ବିଜେପି କର୍ମୀଙ୍କ ଗୁଣ୍ଡାରାଜ ପ୍ରତିବାଦରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

The Sakala Picture
Published On

ଭୁବନେଶ୍ବର: ବିଜେପି କର୍ମୀଙ୍କ ଗୁଣ୍ଡାରାଜ ପ୍ରତିବାଦରେ ସିଇଓଙ୍କୁ ଫେରାଦ ହେଲା ବିଜେଡି। ବଡ଼ଚଣାରେ ବିଜେଡିର ଜଣେ ମହିଳା ସମର୍ଥକଙ୍କୁ ବିଜେପି କର୍ମୀ ଆକ୍ରମଣ କରି ସୁନା ଚେନ୍ ଓ ମୋବାଇଲ ଛଡ଼ାଇ ନେଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି । ବଡ଼ଚଣା ବିଧାନସଭ ନିର୍ବାଚନ ମଣ୍ଡଳୀରେ ଶକୁନ୍ତଳା ବେହେରା ନାମକ ଜଣେ ବିଜେଡି କର୍ମୀ ଘର ଘର ବୁଲି ପ୍ରଚାର କରୁଥିଲେ । ଏହି ସମୟରେ […]

ଭୁବନେଶ୍ବର: ବିଜେପି କର୍ମୀଙ୍କ ଗୁଣ୍ଡାରାଜ ପ୍ରତିବାଦରେ ସିଇଓଙ୍କୁ ଫେରାଦ ହେଲା ବିଜେଡି। ବଡ଼ଚଣାରେ ବିଜେଡିର ଜଣେ ମହିଳା ସମର୍ଥକଙ୍କୁ ବିଜେପି କର୍ମୀ ଆକ୍ରମଣ କରି ସୁନା ଚେନ୍ ଓ ମୋବାଇଲ ଛଡ଼ାଇ ନେଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ବଡ଼ଚଣା ବିଧାନସଭ ନିର୍ବାଚନ ମଣ୍ଡଳୀରେ ଶକୁନ୍ତଳା ବେହେରା ନାମକ ଜଣେ ବିଜେଡି କର୍ମୀ ଘର ଘର ବୁଲି ପ୍ରଚାର କରୁଥିଲେ । ଏହି ସମୟରେ ବିଜେପି ବିଧାୟକ ପ୍ରାର୍ଥୀ ଅମର କୁମାର ନାୟକଙ୍କ ସମର୍ଥକ ତାଙ୍କୁ ଅଟକ ରଖି ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେଡି । ଶକୁନ୍ତଳାଙ୍କୁ ବିଶ୍ୱଜିତ ବଳ, କୁମାର ରଞ୍ଜନ ବଳ ଓ ବିଟୁ ବଳ ମଝିପଡ଼ା ଗାଁରେ ଅଟକାଇ ସୁନା ଚେନ ଓ ମୋବାଇଲ ଛଡ଼ାଇ ନେଇଥିବା ବାଲିଚନ୍ଦ୍ରପୁର ଥାନାରେ ଏତଲା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

ଶକୁନ୍ତଳାଙ୍କୁ ନ୍ୟାୟ ଦେବା ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି ଟିମ୍ । ବିଜୁ ଜନତା ଦଳରେ ମହିଳାଙ୍କୁ ପ୍ରାଧାନ୍ୟ ଓ ସମ୍ମାନ ମିଳୁଥିବା ବେଳେ ସେମାନଙ୍କ ଖୁସି ଦେଖି ବିଜେପି ହତୋତ୍ସାହିତ ହୋଇପଡ଼ିଥିବା ବିଜେଡି କହିଛି ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

23 May 2024 By The Sakala

ବିଜେପି କର୍ମୀଙ୍କ ଗୁଣ୍ଡାରାଜ ପ୍ରତିବାଦରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପି କର୍ମୀଙ୍କ ଗୁଣ୍ଡାରାଜ ପ୍ରତିବାଦରେ ସିଇଓଙ୍କୁ ଫେରାଦ ହେଲା ବିଜେଡି। ବଡ଼ଚଣାରେ ବିଜେଡିର ଜଣେ ମହିଳା ସମର୍ଥକଙ୍କୁ ବିଜେପି କର୍ମୀ ଆକ୍ରମଣ କରି ସୁନା ଚେନ୍ ଓ ମୋବାଇଲ ଛଡ଼ାଇ ନେଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ।

ବଡ଼ଚଣା ବିଧାନସଭ ନିର୍ବାଚନ ମଣ୍ଡଳୀରେ ଶକୁନ୍ତଳା ବେହେରା ନାମକ ଜଣେ ବିଜେଡି କର୍ମୀ ଘର ଘର ବୁଲି ପ୍ରଚାର କରୁଥିଲେ । ଏହି ସମୟରେ ବିଜେପି ବିଧାୟକ ପ୍ରାର୍ଥୀ ଅମର କୁମାର ନାୟକଙ୍କ ସମର୍ଥକ ତାଙ୍କୁ ଅଟକ ରଖି ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେଡି । ଶକୁନ୍ତଳାଙ୍କୁ ବିଶ୍ୱଜିତ ବଳ, କୁମାର ରଞ୍ଜନ ବଳ ଓ ବିଟୁ ବଳ ମଝିପଡ଼ା ଗାଁରେ ଅଟକାଇ ସୁନା ଚେନ ଓ ମୋବାଇଲ ଛଡ଼ାଇ ନେଇଥିବା ବାଲିଚନ୍ଦ୍ରପୁର ଥାନାରେ ଏତଲା ଦିଆଯାଇଛି ।

ଶକୁନ୍ତଳାଙ୍କୁ ନ୍ୟାୟ ଦେବା ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି ଟିମ୍ । ବିଜୁ ଜନତା ଦଳରେ ମହିଳାଙ୍କୁ ପ୍ରାଧାନ୍ୟ ଓ ସମ୍ମାନ ମିଳୁଥିବା ବେଳେ ସେମାନଙ୍କ ଖୁସି ଦେଖି ବିଜେପି ହତୋତ୍ସାହିତ ହୋଇପଡ଼ିଥିବା ବିଜେଡି କହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର