ପଞ୍ଚାୟତ ଫାଇଟ୍: ପୁରୀର ୧୧ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡିର ବାଜିମାତ

The Sakala Picture
Published On

ପୁରୀ: ପ୍ରଥମ ଦିନର ଗଣତିରେ ପୁରୀର ୧୧ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ବାଜିମାତ କରିଛି। ପୁରୀ ସଦର ୨୫ନମ୍ବର ଜୋନରେ ବିଜୟୀ ହୋଇଛନ୍ତି ମୋନାଲି ମିଶ୍ର। ଅସ୍ତରଙ୍ଗ ଜୋନ ନମ୍ୱର ୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ, କଣାସ ଜୋନ୍ ୩ରେ ପ୍ରଣତି ଜେନା, କାକଟପୁର ଜୋନ୍ ୬ରେ ଜ୍ୟୋତ୍ସାରାଣୀ ଦଳାଇ, କୃଷ୍ଣପ୍ରସାଦ ଜୋନ୍ ୯ରେ ଲକ୍ଷ୍ମୀଧର ସାହୁ ବିଜୟୀ ହୋଇଛନ୍ତି ସେହିପରି, ଗୋପ ୧୧ନମ୍ବର ଜୋନରେ ଧର୍ମେନ୍ଦ୍ର କୁମାର ସାହୁ, ଡେଲାଙ୍ଗ ୧୫ ନମ୍ବର […]

ପୁରୀ: ପ୍ରଥମ ଦିନର ଗଣତିରେ ପୁରୀର ୧୧ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ବାଜିମାତ କରିଛି। ପୁରୀ ସଦର ୨୫ନମ୍ବର ଜୋନରେ ବିଜୟୀ ହୋଇଛନ୍ତି ମୋନାଲି ମିଶ୍ର।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ଅସ୍ତରଙ୍ଗ ଜୋନ ନମ୍ୱର ୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ, କଣାସ ଜୋନ୍ ୩ରେ ପ୍ରଣତି ଜେନା, କାକଟପୁର ଜୋନ୍ ୬ରେ ଜ୍ୟୋତ୍ସାରାଣୀ ଦଳାଇ, କୃଷ୍ଣପ୍ରସାଦ ଜୋନ୍ ୯ରେ ଲକ୍ଷ୍ମୀଧର ସାହୁ ବିଜୟୀ ହୋଇଛନ୍ତି

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ସେହିପରି, ଗୋପ ୧୧ନମ୍ବର ଜୋନରେ ଧର୍ମେନ୍ଦ୍ର କୁମାର ସାହୁ, ଡେଲାଙ୍ଗ ୧୫ ନମ୍ବର ଜୋନ୍‌ରେ ପ୍ରଜ୍ଞା ଛୋଟରାୟ, ନିମାପଡ଼ା ୧୮ନମ୍ବର ଜୋନ୍‌ରେ କୁଞ୍ଜଲତା ସାମଲ, ପିପିଲି ୨୨ନମ୍ବର ଜୋନରେ ସୁଶ୍ରୀ ସଙ୍ଗୀତା, ବ୍ରହ୍ମଗିରି ୨୮ନମ୍ବର ଜୋନରେ କୈଳାସ ଚନ୍ଦ୍ର ପରିଡ଼ା, ସତ୍ୟବାଦୀ ୩୧ନମ୍ବର ଜୋନ୍‌ରେ ନାରାୟଣ ରାଉତରାୟ ବିଜୟୀ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

27 Feb 2022 By The Sakala

ପଞ୍ଚାୟତ ଫାଇଟ୍: ପୁରୀର ୧୧ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡିର ବାଜିମାତ

ପୁରୀ: ପ୍ରଥମ ଦିନର ଗଣତିରେ ପୁରୀର ୧୧ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ବାଜିମାତ କରିଛି। ପୁରୀ ସଦର ୨୫ନମ୍ବର ଜୋନରେ ବିଜୟୀ ହୋଇଛନ୍ତି ମୋନାଲି ମିଶ୍ର।

ଅସ୍ତରଙ୍ଗ ଜୋନ ନମ୍ୱର ୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ, କଣାସ ଜୋନ୍ ୩ରେ ପ୍ରଣତି ଜେନା, କାକଟପୁର ଜୋନ୍ ୬ରେ ଜ୍ୟୋତ୍ସାରାଣୀ ଦଳାଇ, କୃଷ୍ଣପ୍ରସାଦ ଜୋନ୍ ୯ରେ ଲକ୍ଷ୍ମୀଧର ସାହୁ ବିଜୟୀ ହୋଇଛନ୍ତି

ସେହିପରି, ଗୋପ ୧୧ନମ୍ବର ଜୋନରେ ଧର୍ମେନ୍ଦ୍ର କୁମାର ସାହୁ, ଡେଲାଙ୍ଗ ୧୫ ନମ୍ବର ଜୋନ୍‌ରେ ପ୍ରଜ୍ଞା ଛୋଟରାୟ, ନିମାପଡ଼ା ୧୮ନମ୍ବର ଜୋନ୍‌ରେ କୁଞ୍ଜଲତା ସାମଲ, ପିପିଲି ୨୨ନମ୍ବର ଜୋନରେ ସୁଶ୍ରୀ ସଙ୍ଗୀତା, ବ୍ରହ୍ମଗିରି ୨୮ନମ୍ବର ଜୋନରେ କୈଳାସ ଚନ୍ଦ୍ର ପରିଡ଼ା, ସତ୍ୟବାଦୀ ୩୧ନମ୍ବର ଜୋନ୍‌ରେ ନାରାୟଣ ରାଉତରାୟ ବିଜୟୀ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର