ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ଲାଗି ତାରିଖ ଘୋଷଣା

The Sakala Picture
Published On

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ୍‌ ୫ ତାରିଖରେ ଏହି ଏନ୍‌ଏସିର ବୁଥ୍‌ ନମ୍ବର ୩ (ୱାର୍ଡ ନମ୍ବର ୨), ବୁଥ୍‌ ନମ୍ବର ୮,୯ (ୱାର୍ଡ ନମ୍ବର ୫), ବୁଥ୍ ନମ୍ବର ୧୬ (ୱାର୍ଡ ନମ୍ବର ୯) ଓ ବୁଥ୍ ନମ୍ବର ୧୭, ୧୮ (ୱାର୍ଡ ନମ୍ବର ୧୦)ରେ ଭୋଟ୍ ଗ୍ରହଣ କରାଯିବ। ସକାଳ ୧୦ଟାରୁ ଅପରାହ୍ନ […]

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ୍‌ ୫ ତାରିଖରେ ଏହି ଏନ୍‌ଏସିର ବୁଥ୍‌ ନମ୍ବର ୩ (ୱାର୍ଡ ନମ୍ବର ୨), ବୁଥ୍‌ ନମ୍ବର ୮,୯ (ୱାର୍ଡ ନମ୍ବର ୫), ବୁଥ୍ ନମ୍ବର ୧୬ (ୱାର୍ଡ ନମ୍ବର ୯) ଓ ବୁଥ୍ ନମ୍ବର ୧୭, ୧୮ (ୱାର୍ଡ ନମ୍ବର ୧୦)ରେ ଭୋଟ୍ ଗ୍ରହଣ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ଯନ୍ତ ଭୋଟ୍ ଗ୍ରହଣ କରାଯିବ। ଏହା ପରେ ୬ ତାରିଖରେ ଭୋଟ୍ ଗଣତି ହେବ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ସମସ୍ତ ମ୍ୟୁନିସିପାଲିଟି ଓ ଏନ୍‌ଏସି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧାମନଗର ଏନ୍‌ଏସିର ଏହି ସବୁ ବୁଥ୍‌ରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା କାରଣରୁ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ତେଣୁ ୨୫ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଧାମନଗର ଏନ୍‌ଏସିର ସମସ୍ତ ୱାର୍ଡର କାଉନ୍‌ସିଲର ଓ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଗଣତିକୁ ବାତିଲ କରି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

30 Mar 2022 By The Sakala

ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ଲାଗି ତାରିଖ ଘୋଷଣା

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ୍‌ ୫ ତାରିଖରେ ଏହି ଏନ୍‌ଏସିର ବୁଥ୍‌ ନମ୍ବର ୩ (ୱାର୍ଡ ନମ୍ବର ୨), ବୁଥ୍‌ ନମ୍ବର ୮,୯ (ୱାର୍ଡ ନମ୍ବର ୫), ବୁଥ୍ ନମ୍ବର ୧୬ (ୱାର୍ଡ ନମ୍ବର ୯) ଓ ବୁଥ୍ ନମ୍ବର ୧୭, ୧୮ (ୱାର୍ଡ ନମ୍ବର ୧୦)ରେ ଭୋଟ୍ ଗ୍ରହଣ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ଯନ୍ତ ଭୋଟ୍ ଗ୍ରହଣ କରାଯିବ। ଏହା ପରେ ୬ ତାରିଖରେ ଭୋଟ୍ ଗଣତି ହେବ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ସମସ୍ତ ମ୍ୟୁନିସିପାଲିଟି ଓ ଏନ୍‌ଏସି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧାମନଗର ଏନ୍‌ଏସିର ଏହି ସବୁ ବୁଥ୍‌ରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା କାରଣରୁ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ତେଣୁ ୨୫ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଧାମନଗର ଏନ୍‌ଏସିର ସମସ୍ତ ୱାର୍ଡର କାଉନ୍‌ସିଲର ଓ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଗଣତିକୁ ବାତିଲ କରି ଦେଇଥିଲେ।

https://www.thesakala.in/latest-odisha-news/bhadrak/the-date-for-the-re-election-has-been-announced-at-four-booths-in-dhamnagar-nac-bhadrak-district/article-10383
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର