ଠିକା ନିଯୁକ୍ତିକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

The Sakala Picture
Published On

ଭୁବନେଶ୍ୱର: ଠିକା ନିଯୁକ୍ତିକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ଗୁଜରାଟ ସରକାରଙ୍କ ଠିକା ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ସସ୍ମିତ ବର୍ଷିଛନ୍ତି। ଗୁଜରାଟ ସରକାର ମଧ୍ୟ ଠିକା ନିଯୁକ୍ତି ପାଇଁ ନିକଟରେ ଏକ ବିଜ୍ଞାପନ ଜାରି କରିଛନ୍ତି। ଜ୍ଞାନ ସହାୟକ ନିଯୁକ୍ତି ନେଇ ଏହି ବିଜ୍ଞାପନ ପ୍ରକାଶ ପାଇଛି । ଯଦି ଗୁଜରାଟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି କରିପାରୁଛନ୍ତି, ତେବେ ଓଡ଼ିଶା […]

ଭୁବନେଶ୍ୱର: ଠିକା ନିଯୁକ୍ତିକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ଗୁଜରାଟ ସରକାରଙ୍କ ଠିକା ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ସସ୍ମିତ ବର୍ଷିଛନ୍ତି। ଗୁଜରାଟ ସରକାର ମଧ୍ୟ ଠିକା ନିଯୁକ୍ତି ପାଇଁ ନିକଟରେ ଏକ ବିଜ୍ଞାପନ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଜ୍ଞାନ ସହାୟକ ନିଯୁକ୍ତି ନେଇ ଏହି ବିଜ୍ଞାପନ ପ୍ରକାଶ ପାଇଛି । ଯଦି ଗୁଜରାଟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି କରିପାରୁଛନ୍ତି, ତେବେ ଓଡ଼ିଶା ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ କାହିଁକି ପ୍ରଶ୍ନ ଉଠାଉଛନ୍ତି । କେବଳ ଗୁଜରାଟ ସରକାର ନୁହନ୍ତି, ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ଏଭଳି ଠିକା ନିଯୁକ୍ତି କରାଯାଉଛି। ସେସବୁ ରାଜ୍ୟଗୁଡ଼ିକରେ ଠିକା ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ ଆପତ୍ତି ଉଠାଉନଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଏହି ଦୁଇ ଜାତୀୟ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

ଆହୁରି ପଢ଼ନ୍ତୁ: ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

16 Sep 2023 By The Sakala

ଠିକା ନିଯୁକ୍ତିକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ଠିକା ନିଯୁକ୍ତିକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ଗୁଜରାଟ ସରକାରଙ୍କ ଠିକା ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ସସ୍ମିତ ବର୍ଷିଛନ୍ତି। ଗୁଜରାଟ ସରକାର ମଧ୍ୟ ଠିକା ନିଯୁକ୍ତି ପାଇଁ ନିକଟରେ ଏକ ବିଜ୍ଞାପନ ଜାରି କରିଛନ୍ତି।

ଜ୍ଞାନ ସହାୟକ ନିଯୁକ୍ତି ନେଇ ଏହି ବିଜ୍ଞାପନ ପ୍ରକାଶ ପାଇଛି । ଯଦି ଗୁଜରାଟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି କରିପାରୁଛନ୍ତି, ତେବେ ଓଡ଼ିଶା ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ କାହିଁକି ପ୍ରଶ୍ନ ଉଠାଉଛନ୍ତି । କେବଳ ଗୁଜରାଟ ସରକାର ନୁହନ୍ତି, ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ଏଭଳି ଠିକା ନିଯୁକ୍ତି କରାଯାଉଛି। ସେସବୁ ରାଜ୍ୟଗୁଡ଼ିକରେ ଠିକା ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ ଆପତ୍ତି ଉଠାଉନଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଏହି ଦୁଇ ଜାତୀୟ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର