୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

The Sakala Picture
Published On

ଚନ୍ଦନେଶ୍ୱର: ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ପରେ ଭୋଗରାଇ ଏବେ ବ୍ରାଉନସୁଗର ବ୍ୟବସାୟର ହବ ପାଲଟିଛି। ବିଭିନ୍ନ ସ୍ଥାନରେ ବ୍ରାଉନସୁଗର ବ୍ୟବସାୟ ଚାଲିଥିବା ଜଣାପଡ଼ିଥିଲା ବେଳେ ପୁଲିସ ଗୁରୁତ୍ବ ନଦେବା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ସମୟରେ ଭୋଗରାଇ ବ୍ଲକ କମର୍ଦା ଥାନାଠାରୁ ପ୍ରାୟ ୧୦୦ ମିଟର ଦୂର ଏକ ଧାନ ପେଷା ହଲର ଭିତରେ ବ୍ରାଉନସୁଗର କାରବାର ହେଉଥିବା ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ଭୋଗରାଇ ଅବକାରୀ ଥାନା ଓ […]

ଚନ୍ଦନେଶ୍ୱର: ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ପରେ ଭୋଗରାଇ ଏବେ ବ୍ରାଉନସୁଗର ବ୍ୟବସାୟର ହବ ପାଲଟିଛି। ବିଭିନ୍ନ ସ୍ଥାନରେ ବ୍ରାଉନସୁଗର ବ୍ୟବସାୟ ଚାଲିଥିବା ଜଣାପଡ଼ିଥିଲା ବେଳେ ପୁଲିସ ଗୁରୁତ୍ବ ନଦେବା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ସମୟରେ ଭୋଗରାଇ ବ୍ଲକ କମର୍ଦା ଥାନାଠାରୁ ପ୍ରାୟ ୧୦୦ ମିଟର ଦୂର ଏକ ଧାନ ପେଷା ହଲର ଭିତରେ ବ୍ରାଉନସୁଗର କାରବାର ହେଉଥିବା ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ଭୋଗରାଇ ଅବକାରୀ ଥାନା ଓ କମର୍ଦା ଥାନା ପୁଲିସ ପକ୍ଷରୁ  ଚଢାଉ କରାଯାଇ ହଲର ମାଲିକ ଅତୁଲ ଦାସ (୫୫) ଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ାଉରେ ଭୋଗରାଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦେବେନ୍ଦ୍ର କୁମାର ବେହେର , କନେଷ୍ଟବଳ ଶଶୀଭୂଷଣ ସ୍ୱାଇଁ, ରାମଚନ୍ଦ୍ର ମହାନ୍ତି ମିନତୀ ଜେନା ପ୍ରମୁଖ ସାମିଲ ଥିଲେ ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

06 Mar 2022 By The Sakala

୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଚନ୍ଦନେଶ୍ୱର: ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ପରେ ଭୋଗରାଇ ଏବେ ବ୍ରାଉନସୁଗର ବ୍ୟବସାୟର ହବ ପାଲଟିଛି। ବିଭିନ୍ନ ସ୍ଥାନରେ ବ୍ରାଉନସୁଗର ବ୍ୟବସାୟ ଚାଲିଥିବା ଜଣାପଡ଼ିଥିଲା ବେଳେ ପୁଲିସ ଗୁରୁତ୍ବ ନଦେବା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ସମୟରେ ଭୋଗରାଇ ବ୍ଲକ କମର୍ଦା ଥାନାଠାରୁ ପ୍ରାୟ ୧୦୦ ମିଟର ଦୂର ଏକ ଧାନ ପେଷା ହଲର ଭିତରେ ବ୍ରାଉନସୁଗର କାରବାର ହେଉଥିବା ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ଭୋଗରାଇ ଅବକାରୀ ଥାନା ଓ କମର୍ଦା ଥାନା ପୁଲିସ ପକ୍ଷରୁ  ଚଢାଉ କରାଯାଇ ହଲର ମାଲିକ ଅତୁଲ ଦାସ (୫୫) ଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ାଉରେ ଭୋଗରାଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦେବେନ୍ଦ୍ର କୁମାର ବେହେର , କନେଷ୍ଟବଳ ଶଶୀଭୂଷଣ ସ୍ୱାଇଁ, ରାମଚନ୍ଦ୍ର ମହାନ୍ତି ମିନତୀ ଜେନା ପ୍ରମୁଖ ସାମିଲ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର