ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, ରାସ୍ତାରେ ଚୁଲି ଜାଳି ପ୍ରତିବାଦ କଲା ବିଜେଡ଼ି

The Sakala Picture
Published On

କଟକ: ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଛି । ଏହି ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିଛି ବିଜୁ ଜନତା ଦଳ । ଆଜି ଆରଡ଼ିସି ସ୍ତରୀୟ ପ୍ରତିବାଦର ପ୍ରଥମ ଦିନ । ପ୍ରଥମ ଦଫାରେ କଟକ ଆରଡିସି କାର୍ଯ୍ଯାଳୟ ଆଗରେ ପ୍ରତିବାଦ ଓ ନାରାବାଜି କରିଛି ବିଜେଡି । ଏଥିସହ କଟକ ଆରଡିସି ଜୋନ୍ ଅନ୍ତର୍ଗତ ସବୁ ବ୍ଲକରେ ବିକ୍ଷୋଭ କରାଯାଇଛି । ଏହି ପ୍ରତିବାଦରେ […]

କଟକ: ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଛି । ଏହି ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିଛି ବିଜୁ ଜନତା ଦଳ । ଆଜି ଆରଡ଼ିସି ସ୍ତରୀୟ ପ୍ରତିବାଦର ପ୍ରଥମ ଦିନ । ପ୍ରଥମ ଦଫାରେ କଟକ ଆରଡିସି କାର୍ଯ୍ଯାଳୟ ଆଗରେ ପ୍ରତିବାଦ ଓ ନାରାବାଜି କରିଛି ବିଜେଡି । ଏଥିସହ କଟକ ଆରଡିସି ଜୋନ୍ ଅନ୍ତର୍ଗତ ସବୁ ବ୍ଲକରେ ବିକ୍ଷୋଭ କରାଯାଇଛି ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ଏହି ପ୍ରତିବାଦରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ବିଫଳତା ବିରୋଧରେ ଗର୍ଜିଛନ୍ତି । ଅଭିନବ ଉପାୟରେ କେଉଁଠି ରାସ୍ତାରେ ଚୁଲି ଜାଳି ପ୍ରତିବାଦ କରାଯାଉଛି, ତ କେଉଁଠି ଗ୍ୟାସ ସିଲିଣ୍ଡରରର କୋକେଇ ଶୋଭାଯାତ୍ରା କରାଯାଇଛି। ଦର ହ୍ରାସ ନପାଇବା ଯାଏଁ ପୁରପଲ୍ଲୀରେ ଆନ୍ଦୋଳନ ଜାରି ରଖିବ ବିଜେଡି ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

ପ୍ରତି ଘରକୁ ଯାଇ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆନ୍ଦୋଳନରେ ସାମିଲ କରାଯିବ । ଅଚ୍ଛେ ଦିନ୍‌ର ସ୍ବପ୍ନ ଦେଖାଇ ଗରିବଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ଅହେତୁକ ଦରବୃଦ୍ଧି ମାଡରେ ସାଧାରଣ ହିତାଧିକାରୀ ନାନାଦି ହଇରାଣ ହୋଇଛନ୍ତି । ଏହି ଆନ୍ଦୋଳନ ଆଗାମୀ ଦିନରେ ବିଜୁ ଜନତା ଦଳ ଜାରି ରଖିବ ଏବଂ ଦର ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ନେତା ।

ଆହୁରି ପଢ଼ନ୍ତୁ: ବାଇକ୍‌-ସ୍କୋର୍ପିଓ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୫ ଗୁରୁତର

22 Nov 2021 By The Sakala

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, ରାସ୍ତାରେ ଚୁଲି ଜାଳି ପ୍ରତିବାଦ କଲା ବିଜେଡ଼ି

କଟକ: ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଛି । ଏହି ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିଛି ବିଜୁ ଜନତା ଦଳ । ଆଜି ଆରଡ଼ିସି ସ୍ତରୀୟ ପ୍ରତିବାଦର ପ୍ରଥମ ଦିନ । ପ୍ରଥମ ଦଫାରେ କଟକ ଆରଡିସି କାର୍ଯ୍ଯାଳୟ ଆଗରେ ପ୍ରତିବାଦ ଓ ନାରାବାଜି କରିଛି ବିଜେଡି । ଏଥିସହ କଟକ ଆରଡିସି ଜୋନ୍ ଅନ୍ତର୍ଗତ ସବୁ ବ୍ଲକରେ ବିକ୍ଷୋଭ କରାଯାଇଛି ।

ଏହି ପ୍ରତିବାଦରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ବିଫଳତା ବିରୋଧରେ ଗର୍ଜିଛନ୍ତି । ଅଭିନବ ଉପାୟରେ କେଉଁଠି ରାସ୍ତାରେ ଚୁଲି ଜାଳି ପ୍ରତିବାଦ କରାଯାଉଛି, ତ କେଉଁଠି ଗ୍ୟାସ ସିଲିଣ୍ଡରରର କୋକେଇ ଶୋଭାଯାତ୍ରା କରାଯାଇଛି। ଦର ହ୍ରାସ ନପାଇବା ଯାଏଁ ପୁରପଲ୍ଲୀରେ ଆନ୍ଦୋଳନ ଜାରି ରଖିବ ବିଜେଡି ।

ପ୍ରତି ଘରକୁ ଯାଇ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆନ୍ଦୋଳନରେ ସାମିଲ କରାଯିବ । ଅଚ୍ଛେ ଦିନ୍‌ର ସ୍ବପ୍ନ ଦେଖାଇ ଗରିବଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ଅହେତୁକ ଦରବୃଦ୍ଧି ମାଡରେ ସାଧାରଣ ହିତାଧିକାରୀ ନାନାଦି ହଇରାଣ ହୋଇଛନ୍ତି । ଏହି ଆନ୍ଦୋଳନ ଆଗାମୀ ଦିନରେ ବିଜୁ ଜନତା ଦଳ ଜାରି ରଖିବ ଏବଂ ଦର ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ନେତା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର