ଜ୍ୱାଇଁର ବର୍ବର କାଣ୍ଡ: ଶ୍ବଶୁର, ଶାଶୁ ଓ ଶାଳୀଙ୍କୁ ହାଣିଲା ଜ୍ୱାଇଁ, ଘଟଣା ସ୍ଥଳରେ ଶ୍ବଶୁର ମୃତ

The Sakala Picture
Published On

ଜଳେଶ୍ୱର: ଜ୍ୱାଇଁର ବର୍ବର କାଣ୍ଡ। ରାକ୍ଷୀପୂର୍ଣ୍ଣିମାକୁ କେନ୍ଦ୍ରକରି ଶ୍ବଶୁର, ଶାଶୁ ଓ ଶାଳୀଙ୍କୁ ହାଣିଲା ଜ୍ୱାଇଁ। ଘଟଣା ସ୍ଥଳରେ ଶ୍ବଶୁରର ମୃତ୍ଯୁ ଘଟିଛି। ଶାଶୁ ଓ ଶାଳୀ ଆହତ ହୋଇଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ସ୍ତ୍ରୀ ବାପାଙ୍କ ଘରକୁ ଆସି ଫେରି ନ ଥିବାରୁ ଏଭଳି କାଣ୍ଡ ଘଟାଇଥିଲା ଜ୍ୱାଇଁ। କାମର୍ଦା ଥାନା କୁସୁଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଶ୍ବଶୁର ହେଉଛନ୍ତି ଶୁଶାନ୍ତ ମହୁରୀ। ଅଭିଯୁକ୍ତ ଜ୍ୱାଇଁକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସକୁ […]

ଜଳେଶ୍ୱର: ଜ୍ୱାଇଁର ବର୍ବର କାଣ୍ଡ। ରାକ୍ଷୀପୂର୍ଣ୍ଣିମାକୁ କେନ୍ଦ୍ରକରି ଶ୍ବଶୁର, ଶାଶୁ ଓ ଶାଳୀଙ୍କୁ ହାଣିଲା ଜ୍ୱାଇଁ। ଘଟଣା ସ୍ଥଳରେ ଶ୍ବଶୁରର ମୃତ୍ଯୁ ଘଟିଛି। ଶାଶୁ ଓ ଶାଳୀ ଆହତ ହୋଇଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ସ୍ତ୍ରୀ ବାପାଙ୍କ ଘରକୁ ଆସି ଫେରି ନ ଥିବାରୁ ଏଭଳି କାଣ୍ଡ ଘଟାଇଥିଲା ଜ୍ୱାଇଁ। କାମର୍ଦା ଥାନା କୁସୁଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଶ୍ବଶୁର ହେଉଛନ୍ତି ଶୁଶାନ୍ତ ମହୁରୀ। ଅଭିଯୁକ୍ତ ଜ୍ୱାଇଁକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସକୁ ଜିମା ଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

16 Aug 2022 By The Sakala

ଜ୍ୱାଇଁର ବର୍ବର କାଣ୍ଡ: ଶ୍ବଶୁର, ଶାଶୁ ଓ ଶାଳୀଙ୍କୁ ହାଣିଲା ଜ୍ୱାଇଁ, ଘଟଣା ସ୍ଥଳରେ ଶ୍ବଶୁର ମୃତ

ଜଳେଶ୍ୱର: ଜ୍ୱାଇଁର ବର୍ବର କାଣ୍ଡ। ରାକ୍ଷୀପୂର୍ଣ୍ଣିମାକୁ କେନ୍ଦ୍ରକରି ଶ୍ବଶୁର, ଶାଶୁ ଓ ଶାଳୀଙ୍କୁ ହାଣିଲା ଜ୍ୱାଇଁ। ଘଟଣା ସ୍ଥଳରେ ଶ୍ବଶୁରର ମୃତ୍ଯୁ ଘଟିଛି। ଶାଶୁ ଓ ଶାଳୀ ଆହତ ହୋଇଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ସ୍ତ୍ରୀ ବାପାଙ୍କ ଘରକୁ ଆସି ଫେରି ନ ଥିବାରୁ ଏଭଳି କାଣ୍ଡ ଘଟାଇଥିଲା ଜ୍ୱାଇଁ। କାମର୍ଦା ଥାନା କୁସୁଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଶ୍ବଶୁର ହେଉଛନ୍ତି ଶୁଶାନ୍ତ ମହୁରୀ। ଅଭିଯୁକ୍ତ ଜ୍ୱାଇଁକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସକୁ ଜିମା ଦେଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର