ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର, ଏକକାଳୀନ ୭ ସ୍ଥାନରେ ଚଢାଉ ଜାରି

The Sakala Picture
Published On

ବାଲେଶ୍ଵର: ଭିଜିଲାନ୍ସ ଜାଲରେ ତହସିଲଦାର। ବଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି। ରେମୁଣା ସ୍ଥିତ ଅଫିସ୍‌ ଚାମ୍ବର, ଘର ଓ ଭୁବନେଶ୍ବର ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଚଢାଉରେ ୬ ଡିଏସପି, ୩ ଇନ୍ସପେକ୍ଟର ଓ ୧୦ ଏଏସଆଇ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

11 Feb 2025 By The Sakala

ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର, ଏକକାଳୀନ ୭ ସ୍ଥାନରେ ଚଢାଉ ଜାରି

ବାଲେଶ୍ଵର: ଭିଜିଲାନ୍ସ ଜାଲରେ ତହସିଲଦାର। ବଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି। ରେମୁଣା ସ୍ଥିତ ଅଫିସ୍‌ ଚାମ୍ବର, ଘର ଓ ଭୁବନେଶ୍ବର ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଚଢାଉରେ ୬ ଡିଏସପି, ୩ ଇନ୍ସପେକ୍ଟର ଓ ୧୦ ଏଏସଆଇ ସାମିଲ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର