ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ

The Sakala Picture
Published On

ଆରଡି : ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ। କୋଠାର ପଞ୍ଚାୟତର ବିଜେପି ଦଳର ବରିଷ୍ଠନେତା ତଥା ପୂର୍ବତନ ସରପଞ୍ଚ ନିମାଇଁ ନାୟକଙ୍କ ସହ ଶତାଧିକ କର୍ମୀ ବିଜେଡିର ଯୋଗଦାନ। ଏହି ମିଶ୍ରଣପର୍ବରେ ଧର୍ମଶାଳା ବିଧାୟକ ତଥା ଜିଲା ପର୍ଯ୍ଯବେକ୍ଷକ ପ୍ରଣବବଳବନ୍ତ ରାୟ, ଭଦ୍ରକ ବିଧାୟକ ସଂଞିବ ମଲିକ ପ୍ରମୁଖ ଉପସ୍ଥିତଥିଲେ। ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କ ତଥା ବିଜେଡିଦଳର ସୁପ୍ରିମ ନବୀନ ପଟନାୟକଙ୍କ ଲୋକାଭିମୁଖି କାର୍ଯ୍ଯ ଓ ତାଙ୍କର ଲୋକପ୍ରିୟତାକୁ ନେଇ ବିଜେପି ଦଳର ପୂର୍ବତନ ସରପଞ୍ଚଙ୍କ […]

ଆରଡି : ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ। କୋଠାର ପଞ୍ଚାୟତର ବିଜେପି ଦଳର ବରିଷ୍ଠନେତା ତଥା ପୂର୍ବତନ ସରପଞ୍ଚ ନିମାଇଁ ନାୟକଙ୍କ ସହ ଶତାଧିକ କର୍ମୀ ବିଜେଡିର ଯୋଗଦାନ। ଏହି ମିଶ୍ରଣପର୍ବରେ ଧର୍ମଶାଳା ବିଧାୟକ ତଥା ଜିଲା ପର୍ଯ୍ଯବେକ୍ଷକ ପ୍ରଣବବଳବନ୍ତ ରାୟ, ଭଦ୍ରକ ବିଧାୟକ ସଂଞିବ ମଲିକ ପ୍ରମୁଖ ଉପସ୍ଥିତଥିଲେ। ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କ ତଥା ବିଜେଡିଦଳର ସୁପ୍ରିମ ନବୀନ ପଟନାୟକଙ୍କ ଲୋକାଭିମୁଖି କାର୍ଯ୍ଯ ଓ ତାଙ୍କର ଲୋକପ୍ରିୟତାକୁ ନେଇ ବିଜେପି ଦଳର ପୂର୍ବତନ ସରପଞ୍ଚଙ୍କ ସହ ଛାମୁଆ ନେତା ବିଜେଡିରେ ଯୋଗଦାନ କରିଛନ୍ତି। ବିଧାୟକ ପୁଷ୍ପଗୁଚ୍ଛ ଓ ଦଳୀୟ ଓତରୀୟ ଦେଇ ସ୍ବାଗତ କରିଥିଲେ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

20 Oct 2022 By The Sakala

ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ

ଆରଡି : ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ। କୋଠାର ପଞ୍ଚାୟତର ବିଜେପି ଦଳର ବରିଷ୍ଠନେତା ତଥା ପୂର୍ବତନ ସରପଞ୍ଚ ନିମାଇଁ ନାୟକଙ୍କ ସହ ଶତାଧିକ କର୍ମୀ ବିଜେଡିର ଯୋଗଦାନ। ଏହି ମିଶ୍ରଣପର୍ବରେ ଧର୍ମଶାଳା ବିଧାୟକ ତଥା ଜିଲା ପର୍ଯ୍ଯବେକ୍ଷକ ପ୍ରଣବବଳବନ୍ତ ରାୟ, ଭଦ୍ରକ ବିଧାୟକ ସଂଞିବ ମଲିକ ପ୍ରମୁଖ ଉପସ୍ଥିତଥିଲେ। ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କ ତଥା ବିଜେଡିଦଳର ସୁପ୍ରିମ ନବୀନ ପଟନାୟକଙ୍କ ଲୋକାଭିମୁଖି କାର୍ଯ୍ଯ ଓ ତାଙ୍କର ଲୋକପ୍ରିୟତାକୁ ନେଇ ବିଜେପି ଦଳର ପୂର୍ବତନ ସରପଞ୍ଚଙ୍କ ସହ ଛାମୁଆ ନେତା ବିଜେଡିରେ ଯୋଗଦାନ କରିଛନ୍ତି। ବିଧାୟକ ପୁଷ୍ପଗୁଚ୍ଛ ଓ ଦଳୀୟ ଓତରୀୟ ଦେଇ ସ୍ବାଗତ କରିଥିଲେ।

https://www.thesakala.in/latest-odisha-news/bhadrak/before-the-dhamnagar-referendum-bjds-strength-is-increasing/article-15887
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର