ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ଭଳି ପୋଷ୍ଟ ନ କରିବାକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଭଦ୍ରକ ପୋଲିସର ଅପିଲ୍

Madhusudan Das Picture
Published On

ଭଦ୍ରକ: ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଭଦ୍ରକ ପୋଲିସର ନିବେଦନ । ସାମ୍ପ୍ରଦାୟିକ ସଦଭାବନା ଓ ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ଭଳି ପୋଷ୍ଟ ନ କରିବାକୁ ଅପିଲ୍ । କୌଣସି ଫଟୋ, ଅଡିଓ କିମ୍ବା ଭିଡିଓ ସେୟାର ନ କରିବାକୁ ଅପିଲ୍ କରିଛି ଭଦ୍ରକ ପୋଲିସ । ଏଭଳି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି ପୋଲିସ । ଯଦି କେହି ଏପରି କରିବ, ତାହାଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ । ଏଭଳି ବ୍ୟକ୍ତିଙ୍କ ଉପରେ ଜିଲ୍ଲା ପୁଲିସ ନଜର ରଖିଛି । ଏଭଳି ମନ୍ତବ୍ୟ କାହା ନଜରକୁ ଆସିଲେ ଜିଲ୍ଲା ପୁଲିସକୁ ଜଣାଇବାକୁ କୁହାଯାଇଛି । ଏଥିପାଇଁ ଫୋନ ନମ୍ବର ୮୪୮୦୬୯୩୭୯୧ ଜାରି କରାଯାଇଛି । 

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Bhadrak Police

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର