ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାଜପୁର ବୈତରଣୀ ରୋଡ୍‌ ନିକଟରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

The Sakala Picture
Published On

ଭଦ୍ରକ: କାଳବୈଶାଖୀ ଯୋଗୁଁ ଅଧାବାଟରେ ଅଟକିଲା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଭଦ୍ରକ ମଞ୍ଜୁରୀ ରୋଡରେ ଟ୍ରେନ ଅଟକିଯିବାରୁ ଯାତ୍ରୀ ହୋଇଛନ୍ତି ହନ୍ତସନ୍ତ। ଦୀର୍ଘ ସମୟ ଧରି ଟ୍ରେନ ଅଟକିବା ସହ ମୁଖ୍ୟଦ୍ବାର, ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନାହିଁ। ଫଳରେ ଯାତ୍ରୀ ମାନେ ଅଣନିଶ୍ବାସୀ ହେବା ସହ ଆତଙ୍କିତ ହୋଇପଡିଛନ୍ତି। ସୂଚନା ଅନୁସାରେ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ଅପରାହ୍‌ଣ ୧ଟା ୫୦ରେ […]

ଭଦ୍ରକ: କାଳବୈଶାଖୀ ଯୋଗୁଁ ଅଧାବାଟରେ ଅଟକିଲା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଭଦ୍ରକ ମଞ୍ଜୁରୀ ରୋଡରେ ଟ୍ରେନ ଅଟକିଯିବାରୁ ଯାତ୍ରୀ ହୋଇଛନ୍ତି ହନ୍ତସନ୍ତ। ଦୀର୍ଘ ସମୟ ଧରି ଟ୍ରେନ ଅଟକିବା ସହ ମୁଖ୍ୟଦ୍ବାର, ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନାହିଁ। ଫଳରେ ଯାତ୍ରୀ ମାନେ ଅଣନିଶ୍ବାସୀ ହେବା ସହ ଆତଙ୍କିତ ହୋଇପଡିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସୂଚନା ଅନୁସାରେ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ଅପରାହ୍‌ଣ ୧ଟା ୫୦ରେ ବାହାରିଥିଲା। ଏହା ଯାଜପୁରରୋଡରେ ୪ଟା ୩୦ରେ ପହଞ୍ଚିଥିଲା। ଏଠାରୁ ହାଓଡ଼ା ଅଭିମୁଖେ ଯିବା ସମୟରେ ଅପରାହ୍‌ଣ ୪ଟା ୩୫ରେ କାଳବୈଶାଖୀର ସାମ୍ନା କରିଥିଲା। ଏହି ସମୟରେ ଟ୍ରେନ୍‌ଟି ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ରେ ପହଞ୍ଚିଥିଲା। କାଳବୈଶାଖୀ ଯୋଗୁଁ ଟ୍ରେନ୍‌ର କାଚ ଭାଙ୍ଗିଥିବା ଯାତ୍ରୀମାନ‌େ ଗଣମାଧ୍ୟମକୁ କହିଛନ୍ତି। ତେବେ ସ୍ବାଭାବିକ ଅବସ୍ଥା ଆଣିବା ପାଇଁ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

21 May 2023 By The Sakala

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାଜପୁର ବୈତରଣୀ ରୋଡ୍‌ ନିକଟରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭଦ୍ରକ: କାଳବୈଶାଖୀ ଯୋଗୁଁ ଅଧାବାଟରେ ଅଟକିଲା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଭଦ୍ରକ ମଞ୍ଜୁରୀ ରୋଡରେ ଟ୍ରେନ ଅଟକିଯିବାରୁ ଯାତ୍ରୀ ହୋଇଛନ୍ତି ହନ୍ତସନ୍ତ। ଦୀର୍ଘ ସମୟ ଧରି ଟ୍ରେନ ଅଟକିବା ସହ ମୁଖ୍ୟଦ୍ବାର, ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନାହିଁ। ଫଳରେ ଯାତ୍ରୀ ମାନେ ଅଣନିଶ୍ବାସୀ ହେବା ସହ ଆତଙ୍କିତ ହୋଇପଡିଛନ୍ତି।

ସୂଚନା ଅନୁସାରେ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ଅପରାହ୍‌ଣ ୧ଟା ୫୦ରେ ବାହାରିଥିଲା। ଏହା ଯାଜପୁରରୋଡରେ ୪ଟା ୩୦ରେ ପହଞ୍ଚିଥିଲା। ଏଠାରୁ ହାଓଡ଼ା ଅଭିମୁଖେ ଯିବା ସମୟରେ ଅପରାହ୍‌ଣ ୪ଟା ୩୫ରେ କାଳବୈଶାଖୀର ସାମ୍ନା କରିଥିଲା। ଏହି ସମୟରେ ଟ୍ରେନ୍‌ଟି ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ରେ ପହଞ୍ଚିଥିଲା। କାଳବୈଶାଖୀ ଯୋଗୁଁ ଟ୍ରେନ୍‌ର କାଚ ଭାଙ୍ଗିଥିବା ଯାତ୍ରୀମାନ‌େ ଗଣମାଧ୍ୟମକୁ କହିଛନ୍ତି। ତେବେ ସ୍ବାଭାବିକ ଅବସ୍ଥା ଆଣିବା ପାଇଁ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ଉଦ୍ୟମ ଜାରି ରହିଛି।

https://www.thesakala.in/latest-odisha-news/bhadrak/bande-bharat-express-stopped-near-baitarani-road-in-jajpur-due-to-mechanical-failure/article-21861
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର