ମନୋରଞ୍ଜନ
ଓଡ଼ିଶା
ଓଡିଶାରେ ବିଜେଡି ସଶକ୍ତ ହୋଇ ରହିଛି, ରାଜ୍ୟରେ ବି ଏଥର ନବୀନ – ବିଜେପି ଉପନେତା ବିଷ୍ଣୁ ସେଠୀ
ଭୁବନେଶ୍ବର: ଓଡିଶାରେ ବିଜେଡି ସଶକ୍ତ ହୋଇ ରହିଛି। ଆମେ ସ୍ବୀକାର କରିବୁ ସେମାନେ ସଶକ୍ତି ଅଛନ୍ତି। ଓଡ଼ିଶାରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ରାଜ୍ୟରେ ବି ଏଥର ନବୀନ। କାରଣ ସେମାନେ ସଶକ୍ତ ଅଛନ୍ତି। ଆଜି ଯାଏ ବିଜେପି ଗ୍ରାଉଣ୍ଡରେ ପହଞ୍ଚି ପାରିନାହିଁ। ବିଜେଡି ସହ ଗ୍ରାଉଣ୍ଡରେ ଲଢ଼ିବା କଷ୍ଟ ହେବ। ବ୍ରଜରାଜନଗର ଉପନିର୍ବାଚନ ନେଇ ବିଜେପି ଉପନେତା ବିଷ୍ଣୁ ସେଠୀ ଏଭଳି ବୟାନ ଦେଇଛନ୍ତି। ସେ ଆହୁରୀ ମଧ୍ଯ କହିଛନ୍ତି ଯେ, କିଶୋର ମହାନ୍ତିଙ୍କ ପତ୍ନୀଙ୍କ […]
ଭୁବନେଶ୍ବର: ଓଡିଶାରେ ବିଜେଡି ସଶକ୍ତ ହୋଇ ରହିଛି। ଆମେ ସ୍ବୀକାର କରିବୁ ସେମାନେ ସଶକ୍ତି ଅଛନ୍ତି। ଓଡ଼ିଶାରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ରାଜ୍ୟରେ ବି ଏଥର ନବୀନ। କାରଣ ସେମାନେ ସଶକ୍ତ ଅଛନ୍ତି। ଆଜି ଯାଏ ବିଜେପି ଗ୍ରାଉଣ୍ଡରେ ପହଞ୍ଚି ପାରିନାହିଁ। ବିଜେଡି ସହ ଗ୍ରାଉଣ୍ଡରେ ଲଢ଼ିବା କଷ୍ଟ ହେବ। ବ୍ରଜରାଜନଗର ଉପନିର୍ବାଚନ ନେଇ ବିଜେପି ଉପନେତା ବିଷ୍ଣୁ ସେଠୀ ଏଭଳି ବୟାନ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ
ସେ ଆହୁରୀ ମଧ୍ଯ କହିଛନ୍ତି ଯେ, କିଶୋର ମହାନ୍ତିଙ୍କ ପତ୍ନୀଙ୍କ ପ୍ରତି ବ୍ରଜରାଜନଗରବାସୀଙ୍କ ଅନୁକମ୍ପା ରହିଛି। ସାଂସଦ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । କହିଲେ ମୁଁ ୨ଥର ଲଢ଼ିଛି। ଏଥର ସାଂସଦ ଲଢ଼ିବାକୁ ଇଚ୍ଛା ଅଛି। ଯଦି ମିଳିଯାଏ ତାହାଲେ ଲଢିବି। ଦଳ ଯାହା ବିଚାର କରିବ। MLA ରେ ଆଉ ଘାଣ୍ଟି ହେବାକୁ ଚାହୁୃନି।






