ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବଢିବନି ବିଜୁଳି ଦର

The Sakala Picture
Published On

ଭୁବନେଶ୍ବର: ଗ୍ରାହକକୁ ବଡ଼ ଆଶ୍ବସ୍ତି । ରାଜ୍ୟରେ ବଢିବନି ବିଜୁଳି ଦର । ଏ ନେଇ OERC ସ୍ପଷ୍ଟ କରିଛି। ବିଦ୍ୟୁତ ଉତ୍ପାଦନକାରୀ, ଆବଣ୍ଟନକାରୀ, ଉପଭୋକ୍ତାଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇ ଓଇଆରସି । ୨୦୨୩- ୨୪  ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବଢ଼ିବନି ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରହିବ। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଛି। ଏଥିସହ […]

ଭୁବନେଶ୍ବର: ଗ୍ରାହକକୁ ବଡ଼ ଆଶ୍ବସ୍ତି । ରାଜ୍ୟରେ ବଢିବନି ବିଜୁଳି ଦର । ଏ ନେଇ OERC ସ୍ପଷ୍ଟ କରିଛି। ବିଦ୍ୟୁତ ଉତ୍ପାଦନକାରୀ, ଆବଣ୍ଟନକାରୀ, ଉପଭୋକ୍ତାଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇ ଓଇଆରସି । ୨୦୨୩- ୨୪  ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବଢ଼ିବନି ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରହିବ। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଛି। ଏଥିସହ ଚାଷୀଙ୍କୁ ରିହାତିରେ ବିଜୁଳି ମିଳିବ। ଶୀତଳଭଣ୍ଡାର ପାଇଁ ଟ.୧.୬୦ ପଇସା ରିହାତି ରଖାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

23 Mar 2023 By The Sakala

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବଢିବନି ବିଜୁଳି ଦର

ଭୁବନେଶ୍ବର: ଗ୍ରାହକକୁ ବଡ଼ ଆଶ୍ବସ୍ତି । ରାଜ୍ୟରେ ବଢିବନି ବିଜୁଳି ଦର । ଏ ନେଇ OERC ସ୍ପଷ୍ଟ କରିଛି। ବିଦ୍ୟୁତ ଉତ୍ପାଦନକାରୀ, ଆବଣ୍ଟନକାରୀ, ଉପଭୋକ୍ତାଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇ ଓଇଆରସି । ୨୦୨୩- ୨୪  ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବଢ଼ିବନି ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରହିବ। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଛି। ଏଥିସହ ଚାଷୀଙ୍କୁ ରିହାତିରେ ବିଜୁଳି ମିଳିବ। ଶୀତଳଭଣ୍ଡାର ପାଇଁ ଟ.୧.୬୦ ପଇସା ରିହାତି ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର