ସୁଲୋଚନାଙ୍କ ମୁଣ୍ଡରେ ବିଜୟ ମୁକୁଟ, ୬୧ ହଜାର ୧୪୩ ଖଣ୍ଡ ଭୋଟରେ ହାସଲ କଲେ ବୃହତ ବିଜୟ

The Sakala Picture
Published On

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁନୀତି ମୁଣ୍ଡଙ୍କୁ ହରାଇଛନ୍ତି । ସୁଲୋଚନା ଦାସ ୧, ୭୪, ୫୬୨ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ୧, ୧୩, ୪୧୯ […]

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁନୀତି ମୁଣ୍ଡଙ୍କୁ ହରାଇଛନ୍ତି । ସୁଲୋଚନା ଦାସ ୧, ୭୪, ୫୬୨ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ୧, ୧୩, ୪୧୯ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମିଳିଲା ୧୧,୦୦୬ ଖଣ୍ଡ ଭୋଟ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଭୁବନେଶ୍ବର ମହାନଗର ନିଗମ ମେୟର ପଦବୀରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ବିଜୟୀ ହୋଇଛନ୍ତି। ସେହିପରି ଅଧିକାଂଶ ୱାର୍ଡରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୬୭ଟି ୱାର୍ଡରୁ ୪ଟିକୁ ଛାଡ଼ି ଦେଲେ ବାକି ସବୁର ଫଳାଫଳ ଆସିଯାଇଛି। ଆଉ ସେଥିରୁ ୪୫ଟିରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପିକୁ ମାତ୍ର ୧୦ଟି ଆସନ ମିଳିଛି। ସେହିପରି ୮ଟିରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ୱାର୍ଡ ୧- ବିଜେଡି ମିହିର ରାଉତ
ୱାର୍ଡ ୨- ବିଜେଡି ମୋନାଲିସା ବେହେରା
ୱାର୍ଡ ୩- ବିଜେପି ଲକ୍ଷ୍ମୀ ପ୍ରିୟା ପରିଡା।
ୱାର୍ଡ ୪- ବିଜେପି ସୁକୁମାର ସାହୁ
ୱାର୍ଡ ୫- ବିଜେଡି ମିନୁଶ୍ରୀ ଖୁଣ୍ଟିଆ
ୱାର୍ଡ ୬- ବିଜେଡି ପ୍ରୀତିନନ୍ଦା ରାଉତରାୟ
ୱାର୍ଡ ୭- ବିଜେପି ଜସୋଧରା ପ୍ରଧାନ
ୱାର୍ଡ ୮- ବିଜେଡି ଲାଲ ମୋହନ ଟୁଡୁ
ୱାର୍ଡ ୯- ସ୍ୱାଧୀନ ସସ୍ମିତା ସାହୁ।
ୱାର୍ଡ ୧୦- ବିଜେଡି ସେକ ନୁର ହାସନ।
ୱାର୍ଡ ୧୧- ବିଜେଡି ପ୍ରଭାସିନୀ ମହାନ୍ତି।
ୱାର୍ଡ ୧୨- ବିଜେଡି ଜୟନ୍ତୀ ସାହୁ
ୱାର୍ଡ ୧୩- ସ୍ୱାଧୀନ ଇତିଶ୍ରୀ ଦାସ
ୱାର୍ଡ ୧୪- ବିଜେଡି ମନୋଳିସା ସାହୁ।
ୱାର୍ଡ ୧୫- ସ୍ୱାଧୀନ ପିଙ୍କି ସ୍ୱାଇଁ
ୱାର୍ଡ ୧୬- ବିଜେଡି ଅଚ୍ୟୁତାନନ୍ଦ ସ୍ୱାଇଁ।
ୱାର୍ଡ ୧୭ – ବିଜେଡି ପୂଜା ମହାରଣା।
ୱାର୍ଡ ୧୮-
ୱାର୍ଡ ୧୯-
ୱାର୍ଡ ୨୦- ବିଜେଡି ପ୍ରେମାନନ୍ଦ ଜେନା
ୱାର୍ଡ ୨୧-
ୱାର୍ଡ ୨୨-
ୱାର୍ଡ ୨୩- ବିଜେଡି କିରଣ ଵାଲା ମାଝି
ୱାର୍ଡ ୨୪- ସ୍ୱାଧୀନ ଦୀପକ ମିଶ୍ର
ୱାର୍ଡ ୨୫- ବିଜେଡି ମାନସୀ ରାଣୀ ସୁନ୍ଦରାୟ।
ୱାର୍ଡ ୨୬ ବିଜେଡି ଭାରତୀ ସିଂ
ୱାର୍ଡ ୨୭- ବିଜେଡି ଶୁଭ୍ରଅସୁ ପଟ୍ଟନାୟକ
ୱାର୍ଡ ୨୮- ବିଜେଡି ଝରଣା ରାଣୀ ପତି।
ୱାର୍ଡ ୨୯- ବିଜେପି ଅପରୁପ ନାରାୟଣ ରାଉତ
ୱାର୍ଡ ୩୦ – ବିଜେଡି ରାଜକିଶୋର ଦାସ।
ୱାର୍ଡ ୩୧- ବିଜେଡି ରାଜା ମହାପାତ୍ର।
ୱାର୍ଡ ୩୨- ବିଜେଡି ଶ୍ରୀଧର ଜେନା।
ୱାର୍ଡ ୩୩- ବିଜେପି ଧରିତ୍ରୀ ଜେନା
ୱାର୍ଡ ୩୪- ବିଜେଡି ପୁଷ୍ପାଞ୍ଜଳି ସେଠୀ।
ୱାର୍ଡ ୩୫- ବିଜେଡି ରଞ୍ଜୁଲତା ରାୟ
ୱାର୍ଡ ୩୬- ବିଜେଡି ଅଲ୍ଲିଆଳି ମାଲିକ
ୱାର୍ଡ ୩୭ ସ୍ୱାଧୀନ ବନ୍ଦିତା ପାଲ
ୱାର୍ଡ ୩୮- ବିଜେଡି ପଦ୍ମଜା ପ୍ରିୟଦର୍ଶୀ ଜେନା
ୱାର୍ଡ ୩୯- ବିଜେପି ଗୀତାଞ୍ଜଳି ସାହୁ।
ୱାର୍ଡ ୪୦- ବିଜେଡି ଆସିୟା ବେଗମ
ୱାର୍ଡ ୪୧- ବିଜେଡି କବିତା ସ୍ୱାଇଁ
ୱାର୍ଡ ୪୨- ବିଜେଡି ଆଶିଷ କୁମାର ପଟ୍ଟନାୟକ।
ୱାର୍ଡ ୪୩- ବିଜେଡି ଭରତ କୁମାର ଲେଙ୍କା।
ୱାର୍ଡ ୪୪- ବିଜେଡି ଅଜିତ ବେହେରା
ୱାର୍ଡ ୪୫- ବିଜେଡି ଅମରେଶ ଜେନା
ୱାର୍ଡ ୪୬- ସ୍ୱାଧୀନ ପୁଷ୍ପିତା ରାଉତ।
ୱାର୍ଡ ୪୭- ବିଜେଡି ସମିତା ମହାନ୍ତି
ୱାର୍ଡ ୪୮- ବିଜେପି ସୁଚିତ୍ରା ପାତ୍ର
ୱାର୍ଡ ୪୯- ବିଜେଡି ପୁଷ୍ପିତା ପଟ୍ଟନାୟକ।
ୱାର୍ଡ ୫୦- ବିଜେଡି ରାମଚନ୍ଦ୍ର ରଣସିଂହ
ୱାର୍ଡ ୫୧- ବିଜେଡି ବିନୟନି ଜେନା
ୱାର୍ଡ ୫୨- ବିଜେଡି ଶ୍ରୀଧର ବେହେରା।
ୱାର୍ଡ ୫୩- ବିଜେଡି ମହାମାୟା ସ୍ୱାଇଁ
ୱାର୍ଡ ୫୪- ବିଜେଡି ଶିବ ପ୍ରସାଦ ବେହେରା
ୱାର୍ଡ ୫୫ ବିଜେଡି ନୃପେସ ନାୟକ।
ୱାର୍ଡ ୫୬ ବିଜେଡି କେ ଶାନ୍ତି।
ୱାର୍ଡ ୫୭- ବିଜେଡି ସନ୍ତୋଷ କୁମାର ସିଂ
ୱାର୍ଡ ୫୮- ସ୍ୱାଧୀନ ନମିତା ମହାପାତ୍ର
ୱାର୍ଡ ୫୯ ବିଜେଡି ବିରଞ୍ଜିନରାୟଣ ମହାସୁପକାର
ୱାର୍ଡ ୬୦- ସ୍ୱାଧୀନ ଚନ୍ଦ୍ର ଶେଖର ମାଲ୍ୟା।
ୱାର୍ଡ ୬୧- ବିଜେଡି ଶିବପ୍ରସାଦ ରାୟ
ୱାର୍ଡ ୬୨- ବିଜେଡି ଚାରୂଲତା ସାମନ୍ତରାୟ
ୱାର୍ଡ ୬୩- ବିଜେପି ସୁଜାତା ଛୋଟରାୟ।
ୱାର୍ଡ ୬୪- ବିଜେଡି ସକିବା ମୂଷାରପ
ୱାର୍ଡ ୬୫ ସ୍ୱାଧୀନ ରଶ୍ମିରେଖା ପାଟ ସାନି
ୱାର୍ଡ ୬୬- ବିଜେଡି ଛବି ଦାସ।
ୱାର୍ଡ ୬୭- ବିଜେପି ମଧୁସ୍ମିତା ପ୍ରଧାନ

 

26 Mar 2022 By The Sakala

ସୁଲୋଚନାଙ୍କ ମୁଣ୍ଡରେ ବିଜୟ ମୁକୁଟ, ୬୧ ହଜାର ୧୪୩ ଖଣ୍ଡ ଭୋଟରେ ହାସଲ କଲେ ବୃହତ ବିଜୟ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁନୀତି ମୁଣ୍ଡଙ୍କୁ ହରାଇଛନ୍ତି । ସୁଲୋଚନା ଦାସ ୧, ୭୪, ୫୬୨ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ୧, ୧୩, ୪୧୯ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମିଳିଲା ୧୧,୦୦୬ ଖଣ୍ଡ ଭୋଟ।

ଭୁବନେଶ୍ବର ମହାନଗର ନିଗମ ମେୟର ପଦବୀରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ବିଜୟୀ ହୋଇଛନ୍ତି। ସେହିପରି ଅଧିକାଂଶ ୱାର୍ଡରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୬୭ଟି ୱାର୍ଡରୁ ୪ଟିକୁ ଛାଡ଼ି ଦେଲେ ବାକି ସବୁର ଫଳାଫଳ ଆସିଯାଇଛି। ଆଉ ସେଥିରୁ ୪୫ଟିରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପିକୁ ମାତ୍ର ୧୦ଟି ଆସନ ମିଳିଛି। ସେହିପରି ୮ଟିରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନି।

ୱାର୍ଡ ୧- ବିଜେଡି ମିହିର ରାଉତ
ୱାର୍ଡ ୨- ବିଜେଡି ମୋନାଲିସା ବେହେରା
ୱାର୍ଡ ୩- ବିଜେପି ଲକ୍ଷ୍ମୀ ପ୍ରିୟା ପରିଡା।
ୱାର୍ଡ ୪- ବିଜେପି ସୁକୁମାର ସାହୁ
ୱାର୍ଡ ୫- ବିଜେଡି ମିନୁଶ୍ରୀ ଖୁଣ୍ଟିଆ
ୱାର୍ଡ ୬- ବିଜେଡି ପ୍ରୀତିନନ୍ଦା ରାଉତରାୟ
ୱାର୍ଡ ୭- ବିଜେପି ଜସୋଧରା ପ୍ରଧାନ
ୱାର୍ଡ ୮- ବିଜେଡି ଲାଲ ମୋହନ ଟୁଡୁ
ୱାର୍ଡ ୯- ସ୍ୱାଧୀନ ସସ୍ମିତା ସାହୁ।
ୱାର୍ଡ ୧୦- ବିଜେଡି ସେକ ନୁର ହାସନ।
ୱାର୍ଡ ୧୧- ବିଜେଡି ପ୍ରଭାସିନୀ ମହାନ୍ତି।
ୱାର୍ଡ ୧୨- ବିଜେଡି ଜୟନ୍ତୀ ସାହୁ
ୱାର୍ଡ ୧୩- ସ୍ୱାଧୀନ ଇତିଶ୍ରୀ ଦାସ
ୱାର୍ଡ ୧୪- ବିଜେଡି ମନୋଳିସା ସାହୁ।
ୱାର୍ଡ ୧୫- ସ୍ୱାଧୀନ ପିଙ୍କି ସ୍ୱାଇଁ
ୱାର୍ଡ ୧୬- ବିଜେଡି ଅଚ୍ୟୁତାନନ୍ଦ ସ୍ୱାଇଁ।
ୱାର୍ଡ ୧୭ – ବିଜେଡି ପୂଜା ମହାରଣା।
ୱାର୍ଡ ୧୮-
ୱାର୍ଡ ୧୯-
ୱାର୍ଡ ୨୦- ବିଜେଡି ପ୍ରେମାନନ୍ଦ ଜେନା
ୱାର୍ଡ ୨୧-
ୱାର୍ଡ ୨୨-
ୱାର୍ଡ ୨୩- ବିଜେଡି କିରଣ ଵାଲା ମାଝି
ୱାର୍ଡ ୨୪- ସ୍ୱାଧୀନ ଦୀପକ ମିଶ୍ର
ୱାର୍ଡ ୨୫- ବିଜେଡି ମାନସୀ ରାଣୀ ସୁନ୍ଦରାୟ।
ୱାର୍ଡ ୨୬ ବିଜେଡି ଭାରତୀ ସିଂ
ୱାର୍ଡ ୨୭- ବିଜେଡି ଶୁଭ୍ରଅସୁ ପଟ୍ଟନାୟକ
ୱାର୍ଡ ୨୮- ବିଜେଡି ଝରଣା ରାଣୀ ପତି।
ୱାର୍ଡ ୨୯- ବିଜେପି ଅପରୁପ ନାରାୟଣ ରାଉତ
ୱାର୍ଡ ୩୦ – ବିଜେଡି ରାଜକିଶୋର ଦାସ।
ୱାର୍ଡ ୩୧- ବିଜେଡି ରାଜା ମହାପାତ୍ର।
ୱାର୍ଡ ୩୨- ବିଜେଡି ଶ୍ରୀଧର ଜେନା।
ୱାର୍ଡ ୩୩- ବିଜେପି ଧରିତ୍ରୀ ଜେନା
ୱାର୍ଡ ୩୪- ବିଜେଡି ପୁଷ୍ପାଞ୍ଜଳି ସେଠୀ।
ୱାର୍ଡ ୩୫- ବିଜେଡି ରଞ୍ଜୁଲତା ରାୟ
ୱାର୍ଡ ୩୬- ବିଜେଡି ଅଲ୍ଲିଆଳି ମାଲିକ
ୱାର୍ଡ ୩୭ ସ୍ୱାଧୀନ ବନ୍ଦିତା ପାଲ
ୱାର୍ଡ ୩୮- ବିଜେଡି ପଦ୍ମଜା ପ୍ରିୟଦର୍ଶୀ ଜେନା
ୱାର୍ଡ ୩୯- ବିଜେପି ଗୀତାଞ୍ଜଳି ସାହୁ।
ୱାର୍ଡ ୪୦- ବିଜେଡି ଆସିୟା ବେଗମ
ୱାର୍ଡ ୪୧- ବିଜେଡି କବିତା ସ୍ୱାଇଁ
ୱାର୍ଡ ୪୨- ବିଜେଡି ଆଶିଷ କୁମାର ପଟ୍ଟନାୟକ।
ୱାର୍ଡ ୪୩- ବିଜେଡି ଭରତ କୁମାର ଲେଙ୍କା।
ୱାର୍ଡ ୪୪- ବିଜେଡି ଅଜିତ ବେହେରା
ୱାର୍ଡ ୪୫- ବିଜେଡି ଅମରେଶ ଜେନା
ୱାର୍ଡ ୪୬- ସ୍ୱାଧୀନ ପୁଷ୍ପିତା ରାଉତ।
ୱାର୍ଡ ୪୭- ବିଜେଡି ସମିତା ମହାନ୍ତି
ୱାର୍ଡ ୪୮- ବିଜେପି ସୁଚିତ୍ରା ପାତ୍ର
ୱାର୍ଡ ୪୯- ବିଜେଡି ପୁଷ୍ପିତା ପଟ୍ଟନାୟକ।
ୱାର୍ଡ ୫୦- ବିଜେଡି ରାମଚନ୍ଦ୍ର ରଣସିଂହ
ୱାର୍ଡ ୫୧- ବିଜେଡି ବିନୟନି ଜେନା
ୱାର୍ଡ ୫୨- ବିଜେଡି ଶ୍ରୀଧର ବେହେରା।
ୱାର୍ଡ ୫୩- ବିଜେଡି ମହାମାୟା ସ୍ୱାଇଁ
ୱାର୍ଡ ୫୪- ବିଜେଡି ଶିବ ପ୍ରସାଦ ବେହେରା
ୱାର୍ଡ ୫୫ ବିଜେଡି ନୃପେସ ନାୟକ।
ୱାର୍ଡ ୫୬ ବିଜେଡି କେ ଶାନ୍ତି।
ୱାର୍ଡ ୫୭- ବିଜେଡି ସନ୍ତୋଷ କୁମାର ସିଂ
ୱାର୍ଡ ୫୮- ସ୍ୱାଧୀନ ନମିତା ମହାପାତ୍ର
ୱାର୍ଡ ୫୯ ବିଜେଡି ବିରଞ୍ଜିନରାୟଣ ମହାସୁପକାର
ୱାର୍ଡ ୬୦- ସ୍ୱାଧୀନ ଚନ୍ଦ୍ର ଶେଖର ମାଲ୍ୟା।
ୱାର୍ଡ ୬୧- ବିଜେଡି ଶିବପ୍ରସାଦ ରାୟ
ୱାର୍ଡ ୬୨- ବିଜେଡି ଚାରୂଲତା ସାମନ୍ତରାୟ
ୱାର୍ଡ ୬୩- ବିଜେପି ସୁଜାତା ଛୋଟରାୟ।
ୱାର୍ଡ ୬୪- ବିଜେଡି ସକିବା ମୂଷାରପ
ୱାର୍ଡ ୬୫ ସ୍ୱାଧୀନ ରଶ୍ମିରେଖା ପାଟ ସାନି
ୱାର୍ଡ ୬୬- ବିଜେଡି ଛବି ଦାସ।
ୱାର୍ଡ ୬୭- ବିଜେପି ମଧୁସ୍ମିତା ପ୍ରଧାନ

 

https://www.thesakala.in/latest-odisha-news/bjd-candidate-sulochana-das-has-won-the-post-of-mayor-of-bhubaneswar/article-10264
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର