ହକି ବିଶ୍ବକପ ପୂର୍ବରୁ ଖୁବଶୀଘ୍ର ରାଜଧାନୀରେ ଗଡ଼ିବ ଆଉ ୪୦ ଇ-ବସ୍‌

The Sakala Picture
Published On

ଭୁବନେଶ୍ବର: ହକି ବିଶ୍ୱକପକୁ ନଜରରେ ରଖି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅର୍ଥାତ କ୍ରୁଟ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି।  ଖୁବଶୀଘ୍ର ଭୁବନେଶ୍ୱରକୁ ୪୦ଟି ଇଲେକ୍ଟ୍ରିକ ବସ ବା ଇ -ବସ ଆସିବ।  ଭୁବନେଶ୍ୱରରେ ଇ-ବସ ସଂଖ୍ୟା ୧୦ ରୁ ୫୦କୁ ବୃଦ୍ଧି ପାଇବ।  ବିଶ୍ୱକପ ହକି ଆୟୋଜନ ପୂର୍ବରୁ ଭୁବନେଶ୍ୱରକୁ ଆସିବ ସମସ୍ତ ବସ । ସେହିପରି କ୍ରୁଟ ପକ୍ଷରୁ ରାଉରକେଲାକୁ ଯୋଗାଇ ଦିଆଯିବ ୨୫ ଟି ମୋ-ବସ୍ ।  ବିଶ୍ୱକପ ପୂର୍ବରୁ ରାଉରକେଲାରେ ଗଡିବ […]

ଭୁବନେଶ୍ବର: ହକି ବିଶ୍ୱକପକୁ ନଜରରେ ରଖି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅର୍ଥାତ କ୍ରୁଟ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି।  ଖୁବଶୀଘ୍ର ଭୁବନେଶ୍ୱରକୁ ୪୦ଟି ଇଲେକ୍ଟ୍ରିକ ବସ ବା ଇ -ବସ ଆସିବ।  ଭୁବନେଶ୍ୱରରେ ଇ-ବସ ସଂଖ୍ୟା ୧୦ ରୁ ୫୦କୁ ବୃଦ୍ଧି ପାଇବ।  ବିଶ୍ୱକପ ହକି ଆୟୋଜନ ପୂର୍ବରୁ ଭୁବନେଶ୍ୱରକୁ ଆସିବ ସମସ୍ତ ବସ ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ସେହିପରି କ୍ରୁଟ ପକ୍ଷରୁ ରାଉରକେଲାକୁ ଯୋଗାଇ ଦିଆଯିବ ୨୫ ଟି ମୋ-ବସ୍ ।  ବିଶ୍ୱକପ ପୂର୍ବରୁ ରାଉରକେଲାରେ ଗଡିବ ମୋ -ବସ। ଆଗକୁ CNG ବସ ଆଣିବାକୁ ଲକ୍ଷ୍ୟ ରଖିଛି କ୍ରୁଟ।  ପ୍ରଦୂଷଣ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ କ୍ରୁଟର ଯୋଜନା ବୋଲି କ୍ରୁଟ ଏମଡି ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର