ପିପିଲି ପାଇଁ ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କଲା ବିଜେଡି

The Sakala Picture
Published On

ଭୁବନେଶ୍ବର : ଆଉ ଦିନ କେଇଟା ପରେ ପିପିଲି ଉପ ନିର୍ବାଚନ ପାଇଁ ହେବ ମତଦାନ । ଏଥିଲାଗି ୩ ପ୍ରମୁଖ ଦଳ ଯଥାକ୍ରମେ କଂଗ୍ରେସ, ବିଜେପି, ବିଜେଡି ନିଜ ନିଜର କ୍ୟାମ୍ପେନ୍‌ ଆରମ୍ଭ କରିସାରିଲେଣି । ଏସବୁ ଭିତରେ ଆଜି ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ଷ୍ଟାର୍‌ କ୍ୟାମ୍ପେନରଙ୍କ ନାମ ଘୋଷଣା କରିଛି । ବିଜେଡି ପକ୍ଷରୁ ୩୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରାଯାଇଛି । ଏହି ଷ୍ଟାର କ୍ୟାମ୍ପେନରଙ୍କ […]

ଭୁବନେଶ୍ବର : ଆଉ ଦିନ କେଇଟା ପରେ ପିପିଲି ଉପ ନିର୍ବାଚନ ପାଇଁ ହେବ ମତଦାନ । ଏଥିଲାଗି ୩ ପ୍ରମୁଖ ଦଳ ଯଥାକ୍ରମେ କଂଗ୍ରେସ, ବିଜେପି, ବିଜେଡି ନିଜ ନିଜର କ୍ୟାମ୍ପେନ୍‌ ଆରମ୍ଭ କରିସାରିଲେଣି । ଏସବୁ ଭିତରେ ଆଜି ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ଷ୍ଟାର୍‌ କ୍ୟାମ୍ପେନରଙ୍କ ନାମ ଘୋଷଣା କରିଛି । ବିଜେଡି ପକ୍ଷରୁ ୩୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରାଯାଇଛି । ଏହି ଷ୍ଟାର କ୍ୟାମ୍ପେନରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନାମ ଏକ ନମ୍ପରରେ ରହିଛି। ସେହିପରି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଦ୍ବିତୀୟରେ ରହିଛି।

ଆହୁରି ପଢ଼ନ୍ତୁ: ବରଗଡ଼ର ପୂର୍ବତନ ଅବକାରୀ ଇନ୍ସପେକ୍ଟରଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ

ଆହୁରି ପଢ଼ନ୍ତୁ: ମହାପ୍ରଭୁ ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ କାମ କରିବି: ସୁଜାତା ରାଉତ କାର୍ତ୍ତିକେୟନ

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଫୁଟିଲା ଗୁଳି: ବାଇକରେ ଆସି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ସେହିପରି ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକାରେ ଦେବୀ ମିଶ୍ର, ମହେଶ୍ବର ମହାନ୍ତି, ବ୍ୟୋମକେଶ ରାୟ, ସୁଶାନ୍ତ ସିଂ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ଦେବୀ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା,ପ୍ରତାପ ଦେବ, ପିନାକି ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଝାରୀ, ସଞ୍ଜୟ ଦାଶବର୍ମା, ନବକିଶୋର ଦାସ, ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକ ସାମିଲ ରହିଛନ୍ତି।

02 Apr 2021 By The Sakala

ପିପିଲି ପାଇଁ ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ବର : ଆଉ ଦିନ କେଇଟା ପରେ ପିପିଲି ଉପ ନିର୍ବାଚନ ପାଇଁ ହେବ ମତଦାନ । ଏଥିଲାଗି ୩ ପ୍ରମୁଖ ଦଳ ଯଥାକ୍ରମେ କଂଗ୍ରେସ, ବିଜେପି, ବିଜେଡି ନିଜ ନିଜର କ୍ୟାମ୍ପେନ୍‌ ଆରମ୍ଭ କରିସାରିଲେଣି । ଏସବୁ ଭିତରେ ଆଜି ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ଷ୍ଟାର୍‌ କ୍ୟାମ୍ପେନରଙ୍କ ନାମ ଘୋଷଣା କରିଛି । ବିଜେଡି ପକ୍ଷରୁ ୩୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରାଯାଇଛି । ଏହି ଷ୍ଟାର କ୍ୟାମ୍ପେନରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନାମ ଏକ ନମ୍ପରରେ ରହିଛି। ସେହିପରି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଦ୍ବିତୀୟରେ ରହିଛି।

ସେହିପରି ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକାରେ ଦେବୀ ମିଶ୍ର, ମହେଶ୍ବର ମହାନ୍ତି, ବ୍ୟୋମକେଶ ରାୟ, ସୁଶାନ୍ତ ସିଂ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ଦେବୀ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା,ପ୍ରତାପ ଦେବ, ପିନାକି ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଝାରୀ, ସଞ୍ଜୟ ଦାଶବର୍ମା, ନବକିଶୋର ଦାସ, ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକ ସାମିଲ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର