ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଭିମୁଖ୍ୟ କ’ଣ ତାହା ସମସ୍ତେ ଜାଣନ୍ତି: ସାଂସଦ ଅମର ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମାଲୋଚନା । ସୌମ୍ୟରଞ୍ଜନ ପଟ୍ଟନାୟକ କ’ଣ, ତାହା ସମସ୍ତେ ଜାଣିଛନ୍ତି ବୋଲି କହି ଆକ୍ଷେପ କରିଛନ୍ତି ଅମର । ସେ କହିଛନ୍ତି, ‘ସୌମ୍ୟଙ୍କ ଆଭିମୁଖ୍ୟ କ’ଣ ସମସ୍ତେ ଜାଣନ୍ତି ? ଦଳ ବିରୋଧରେ ସୌମ୍ୟ ବାରମ୍ବାର କ’ଣ ପାଇଁ ମନ୍ତବ୍ୟ ଦେଉଛନ୍ତି ? ବିଜେଡିରେ ରହି ବିଜେଡିକୁ ବଦନାମ କରିବା ପାଇଁ ସୌମ୍ୟ ଅପଚେଷ୍ଟା କରୁଛନ୍ତି । ଏହା ଗ୍ରହଣୀୟ ନୁହେଁ, ଓଡ଼ିଶାବାସୀ କେବେ […]

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମାଲୋଚନା । ସୌମ୍ୟରଞ୍ଜନ ପଟ୍ଟନାୟକ କ’ଣ, ତାହା ସମସ୍ତେ ଜାଣିଛନ୍ତି ବୋଲି କହି ଆକ୍ଷେପ କରିଛନ୍ତି ଅମର । ସେ କହିଛନ୍ତି, ‘ସୌମ୍ୟଙ୍କ ଆଭିମୁଖ୍ୟ କ’ଣ ସମସ୍ତେ ଜାଣନ୍ତି ? ଦଳ ବିରୋଧରେ ସୌମ୍ୟ ବାରମ୍ବାର କ’ଣ ପାଇଁ ମନ୍ତବ୍ୟ ଦେଉଛନ୍ତି ? ବିଜେଡିରେ ରହି ବିଜେଡିକୁ ବଦନାମ କରିବା ପାଇଁ ସୌମ୍ୟ ଅପଚେଷ୍ଟା କରୁଛନ୍ତି । ଏହା ଗ୍ରହଣୀୟ ନୁହେଁ, ଓଡ଼ିଶାବାସୀ କେବେ ବି ସୌମ୍ୟଙ୍କୁ ବରଦାସ୍ତ କରିବେ ନାହିଁ ।’

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

10 Sep 2023 By The Sakala

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଭିମୁଖ୍ୟ କ’ଣ ତାହା ସମସ୍ତେ ଜାଣନ୍ତି: ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମାଲୋଚନା । ସୌମ୍ୟରଞ୍ଜନ ପଟ୍ଟନାୟକ କ’ଣ, ତାହା ସମସ୍ତେ ଜାଣିଛନ୍ତି ବୋଲି କହି ଆକ୍ଷେପ କରିଛନ୍ତି ଅମର । ସେ କହିଛନ୍ତି, ‘ସୌମ୍ୟଙ୍କ ଆଭିମୁଖ୍ୟ କ’ଣ ସମସ୍ତେ ଜାଣନ୍ତି ? ଦଳ ବିରୋଧରେ ସୌମ୍ୟ ବାରମ୍ବାର କ’ଣ ପାଇଁ ମନ୍ତବ୍ୟ ଦେଉଛନ୍ତି ? ବିଜେଡିରେ ରହି ବିଜେଡିକୁ ବଦନାମ କରିବା ପାଇଁ ସୌମ୍ୟ ଅପଚେଷ୍ଟା କରୁଛନ୍ତି । ଏହା ଗ୍ରହଣୀୟ ନୁହେଁ, ଓଡ଼ିଶାବାସୀ କେବେ ବି ସୌମ୍ୟଙ୍କୁ ବରଦାସ୍ତ କରିବେ ନାହିଁ ।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର