ପ୍ରଚଣ୍ଡ ଘଡଘଡି ମାରିବାରୁ ଖସିପଡ଼ିଲା ଭୁବନେଶ୍ବର ରାମେଶ୍ବର ମନ୍ଦିରର ଦଧିନଉତି

The Sakala Picture
Published On

ଭୁବନେଶ୍ବର: ଘଡଘଡି ଓ ବିଜୁଳି ଶବ୍ଦରେ ଖସିଲା ମନ୍ଦିରର ଦଧିନଉତି । ପ୍ରଚଣ୍ଡ ଘଡଘଡି ମାରିବାରୁ ଭୁବନେଶ୍ବରର ରଥରୋଡ୍‌ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ସେବାୟତମାନେ ମନ୍ଦିର ଭିତରେ ଥିବା ବେଳେ ସକାଳ ୯ଟାରୁ ୧୦ଟା ଭିତରେ ହଠାତ ଭୀଷଣ ଶବ୍ଦ ଶୁଭିଥିଲା । ପରେ ଦେଖିବାବେଳେ ମନ୍ଦିରର ଦଧିନଉତି ଭାଙ୍ଗି ତଳେ ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏହା […]

ଭୁବନେଶ୍ବର: ଘଡଘଡି ଓ ବିଜୁଳି ଶବ୍ଦରେ ଖସିଲା ମନ୍ଦିରର ଦଧିନଉତି । ପ୍ରଚଣ୍ଡ ଘଡଘଡି ମାରିବାରୁ ଭୁବନେଶ୍ବରର ରଥରୋଡ୍‌ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ସେବାୟତମାନେ ମନ୍ଦିର ଭିତରେ ଥିବା ବେଳେ ସକାଳ ୯ଟାରୁ ୧୦ଟା ଭିତରେ ହଠାତ ଭୀଷଣ ଶବ୍ଦ ଶୁଭିଥିଲା । ପରେ ଦେଖିବାବେଳେ ମନ୍ଦିରର ଦଧିନଉତି ଭାଙ୍ଗି ତଳେ ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏହା ଦେଖି ଭୟଭୀତ ହୋଇପଡିଥିଲେ । ୬୦ ଫୁଟ ତଳକୁ ଖସିପଡିଛି ଦଧିନଉତି । ମନ୍ଦିରରେ କୌଣସି ଫାଟ ଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

15 Jul 2023 By The Sakala

ପ୍ରଚଣ୍ଡ ଘଡଘଡି ମାରିବାରୁ ଖସିପଡ଼ିଲା ଭୁବନେଶ୍ବର ରାମେଶ୍ବର ମନ୍ଦିରର ଦଧିନଉତି

ଭୁବନେଶ୍ବର: ଘଡଘଡି ଓ ବିଜୁଳି ଶବ୍ଦରେ ଖସିଲା ମନ୍ଦିରର ଦଧିନଉତି । ପ୍ରଚଣ୍ଡ ଘଡଘଡି ମାରିବାରୁ ଭୁବନେଶ୍ବରର ରଥରୋଡ୍‌ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ସେବାୟତମାନେ ମନ୍ଦିର ଭିତରେ ଥିବା ବେଳେ ସକାଳ ୯ଟାରୁ ୧୦ଟା ଭିତରେ ହଠାତ ଭୀଷଣ ଶବ୍ଦ ଶୁଭିଥିଲା । ପରେ ଦେଖିବାବେଳେ ମନ୍ଦିରର ଦଧିନଉତି ଭାଙ୍ଗି ତଳେ ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏହା ଦେଖି ଭୟଭୀତ ହୋଇପଡିଥିଲେ । ୬୦ ଫୁଟ ତଳକୁ ଖସିପଡିଛି ଦଧିନଉତି । ମନ୍ଦିରରେ କୌଣସି ଫାଟ ଥିବା ଅନୁମାନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର