ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

The Sakala Picture
Published On

ଭଦ୍ରକ: ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଅକାଳରେ ଚାଲିଗଲା ୨୫ ବର୍ଷ ଯୁବକର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନ ଚଡଦିଆ ପଞ୍ଚାୟତ ହରିସପୁର ଗ୍ରାମରେ। ସୂଚନାଯୋଗ୍ୟ ଧାମରା କରଂଜମାଳ ଗ୍ରାମର ଗୌରାଙ୍ଗ ମାଝୀଙ୍କ ପୁଅ ଚନ୍ଦନ ମାଝୀ କିଛି ଦିନ ପୂର୍ବରୁ ଚଡଦିଆ ଗ୍ରାମରେ ଥିବା ତାର ମାଉସି ଘରକୁ ବୁଲିବାକୁ ଆସିଥିଲେ। କିନ୍ତୁ ଆଜି ସକାଳେ ଗାଁ ପାଖକୁ ବୁଲିବାକୁ ଯାଇଥିଲେ, ହଠାତ ବିଦ୍ୟୁତ […]

ଭଦ୍ରକ: ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଅକାଳରେ ଚାଲିଗଲା ୨୫ ବର୍ଷ ଯୁବକର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନ ଚଡଦିଆ ପଞ୍ଚାୟତ ହରିସପୁର ଗ୍ରାମରେ।

ସୂଚନାଯୋଗ୍ୟ ଧାମରା କରଂଜମାଳ ଗ୍ରାମର ଗୌରାଙ୍ଗ ମାଝୀଙ୍କ ପୁଅ ଚନ୍ଦନ ମାଝୀ କିଛି ଦିନ ପୂର୍ବରୁ ଚଡଦିଆ ଗ୍ରାମରେ ଥିବା ତାର ମାଉସି ଘରକୁ ବୁଲିବାକୁ ଆସିଥିଲେ। କିନ୍ତୁ ଆଜି ସକାଳେ ଗାଁ ପାଖକୁ ବୁଲିବାକୁ ଯାଇଥିଲେ, ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡିଛି। ଦୀର୍ଘ ଦିନ ଧରି ବିଦ୍ୟୁତ ତାର ଓହଳି ରହିଥିଲେ ମଧ୍ୟ ବିଦ୍ୟୁତ କର୍ମଚାରୀଙ୍କ ନଜର ପଡିନଥିଲା ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଶୁଣିନଥିଲେ କର୍ମଚାରୀ ତେବେ ବାତ୍ୟା ୟସକୁ ଗୋଟେ ମାସ ବିତିଯାଇଥିଲେବି ଏବେବି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇରହିଛି ବିଦ୍ୟୁତ ବିଭାଗ । ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁ ଏଭଳି ଘଟଣା ଘଟିଥିବା ବେଳେ ଉକ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବିକରିଛନ୍ତି।

27 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର