ଅବଦୁଲ କଲାମ ଦ୍ବୀପରୁ ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ

The Sakala Picture
Published On

ଧାମରା: ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ । ଭଦ୍ରକ ଜିଲ୍ଲା ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ ହୋଇଛି । ରାତ୍ରୀକାଳୀନ ପରୀକ୍ଷଣ କଲା ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ । ପରୀକ୍ଷଣ ବେଳେ ଡିଆରଡିଓର ବୈଜ୍ଞାନିକ ମାନଙ୍କ ସହିତ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗ ସଚିବ । ମିସାଇଲ ପରୀକ୍ଷାର ସଫଳତା ନେଇ ସୂଚନା ଦେଲା ପ୍ରତିରକ୍ଷା ବିଭାଗ। ଅଗ୍ନୀ-୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟରରୁ ଅଧିକ ରହିଛି । ପୂର୍ବରୁ ଅଗ୍ନୀ-5 କ୍ଷେପଣାସ୍ତ୍ରକୁ […]

ଧାମରା: ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ । ଭଦ୍ରକ ଜିଲ୍ଲା ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ ହୋଇଛି । ରାତ୍ରୀକାଳୀନ ପରୀକ୍ଷଣ କଲା ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ । ପରୀକ୍ଷଣ ବେଳେ ଡିଆରଡିଓର ବୈଜ୍ଞାନିକ ମାନଙ୍କ ସହିତ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗ ସଚିବ । ମିସାଇଲ ପରୀକ୍ଷାର ସଫଳତା ନେଇ ସୂଚନା ଦେଲା ପ୍ରତିରକ୍ଷା ବିଭାଗ। ଅଗ୍ନୀ-୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟରରୁ ଅଧିକ ରହିଛି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ପୂର୍ବରୁ ଅଗ୍ନୀ-5 କ୍ଷେପଣାସ୍ତ୍ରକୁ 5 ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବାବେଳେ, ଆଜି ଏହାକୁ ବର୍ଦ୍ଧିତ କରାଯାଇ ଲକ୍ଷ୍ୟଭେଦ କ୍ଷ୍ୟମତା 5400 କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଛି । କେନିଷ୍ଟାରରୁ ପରୀକ୍ଷା କରାଯାଇଥିବା ଏହି ମିସାଇଲ ଉତ୍‌କ୍ଷେପଣ ପରେ ବାୟୁମଣ୍ଡର ବାହାରକୁ ଚାଲିଯାଇଥାଏ । ଫଳରେ ଶତୃ୍ପକ୍ଷ୍ୟର ସାଟେଲାଇଟ୍‌ ଏହାକୁ ଚିହ୍ନଟ କରିବାରେ ବିଫଳ ହୋଇଥାଏ । ବାୟୁମଣ୍ଡଳ ବାହାରୁ ଅଗ୍ନୀ-5 କ୍ଷେପଣାସ୍ତ୍ର ଟାର୍ଗେଟ୍‌କୁ ଚିହ୍ନଟ କରି ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥାଏ । ଏଥିରେ 1500 କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ଅଗ୍ନୀ-5 ମିସାଇଲର ଲମ୍ବ ସାଢେ 17 ମିଟର, ମୋଟେଇ 2 ମିଟର ଓ ଓଜନ 50 ହଜାରରୁ 56 ହଜାର କିଲୋଗ୍ରାମ । ଅଗ୍ନୀ-5 କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଅଞ୍ଚଳ ମଧ୍ୟରେ ଚିନ୍‌ ରହୁଥିବାରୁ ଏହା ଆନ୍ତର୍ଜାତୀକ ସ୍ତରରେ ଭାରତର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

15 Dec 2022 By The Sakala

ଅବଦୁଲ କଲାମ ଦ୍ବୀପରୁ ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ

ଧାମରା: ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ । ଭଦ୍ରକ ଜିଲ୍ଲା ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ ହୋଇଛି । ରାତ୍ରୀକାଳୀନ ପରୀକ୍ଷଣ କଲା ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ । ପରୀକ୍ଷଣ ବେଳେ ଡିଆରଡିଓର ବୈଜ୍ଞାନିକ ମାନଙ୍କ ସହିତ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗ ସଚିବ । ମିସାଇଲ ପରୀକ୍ଷାର ସଫଳତା ନେଇ ସୂଚନା ଦେଲା ପ୍ରତିରକ୍ଷା ବିଭାଗ। ଅଗ୍ନୀ-୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟରରୁ ଅଧିକ ରହିଛି ।

ପୂର୍ବରୁ ଅଗ୍ନୀ-5 କ୍ଷେପଣାସ୍ତ୍ରକୁ 5 ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବାବେଳେ, ଆଜି ଏହାକୁ ବର୍ଦ୍ଧିତ କରାଯାଇ ଲକ୍ଷ୍ୟଭେଦ କ୍ଷ୍ୟମତା 5400 କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଛି । କେନିଷ୍ଟାରରୁ ପରୀକ୍ଷା କରାଯାଇଥିବା ଏହି ମିସାଇଲ ଉତ୍‌କ୍ଷେପଣ ପରେ ବାୟୁମଣ୍ଡର ବାହାରକୁ ଚାଲିଯାଇଥାଏ । ଫଳରେ ଶତୃ୍ପକ୍ଷ୍ୟର ସାଟେଲାଇଟ୍‌ ଏହାକୁ ଚିହ୍ନଟ କରିବାରେ ବିଫଳ ହୋଇଥାଏ । ବାୟୁମଣ୍ଡଳ ବାହାରୁ ଅଗ୍ନୀ-5 କ୍ଷେପଣାସ୍ତ୍ର ଟାର୍ଗେଟ୍‌କୁ ଚିହ୍ନଟ କରି ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥାଏ । ଏଥିରେ 1500 କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ଅଗ୍ନୀ-5 ମିସାଇଲର ଲମ୍ବ ସାଢେ 17 ମିଟର, ମୋଟେଇ 2 ମିଟର ଓ ଓଜନ 50 ହଜାରରୁ 56 ହଜାର କିଲୋଗ୍ରାମ । ଅଗ୍ନୀ-5 କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଅଞ୍ଚଳ ମଧ୍ୟରେ ଚିନ୍‌ ରହୁଥିବାରୁ ଏହା ଆନ୍ତର୍ଜାତୀକ ସ୍ତରରେ ଭାରତର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି ।

https://www.thesakala.in/latest-odisha-news/balastic-missile-agni-5-succesfully-tested-from-abdul-kalam-island/article-17389
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର