ଭିଜିଲାନ୍ସ ଜାଲରେ BEO ଅଫିସର ବରିଷ୍ଠ କିରାଣୀ

The Sakala Picture
Published On

ହରଭଙ୍ଗା: ଭିଜିଲାନ୍ସ ଜାଲରେ BEO ଅଫିସ ବରିଷ୍ଠ କିରାଣୀ । ହରଭଙ୍ଗା BEO ଅଫିସ ବରିଷ୍ଠ କିରାଣୀ ରବିନାରାୟଣ ପାଢ଼ୀ ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ଲାଞ୍ଚନେଲା ବେଳେ ଭିଜିଲାନ୍ସ  ଜାଲରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ରବିନାରାୟଣ ଶିକ୍ଷୟତ୍ରୀ ଅନୁସୟା ନାଏକଙ୍କୁ ପ୍ରୋସିଡ଼ିଙ୍ଗ ଫାଇଲ କ୍ଲିଅର କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସେ ବୌଦ୍ଧ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଶିକ୍ଷୟତ୍ରୀ ଅନୁସୟା ରବିନାରାୟଣଙ୍କୁ ଆଜି ୨୦ ହଜାର […]

ହରଭଙ୍ଗା: ଭିଜିଲାନ୍ସ ଜାଲରେ BEO ଅଫିସ ବରିଷ୍ଠ କିରାଣୀ । ହରଭଙ୍ଗା BEO ଅଫିସ ବରିଷ୍ଠ କିରାଣୀ ରବିନାରାୟଣ ପାଢ଼ୀ ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ଲାଞ୍ଚନେଲା ବେଳେ ଭିଜିଲାନ୍ସ  ଜାଲରେ ପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସୂଚନା ଅନୁଯାୟୀ, ରବିନାରାୟଣ ଶିକ୍ଷୟତ୍ରୀ ଅନୁସୟା ନାଏକଙ୍କୁ ପ୍ରୋସିଡ଼ିଙ୍ଗ ଫାଇଲ କ୍ଲିଅର କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସେ ବୌଦ୍ଧ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଶିକ୍ଷୟତ୍ରୀ ଅନୁସୟା ରବିନାରାୟଣଙ୍କୁ ଆଜି ୨୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ମାଡ଼ିବସିଥିଲା। ଏହାପରେ ଭିଜିଲାନ୍ସ  ରବିନାରାୟଣଙ୍କ  ବୁଟୁପାଲିସ୍ଥିତ ବାସଭବନରେ ବି ଚଢାଉ କରିଥିଲା। ଏହି ଚଢାଉରେ ବୌଦ୍ଧ ଭିଜିଲାନ୍ସ ଟିମ ସାମିଲ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର