ସଟଡାଉନ୍ ବେଳେ ତାସ୍ ଖେଳୁଥିବା ଯୁବକ ମାନେ ଦୌଡ଼ି ପଳାଇବାରୁ ଜଙ୍ଗଲରୁ ଫେରୁଥିବା ଯୁବକଙ୍କୁ ପୋଲିସର ମାଡ

The Sakala Picture
Published On

ବାଲେଶ୍ଵର : ଗୋପାଳପୁର ଫାଣ୍ଡି ଅନ୍ତର୍ଗତ ଫତେପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଛି। ଶନିବାର ସଟଡାଉନ୍ ଥିବା ବେଳେ ସନ୍ଧ୍ୟାବେଳେ କିଛି ଯୁବକ ଛକରେ ତାସ୍ ଖେଳୁଥିଲେ। ସେତେବେଳେ ଗୋପାଳପୁର ଫାଣ୍ଡି ପୁଲିସ ପାଟ୍ରୋଲିଂ କରୁଥିଲେ। ହଠାତ ପୁଲିସକୁ ଦେଖି ତାସ୍ ଖେଳୁଥିବା ଯୁବକମାନେ ଦୌଡି ପଳାଇଥିଲେ। ତେବେ ସେହି ସମୟରେ ରତ୍ନାକର ପାତ୍ର(୧୭) ନାମକ ଯୁବକ ଜଙ୍ଗଲରୁ ଫେରୁଥିବା ବେଳେ ପୁଲିସ ହାବୁଡ଼ରେ ପଡିଥିଲେ। ପୁଲିସର ବାଡି ତାଙ୍କ ଜଙ୍ଘରେ ମାଡ ହୋଇଥିଲା। ଫଳରେ […]

ବାଲେଶ୍ଵର : ଗୋପାଳପୁର ଫାଣ୍ଡି ଅନ୍ତର୍ଗତ ଫତେପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଛି। ଶନିବାର ସଟଡାଉନ୍ ଥିବା ବେଳେ ସନ୍ଧ୍ୟାବେଳେ କିଛି ଯୁବକ ଛକରେ ତାସ୍ ଖେଳୁଥିଲେ। ସେତେବେଳେ ଗୋପାଳପୁର ଫାଣ୍ଡି ପୁଲିସ ପାଟ୍ରୋଲିଂ କରୁଥିଲେ। ହଠାତ ପୁଲିସକୁ ଦେଖି ତାସ୍ ଖେଳୁଥିବା ଯୁବକମାନେ ଦୌଡି ପଳାଇଥିଲେ। ତେବେ ସେହି ସମୟରେ ରତ୍ନାକର ପାତ୍ର(୧୭) ନାମକ ଯୁବକ ଜଙ୍ଗଲରୁ ଫେରୁଥିବା ବେଳେ ପୁଲିସ ହାବୁଡ଼ରେ ପଡିଥିଲେ। ପୁଲିସର ବାଡି ତାଙ୍କ ଜଙ୍ଘରେ ମାଡ ହୋଇଥିଲା। ଫଳରେ ଅଧିକ ଗୁରୁତର ହେବାରୁ ତାଙ୍କୁ ରବିବାର ଦିନ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ତେବେ ଅନପଟେ ପୁଅର କିଛି ଭୁଲ ନଥିବା ତାଙ୍କ ବାପା ରମାକାନ୍ତ ପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

18 Jul 2021 By The Sakala

ସଟଡାଉନ୍ ବେଳେ ତାସ୍ ଖେଳୁଥିବା ଯୁବକ ମାନେ ଦୌଡ଼ି ପଳାଇବାରୁ ଜଙ୍ଗଲରୁ ଫେରୁଥିବା ଯୁବକଙ୍କୁ ପୋଲିସର ମାଡ

ବାଲେଶ୍ଵର : ଗୋପାଳପୁର ଫାଣ୍ଡି ଅନ୍ତର୍ଗତ ଫତେପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଛି। ଶନିବାର ସଟଡାଉନ୍ ଥିବା ବେଳେ ସନ୍ଧ୍ୟାବେଳେ କିଛି ଯୁବକ ଛକରେ ତାସ୍ ଖେଳୁଥିଲେ। ସେତେବେଳେ ଗୋପାଳପୁର ଫାଣ୍ଡି ପୁଲିସ ପାଟ୍ରୋଲିଂ କରୁଥିଲେ। ହଠାତ ପୁଲିସକୁ ଦେଖି ତାସ୍ ଖେଳୁଥିବା ଯୁବକମାନେ ଦୌଡି ପଳାଇଥିଲେ। ତେବେ ସେହି ସମୟରେ ରତ୍ନାକର ପାତ୍ର(୧୭) ନାମକ ଯୁବକ ଜଙ୍ଗଲରୁ ଫେରୁଥିବା ବେଳେ ପୁଲିସ ହାବୁଡ଼ରେ ପଡିଥିଲେ। ପୁଲିସର ବାଡି ତାଙ୍କ ଜଙ୍ଘରେ ମାଡ ହୋଇଥିଲା। ଫଳରେ ଅଧିକ ଗୁରୁତର ହେବାରୁ ତାଙ୍କୁ ରବିବାର ଦିନ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ତେବେ ଅନପଟେ ପୁଅର କିଛି ଭୁଲ ନଥିବା ତାଙ୍କ ବାପା ରମାକାନ୍ତ ପାତ୍ର କହିଛନ୍ତି।

https://www.thesakala.in/latest-odisha-news/baleswar-shutdown-story/article-3880
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର