ଭୋଗ ଖାଇ ୧୪ଜଣଙ୍କୁ ଝାଡାବାନ୍ତି, ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଳା ଧୁଷୁରୀଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁର ଜଣଙ୍କ ଘରେ ଗତକାଲି ରାତିରେ ପୂଜା ଆଳରେ କୋଭିଡ କଟକଣାକୁ ଫୁ କରି ଭଜନସମାହୋର ଓ ଭୋଜିଭାତର ଆସର ଜମିଥିଲା। ଏପରିକି ଭୋଜି ଭୋଗ ଖାଇ ରାତିରେ ଏକାଧିକ ଲୋକ ଘରକୁ ଫେରିଥିଲେ। ହେଲେ ଶେଷରେ ଭୋଜି ଖାଇଥିବା ୧୪ଜଣ ଅସୁସ୍ଥ ହୋଇପଡିବା ସହ ଝାଡାବାନ୍ତି ହେବାରୁ ଗାଁ ଲୋକ ପ୍ରଥମ ଆରଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାର କୌଣସି ଉନ୍ନତି ନ ହେବାରୁ […]

ଭଦ୍ରକ: ଭଦ୍ରକ ଜିଲ୍ଳା ଧୁଷୁରୀଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁର ଜଣଙ୍କ ଘରେ ଗତକାଲି ରାତିରେ ପୂଜା ଆଳରେ କୋଭିଡ କଟକଣାକୁ ଫୁ କରି ଭଜନସମାହୋର ଓ ଭୋଜିଭାତର ଆସର ଜମିଥିଲା। ଏପରିକି ଭୋଜି ଭୋଗ ଖାଇ ରାତିରେ ଏକାଧିକ ଲୋକ ଘରକୁ ଫେରିଥିଲେ। ହେଲେ ଶେଷରେ ଭୋଜି ଖାଇଥିବା ୧୪ଜଣ ଅସୁସ୍ଥ ହୋଇପଡିବା ସହ ଝାଡାବାନ୍ତି ହେବାରୁ ଗାଁ ଲୋକ ପ୍ରଥମ ଆରଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାର କୌଣସି ଉନ୍ନତି ନ ହେବାରୁ ଭଦ୍ରକ ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଶୁକ୍ରବାର ୯ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ସାମାନ୍ୟ ସୁଧାର ଆସିଥିବାରୁ ତାଙ୍କୁ ଗାଁ ପଠାଇ ଦିଆଯାଇଛି। ହେଲେ ମେଡିକାଲରୁ ଫେରିଥିବା କିଛି ଲୋକଙ୍କର ମଧ୍ୟ ଏବେ ପୁଣି ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରୀ ବର୍ଷା ଓ ବନ୍ୟା ଆଶଙ୍କା: ଆଜି ଭଦ୍ରକ, ସୁନ୍ଦରଗଡ଼ ଓ ଯାଜପୁରରେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

16 Jul 2021 By The Sakala

ଭୋଗ ଖାଇ ୧୪ଜଣଙ୍କୁ ଝାଡାବାନ୍ତି, ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଭଦ୍ରକ: ଭଦ୍ରକ ଜିଲ୍ଳା ଧୁଷୁରୀଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁର ଜଣଙ୍କ ଘରେ ଗତକାଲି ରାତିରେ ପୂଜା ଆଳରେ କୋଭିଡ କଟକଣାକୁ ଫୁ କରି ଭଜନସମାହୋର ଓ ଭୋଜିଭାତର ଆସର ଜମିଥିଲା। ଏପରିକି ଭୋଜି ଭୋଗ ଖାଇ ରାତିରେ ଏକାଧିକ ଲୋକ ଘରକୁ ଫେରିଥିଲେ। ହେଲେ ଶେଷରେ ଭୋଜି ଖାଇଥିବା ୧୪ଜଣ ଅସୁସ୍ଥ ହୋଇପଡିବା ସହ ଝାଡାବାନ୍ତି ହେବାରୁ ଗାଁ ଲୋକ ପ୍ରଥମ ଆରଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାର କୌଣସି ଉନ୍ନତି ନ ହେବାରୁ ଭଦ୍ରକ ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

ଶୁକ୍ରବାର ୯ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ସାମାନ୍ୟ ସୁଧାର ଆସିଥିବାରୁ ତାଙ୍କୁ ଗାଁ ପଠାଇ ଦିଆଯାଇଛି। ହେଲେ ମେଡିକାଲରୁ ଫେରିଥିବା କିଛି ଲୋକଙ୍କର ମଧ୍ୟ ଏବେ ପୁଣି ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର