ଭିକାରୀ ମୁକ୍ତ ହେବ ରାଜଧାନୀ, ବାହାର ରାଜ୍ୟର ଭିକାରୀଙ୍କୁ ମଧ୍ୟ ଉଠାଇବ ବିଏମସି 

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଆଉ ବୁଲିବେନି ଭିକାରୀ । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର ।  ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି ବିଭିନ୍ନ ପଦକ୍ଷେପ ନେବାକୁ ଯାଉଛି। ଯେଉଁ ଭିକାରି ନିରାଶ୍ରୟ ସେମାନଙ୍କୁ ବିଗର ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଭିକାରି ମାନଙ୍କୁ ରଖିବା ପାଇଁ ବିଏମସି ପାଖରେ ଜାଗାର ଅଭାବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ସବୁ ବ୍ୟବସ୍ଥା ରହିଛି […]

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଆଉ ବୁଲିବେନି ଭିକାରୀ । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର ।  ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି ବିଭିନ୍ନ ପଦକ୍ଷେପ ନେବାକୁ ଯାଉଛି। ଯେଉଁ ଭିକାରି ନିରାଶ୍ରୟ ସେମାନଙ୍କୁ ବିଗର ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଭିକାରି ମାନଙ୍କୁ ରଖିବା ପାଇଁ ବିଏମସି ପାଖରେ ଜାଗାର ଅଭାବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ସବୁ ବ୍ୟବସ୍ଥା ରହିଛି ।  ମନ୍ଦିର, ଷ୍ଟେସନ, ବସଷ୍ଟାଣ୍ଡରୁ ଉଦ୍ଧାର କରି ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଏ ନେଇ ୩ ଟା ଟିମ ଗଠନ ହୋଇଛି।  ପୁଲିସ, ଏନଜିଓ ଓ ବିଏମସି ଟିମ ମିଳିତ ଭାବେ ଭିକାରି ଉଦ୍ଧାର କାର୍ଯ୍ୟରେ ଲାଗିବେ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ବିଆରସି ସେଣ୍ଟରରେ ଭିକାରୀଙ୍କ ଚିକିତ୍ସା, ଖାଦ୍ୟ ପେୟ ଓ ରହିବା ବ୍ୟବସ୍ଥା ରହିଛି।  ଯେଉଁ ମାନଙ୍କ ଘର ପରିଚୟ ସଠିକ ମିଳିବ ତାଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିବ ବିଏମସି । ଶୀତ ଦିନରେ ବାହାରେ ଆଶ୍ରୟ ଲୋକଙ୍କୁ ମଧ୍ୟ ଉଠାଇବ ବିଏମସି । ବାହାର ରାଜ୍ୟରୁ ମଧ୍ୟ ଭିକାରୀ ଆସି ବସଷ୍ଟାଣ୍ଡ ଓ ଟ୍ରାଫିକରେ ପେନ, ବେଲୁନ ଆଦି ଖେଳନା ବିକିବା ଆଳରେ ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ ମଧ୍ୟ ବିଏମସି ଉଠାଇବ ବୋଲି  ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

22 Nov 2023 By The Sakala

ଭିକାରୀ ମୁକ୍ତ ହେବ ରାଜଧାନୀ, ବାହାର ରାଜ୍ୟର ଭିକାରୀଙ୍କୁ ମଧ୍ୟ ଉଠାଇବ ବିଏମସି 

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଆଉ ବୁଲିବେନି ଭିକାରୀ । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର ।  ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି ବିଭିନ୍ନ ପଦକ୍ଷେପ ନେବାକୁ ଯାଉଛି। ଯେଉଁ ଭିକାରି ନିରାଶ୍ରୟ ସେମାନଙ୍କୁ ବିଗର ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଭିକାରି ମାନଙ୍କୁ ରଖିବା ପାଇଁ ବିଏମସି ପାଖରେ ଜାଗାର ଅଭାବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ସବୁ ବ୍ୟବସ୍ଥା ରହିଛି ।  ମନ୍ଦିର, ଷ୍ଟେସନ, ବସଷ୍ଟାଣ୍ଡରୁ ଉଦ୍ଧାର କରି ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଏ ନେଇ ୩ ଟା ଟିମ ଗଠନ ହୋଇଛି।  ପୁଲିସ, ଏନଜିଓ ଓ ବିଏମସି ଟିମ ମିଳିତ ଭାବେ ଭିକାରି ଉଦ୍ଧାର କାର୍ଯ୍ୟରେ ଲାଗିବେ।

ବିଆରସି ସେଣ୍ଟରରେ ଭିକାରୀଙ୍କ ଚିକିତ୍ସା, ଖାଦ୍ୟ ପେୟ ଓ ରହିବା ବ୍ୟବସ୍ଥା ରହିଛି।  ଯେଉଁ ମାନଙ୍କ ଘର ପରିଚୟ ସଠିକ ମିଳିବ ତାଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିବ ବିଏମସି । ଶୀତ ଦିନରେ ବାହାରେ ଆଶ୍ରୟ ଲୋକଙ୍କୁ ମଧ୍ୟ ଉଠାଇବ ବିଏମସି । ବାହାର ରାଜ୍ୟରୁ ମଧ୍ୟ ଭିକାରୀ ଆସି ବସଷ୍ଟାଣ୍ଡ ଓ ଟ୍ରାଫିକରେ ପେନ, ବେଲୁନ ଆଦି ଖେଳନା ବିକିବା ଆଳରେ ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ ମଧ୍ୟ ବିଏମସି ଉଠାଇବ ବୋଲି  ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/bbsr-will-be-beggar-free-bmc/article-27553
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର