ୱାକ୍‌ଫ ସଂଶୋଧନ ବିଲ୍: ରାଜ୍ୟସଭାରେ ହୁଇପ ଜାରି କରି ନାହିଁ ବିଜେଡି

The Sakala Picture
Published On

ଭୁବନେଶ୍ବର: ୱାକଫ ବିଲ ନେଇ ରାଜ୍ୟସଭାରେ ହୁଇପ ଜାରି କରି ନାହିଁ ବିଜୁ ଜନତା ଦଳ । ଏନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, ଧର୍ମନିରପେକ୍ଷତା ଓ ଅନ୍ତର୍ଭୁକ୍ତିକରଣ ନୀତିକୁ ବିଜୁ ଜନତା ଦଳ ଗୁରୁତ୍ବ ଦେଉଛି । ସମସ୍ତ ସମ୍ପ୍ରଦାୟର ଅଧିକାରର ସୁରକ୍ଷାକୁ ଦଳ ପ୍ରାଧାନ୍ୟ ଦେଉଛି । ଏହାସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାବନାକୁ ଦଳ ସର୍ବଦା ସମ୍ମାନ ଦେଇଥାଏ । ୱାକଫ ସଂଶୋଧନ ବିଲ-୨୦୨୪ ପ୍ରସଙ୍ଗରେ […]

ଭୁବନେଶ୍ବର: ୱାକଫ ବିଲ ନେଇ ରାଜ୍ୟସଭାରେ ହୁଇପ ଜାରି କରି ନାହିଁ ବିଜୁ ଜନତା ଦଳ । ଏନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, ଧର୍ମନିରପେକ୍ଷତା ଓ ଅନ୍ତର୍ଭୁକ୍ତିକରଣ ନୀତିକୁ ବିଜୁ ଜନତା ଦଳ ଗୁରୁତ୍ବ ଦେଉଛି । ସମସ୍ତ ସମ୍ପ୍ରଦାୟର ଅଧିକାରର ସୁରକ୍ଷାକୁ ଦଳ ପ୍ରାଧାନ୍ୟ ଦେଉଛି । ଏହାସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାବନାକୁ ଦଳ ସର୍ବଦା ସମ୍ମାନ ଦେଇଥାଏ ।

ଆହୁରି ପଢ଼ନ୍ତୁ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଶିକ୍ଷକ ପଦୋନ୍ନତି ଦୁର୍ନୀତି ମାମଲା: ପଦୋନ୍ନତି ତାଲିକା ବାତିଲ ଓ ନିର୍ଦ୍ଦେଶକଙ୍କ ନିଲମ୍ୱନ ଦାବି କଲା ବିଜେଡି

ୱାକଫ ସଂଶୋଧନ ବିଲ-୨୦୨୪ ପ୍ରସଙ୍ଗରେ ସେ କହିଛନ୍ତି, ଏହି ସବୁ ବିଷୟକୁ ଗୁରୁତ୍ବର ସହ ବିଚାର କରି ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଛି । ସମସ୍ତ ସମ୍ପ୍ରଦାୟକୁ ନ୍ୟାୟ, ସଂହତି ଓ ଅଧିକାର ପ୍ରସଙ୍ଗରେ ଦଳର ରାଜ୍ୟସଭା ସାଂସଦମାନଙ୍କ ଦାୟିତ୍ବବୋଧ ଓ ଅନ୍ତର ଅଭିବ୍ୟକ୍ତି ଉପରେ ନ୍ୟସ୍ତ କରାଯାଇଛି । ବିଲ୍ ପ୍ରସଙ୍ଗରେ ଭୋଟ ନେଇ ଦଳ ପକ୍ଷରୁ ହୁଇପ ଜାରି କରାଯାଇନାହିଁ ।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

03 Apr 2025 By The Sakala

ୱାକ୍‌ଫ ସଂଶୋଧନ ବିଲ୍: ରାଜ୍ୟସଭାରେ ହୁଇପ ଜାରି କରି ନାହିଁ ବିଜେଡି

ଭୁବନେଶ୍ବର: ୱାକଫ ବିଲ ନେଇ ରାଜ୍ୟସଭାରେ ହୁଇପ ଜାରି କରି ନାହିଁ ବିଜୁ ଜନତା ଦଳ । ଏନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, ଧର୍ମନିରପେକ୍ଷତା ଓ ଅନ୍ତର୍ଭୁକ୍ତିକରଣ ନୀତିକୁ ବିଜୁ ଜନତା ଦଳ ଗୁରୁତ୍ବ ଦେଉଛି । ସମସ୍ତ ସମ୍ପ୍ରଦାୟର ଅଧିକାରର ସୁରକ୍ଷାକୁ ଦଳ ପ୍ରାଧାନ୍ୟ ଦେଉଛି । ଏହାସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାବନାକୁ ଦଳ ସର୍ବଦା ସମ୍ମାନ ଦେଇଥାଏ ।

ୱାକଫ ସଂଶୋଧନ ବିଲ-୨୦୨୪ ପ୍ରସଙ୍ଗରେ ସେ କହିଛନ୍ତି, ଏହି ସବୁ ବିଷୟକୁ ଗୁରୁତ୍ବର ସହ ବିଚାର କରି ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଛି । ସମସ୍ତ ସମ୍ପ୍ରଦାୟକୁ ନ୍ୟାୟ, ସଂହତି ଓ ଅଧିକାର ପ୍ରସଙ୍ଗରେ ଦଳର ରାଜ୍ୟସଭା ସାଂସଦମାନଙ୍କ ଦାୟିତ୍ବବୋଧ ଓ ଅନ୍ତର ଅଭିବ୍ୟକ୍ତି ଉପରେ ନ୍ୟସ୍ତ କରାଯାଇଛି । ବିଲ୍ ପ୍ରସଙ୍ଗରେ ଭୋଟ ନେଇ ଦଳ ପକ୍ଷରୁ ହୁଇପ ଜାରି କରାଯାଇନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର