ଭଦ୍ରକ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ, ଜଗନ୍ନାଥ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ

The Sakala Picture
Published On

ଭୁବନେଶ୍ବର: ଆଜି ଭଦ୍ରକ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି। ଜଗନ୍ନାଥ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି। ୧୩ ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି। ସେହିପରି ୨୮ ଜଣଙ୍କୁ ସାଧାରଣ ସମ୍ପାଦକ, ୨୪ ଜଣଙ୍କୁ ସମ୍ପାଦକ ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ୭ ବ୍ଲକର ୭ ଜଣ ସଭାପତିଙ୍କୁ ନିଯୁକ୍ତ କରାଯାଇଛି।  ୪ ପୌରପରିଷଦରେ ୪ ଜଣଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲା କୋଷାଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ ପଣ୍ଡାଙ୍କୁ ଦିଆଯାଇଛି। ଏ ନେଇ ବିଜେଡି ସାଧାରଣ […]

ଭୁବନେଶ୍ବର: ଆଜି ଭଦ୍ରକ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି। ଜଗନ୍ନାଥ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି। ୧୩ ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି। ସେହିପରି ୨୮ ଜଣଙ୍କୁ ସାଧାରଣ ସମ୍ପାଦକ, ୨୪ ଜଣଙ୍କୁ ସମ୍ପାଦକ ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ୭ ବ୍ଲକର ୭ ଜଣ ସଭାପତିଙ୍କୁ ନିଯୁକ୍ତ କରାଯାଇଛି।  ୪ ପୌରପରିଷଦରେ ୪ ଜଣଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲା କୋଷାଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ ପଣ୍ଡାଙ୍କୁ ଦିଆଯାଇଛି। ଏ ନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

[wp-embedder-pack width=”100%” height=”400px” download=”all” download-text=”” attachment_id=”90733″ /]

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

10 Jul 2023 By The Sakala

ଭଦ୍ରକ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ, ଜଗନ୍ନାଥ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ

ଭୁବନେଶ୍ବର: ଆଜି ଭଦ୍ରକ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି। ଜଗନ୍ନାଥ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି। ୧୩ ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି। ସେହିପରି ୨୮ ଜଣଙ୍କୁ ସାଧାରଣ ସମ୍ପାଦକ, ୨୪ ଜଣଙ୍କୁ ସମ୍ପାଦକ ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ୭ ବ୍ଲକର ୭ ଜଣ ସଭାପତିଙ୍କୁ ନିଯୁକ୍ତ କରାଯାଇଛି।  ୪ ପୌରପରିଷଦରେ ୪ ଜଣଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲା କୋଷାଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ ପଣ୍ଡାଙ୍କୁ ଦିଆଯାଇଛି। ଏ ନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର