ଅନ୍ନଦାତାଙ୍କୁ ହକ ଦେବାକୁ ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି ଉଠଇଲେ ସାଂସଦ ସସ୍ମିତ ପାତ୍ର

The Sakala Picture
Published On

ଭୁବନେଶ୍ବର: ଚାଷୀଙ୍କ ସ୍ବାର୍ଥରେ ପୁଣି ଅଣ୍ଟା ଭିଡିଲା ବିଜେଡି । ଚାଷୀଙ୍କ ପାଇଁ ଆହୁରି ଶାଣିତ ହେଲା ସ୍ବର । ଅନ୍ନଦାତାଙ୍କୁ ହକ ଦେବାକୁ ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କାଳବିଳମ୍ବ ନକରି ତୁରନ୍ତ ଚାଷୀଙ୍କୁ ଫସଲ ବୀମା ଦେବାକୁ ଦାବି କରିଛନ୍ତି ସସ୍ମିତ। ସେହିପରି ଏମଏସପି ଦର ୨୯୩୦ ଧାର୍ଯ୍ୟ କରିବାକୁ ସେ ଦାବି ଦୋହରାଇଛନ୍ତି । ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଏ ନେଇ […]

ଭୁବନେଶ୍ବର: ଚାଷୀଙ୍କ ସ୍ବାର୍ଥରେ ପୁଣି ଅଣ୍ଟା ଭିଡିଲା ବିଜେଡି । ଚାଷୀଙ୍କ ପାଇଁ ଆହୁରି ଶାଣିତ ହେଲା ସ୍ବର । ଅନ୍ନଦାତାଙ୍କୁ ହକ ଦେବାକୁ ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କାଳବିଳମ୍ବ ନକରି ତୁରନ୍ତ ଚାଷୀଙ୍କୁ ଫସଲ ବୀମା ଦେବାକୁ ଦାବି କରିଛନ୍ତି ସସ୍ମିତ। ସେହିପରି ଏମଏସପି ଦର ୨୯୩୦ ଧାର୍ଯ୍ୟ କରିବାକୁ ସେ ଦାବି ଦୋହରାଇଛନ୍ତି । ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଏ ନେଇ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଛି । ସ୍ବାମୀନାଥନ କମିଶନ ରିପୋର୍ଟ ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅତି କମରେ ଦେଢ ଗୁଣା କରିବାକୁ ସସ୍ମିତ ପୁଣି ଥରେ ଦାବି କରିଛନ୍ତି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି ଦାବି କରିଆସିଛନ୍ତି । ଯାହାକୁ ଏଯାଏଁ କେନ୍ଦ୍ର କାର୍ୟ୍ୟକାରୀ କରୁନି ବୋଲି ସସ୍ମିତ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

07 Dec 2023 By The Sakala

ଅନ୍ନଦାତାଙ୍କୁ ହକ ଦେବାକୁ ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି ଉଠଇଲେ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର: ଚାଷୀଙ୍କ ସ୍ବାର୍ଥରେ ପୁଣି ଅଣ୍ଟା ଭିଡିଲା ବିଜେଡି । ଚାଷୀଙ୍କ ପାଇଁ ଆହୁରି ଶାଣିତ ହେଲା ସ୍ବର । ଅନ୍ନଦାତାଙ୍କୁ ହକ ଦେବାକୁ ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କାଳବିଳମ୍ବ ନକରି ତୁରନ୍ତ ଚାଷୀଙ୍କୁ ଫସଲ ବୀମା ଦେବାକୁ ଦାବି କରିଛନ୍ତି ସସ୍ମିତ। ସେହିପରି ଏମଏସପି ଦର ୨୯୩୦ ଧାର୍ଯ୍ୟ କରିବାକୁ ସେ ଦାବି ଦୋହରାଇଛନ୍ତି । ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଏ ନେଇ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଛି । ସ୍ବାମୀନାଥନ କମିଶନ ରିପୋର୍ଟ ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅତି କମରେ ଦେଢ ଗୁଣା କରିବାକୁ ସସ୍ମିତ ପୁଣି ଥରେ ଦାବି କରିଛନ୍ତି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି ଦାବି କରିଆସିଛନ୍ତି । ଯାହାକୁ ଏଯାଏଁ କେନ୍ଦ୍ର କାର୍ୟ୍ୟକାରୀ କରୁନି ବୋଲି ସସ୍ମିତ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି।

https://www.thesakala.in/latest-odisha-news/bjd-mp-raised-the-demand-by-writing-a-special-letter-to-give-the-right-to-the-farmers/article-28018
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର