ସାଳନ୍ଦୀ ନଦୀରେ ସୃଷ୍ଟି ହେଲା ୨ଟି ଘାଇ, ଅନେକ ଗାଁ ଜଳମଗ୍ନ

The Sakala Picture
Published On

ଭଦ୍ରକ: ସାଳନ୍ଦୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ । ତିହିଡି ବ୍ଲକ ଅଧିନସ୍ଥ ତଳ ଗୋପବିନ୍ଧା ପଞ୍ଚାୟତରେ ପଦା ସାହିରେ ସାଳନ୍ଦୀ ନଦୀବନ୍ଧରେ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି । ଦୋମଣୀ ମାହାରା ପାଖରେ ୧୫ ଫୁଟର ଆଉ ଏକ ଘାଇ ସୃଷ୍ଟି ହୋଇଛି । ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି । ଏହି ଘାଇରେ ପ୍ରବଳ ବନ୍ୟାଜଳ ସ୍ରୋତ ଲାଗି ରହିଛି । ଏହି ଘାଇ […]

ଭଦ୍ରକ: ସାଳନ୍ଦୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ । ତିହିଡି ବ୍ଲକ ଅଧିନସ୍ଥ ତଳ ଗୋପବିନ୍ଧା ପଞ୍ଚାୟତରେ ପଦା ସାହିରେ ସାଳନ୍ଦୀ ନଦୀବନ୍ଧରେ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି । ଦୋମଣୀ ମାହାରା ପାଖରେ ୧୫ ଫୁଟର ଆଉ ଏକ ଘାଇ ସୃଷ୍ଟି ହୋଇଛି । ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି । ଏହି ଘାଇରେ ପ୍ରବଳ ବନ୍ୟାଜଳ ସ୍ରୋତ ଲାଗି ରହିଛି । ଏହି ଘାଇ ସୃଷ୍ଟି ହେବା ଦ୍ୱାରା ଅନେକ ଗାଁ ଏବେ ଜଳମଗ୍ନ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

05 Aug 2023 By The Sakala

ସାଳନ୍ଦୀ ନଦୀରେ ସୃଷ୍ଟି ହେଲା ୨ଟି ଘାଇ, ଅନେକ ଗାଁ ଜଳମଗ୍ନ

ଭଦ୍ରକ: ସାଳନ୍ଦୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ । ତିହିଡି ବ୍ଲକ ଅଧିନସ୍ଥ ତଳ ଗୋପବିନ୍ଧା ପଞ୍ଚାୟତରେ ପଦା ସାହିରେ ସାଳନ୍ଦୀ ନଦୀବନ୍ଧରେ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି । ଦୋମଣୀ ମାହାରା ପାଖରେ ୧୫ ଫୁଟର ଆଉ ଏକ ଘାଇ ସୃଷ୍ଟି ହୋଇଛି । ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି । ଏହି ଘାଇରେ ପ୍ରବଳ ବନ୍ୟାଜଳ ସ୍ରୋତ ଲାଗି ରହିଛି । ଏହି ଘାଇ ସୃଷ୍ଟି ହେବା ଦ୍ୱାରା ଅନେକ ଗାଁ ଏବେ ଜଳମଗ୍ନ ।

https://www.thesakala.in/latest-odisha-news/bhadrak/two-ghai-in-salandi-river-flood-water-enter-in-many-villages/article-24156
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର