧ୍ୟ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ଘୋଷଣା କରିବା ନେଇ ପ୍ରତିବାଦ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଓଡ଼ିଶାର ଐତିହ୍ୟ ଓ ଅସ୍ମିତାକୁ କେନ୍ଦ୍ର କୁଠାରଘାତ କରିଛି । ୧୮୧୭ ମସିହାର ପାଇକ ବିଦ୍ରୋହ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଇଂରେଜ ସରକରାଙ୍କ ବିରୋଧରେ ଦେଶରେ ପ୍ରଥମ ସଂଗ୍ରାମ । ଏହା ପୂର୍ବରୁ ଦେଶରେ ଅନ୍ୟ କୌଣସି ବିପ୍ଲବ ବା ସଂଗ୍ରାମ ହୋଇନାହିଁ । ଅତୀତରେ ଅନେକ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଗସ୍ତ କରି ପାଇକ ବିଦ୍ରୋହ ବିଷୟରେ ଯଥେଷ୍ଟ ଅବଗତ ରହିଛନ୍ତି । ସବୁସ୍ୱତେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସଂସଦରେ ଯେଉଁ ବକ୍ତବ୍ୟ ପ୍ରଦାନ କରିଛନ୍ତି ତାହା ସମଗ୍ର ଓଡ଼ିଶା ପ୍ରତି ଅପମାନ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ତେବେ ପାଇକ ବିଦ୍ରୋହକୁ ଯଥାଶୀଘ୍ର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା କେନ୍ଦ୍ର ଦେଉ । ଏନେଇ ବିଧାନସଭାରେ ପ୍ରତିବାଦ କରିଛନ୍ତି ଶାସକ ଦଳର ସଦସ୍ୟ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମ ନୁହେଁ ବୋଲି ସଂସଦରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ । ଯାହା ବିରୋଧରେ ଆଜି ବିଧାନସଭାରେ ବିଜୁ ଜନତା ଦଳର ବିଧାୟକ ମାନେ ପ୍ଲା କାର୍ଡ ଓ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ ଜଣାଇଥିଲେ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଗୃହକୁ ବାଚସ୍ପତି ମୁତଲବୀ ଘୋଷଣା କରିବା ପରେ ବିଜେଡ଼ି ସଦସ୍ୟ ଗୃହ ବାହାରେ ମଧ୍ୟ ବିପ୍ଲବୀ ଜୟୀରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲେ । ଓଡ଼ିଶାର ଏହି ଐତିହାସିକ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବା ନେଇ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀତଳେ ବସି ଦାବି ଜଣାଇଛନ୍ତି ।

06 Dec 2021 By The Sakala

ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ଘୋଷଣା କରିବା ନେଇ ବିଧାନସଭାରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଅଚଳ ହେଲା ଗୃହକାର୍ଯ୍ଯ। ବିରୋଧି ବିଜେପି ଓ କଂଗ୍ରେସର ବିଧାୟକ ମାନେ ହୋ ହଲ୍ଲା ହଟ୍ଟଗୋଳ କରିବା ଦ୍ୱାରା ଗୃହ କାର୍ଯ୍ଯ ସ୍ୱାଭାବିକ ହୋଇ ପାରିନାହିଁ । ତେବେ ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।  ସେପଟେ ଶାସକ ବିଜେଡ଼ିର ବିଧାୟକ ମଧ୍ୟ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ଘୋଷଣା କରିବା ନେଇ ପ୍ରତିବାଦ କରିଛନ୍ତି।

ଓଡ଼ିଶାର ଐତିହ୍ୟ ଓ ଅସ୍ମିତାକୁ କେନ୍ଦ୍ର କୁଠାରଘାତ କରିଛି । ୧୮୧୭ ମସିହାର ପାଇକ ବିଦ୍ରୋହ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଇଂରେଜ ସରକରାଙ୍କ ବିରୋଧରେ ଦେଶରେ ପ୍ରଥମ ସଂଗ୍ରାମ । ଏହା ପୂର୍ବରୁ ଦେଶରେ ଅନ୍ୟ କୌଣସି ବିପ୍ଲବ ବା ସଂଗ୍ରାମ ହୋଇନାହିଁ । ଅତୀତରେ ଅନେକ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଗସ୍ତ କରି ପାଇକ ବିଦ୍ରୋହ ବିଷୟରେ ଯଥେଷ୍ଟ ଅବଗତ ରହିଛନ୍ତି । ସବୁସ୍ୱତେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସଂସଦରେ ଯେଉଁ ବକ୍ତବ୍ୟ ପ୍ରଦାନ କରିଛନ୍ତି ତାହା ସମଗ୍ର ଓଡ଼ିଶା ପ୍ରତି ଅପମାନ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ।

ତେବେ ପାଇକ ବିଦ୍ରୋହକୁ ଯଥାଶୀଘ୍ର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା କେନ୍ଦ୍ର ଦେଉ । ଏନେଇ ବିଧାନସଭାରେ ପ୍ରତିବାଦ କରିଛନ୍ତି ଶାସକ ଦଳର ସଦସ୍ୟ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମ ନୁହେଁ ବୋଲି ସଂସଦରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ । ଯାହା ବିରୋଧରେ ଆଜି ବିଧାନସଭାରେ ବିଜୁ ଜନତା ଦଳର ବିଧାୟକ ମାନେ ପ୍ଲା କାର୍ଡ ଓ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ ଜଣାଇଥିଲେ ।

ଗୃହକୁ ବାଚସ୍ପତି ମୁତଲବୀ ଘୋଷଣା କରିବା ପରେ ବିଜେଡ଼ି ସଦସ୍ୟ ଗୃହ ବାହାରେ ମଧ୍ୟ ବିପ୍ଲବୀ ଜୟୀରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲେ । ଓଡ଼ିଶାର ଏହି ଐତିହାସିକ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବା ନେଇ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀତଳେ ବସି ଦାବି ଜଣାଇଛନ୍ତି ।

https://www.thesakala.in/latest-odisha-news/bjd-protest-paika-rebellion-as-indias-first-war-of-independence/article-7394
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର