ଘର ଛାତ ଉପରୁ ବୋହୂର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଶାଶୁକୁ ଘୋଷାରି ନିସ୍ତୁକ ମାରିଲେ ଉତ୍ତ୍ୟକ୍ତ ଲୋକେ
ଜଳେଶ୍ଵର: ଘର ଛାତ ଉପରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ୍ଯଦେହ ଉଦ୍ଧାର । ଭୋଗରାଇ ଥାନା ଜୟନଗର ଗ୍ରାମରେ ଘଟିଛି ଏଭଳି ଅଭାବନିୟ ଘଟଣା । ଗ୍ରାମର ଭଗୀରଥ ପରିଡାଙ୍କ ସ୍ତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିଜ ଘରର ଛାତ ଉପରେ ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ମୃତକ ହେଲେ ହେମନ୍ତ ପରିଡାଙ୍କ ବୋହୂ ମିଲି ପରିଡ଼ା । ମିଲିଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ହତ୍ୟା କରିଥିବା ନେଇ ଗାଁ […]
ଜଳେଶ୍ଵର: ଘର ଛାତ ଉପରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ୍ଯଦେହ ଉଦ୍ଧାର । ଭୋଗରାଇ ଥାନା ଜୟନଗର ଗ୍ରାମରେ ଘଟିଛି ଏଭଳି ଅଭାବନିୟ ଘଟଣା । ଗ୍ରାମର ଭଗୀରଥ ପରିଡାଙ୍କ ସ୍ତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିଜ ଘରର ଛାତ ଉପରେ ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ମୃତକ ହେଲେ ହେମନ୍ତ ପରିଡାଙ୍କ ବୋହୂ ମିଲି ପରିଡ଼ା । ମିଲିଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ହତ୍ୟା କରିଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିବା ବେଳେ ସଙ୍ଗେ ସଙ୍ଗେ ନ୍ୟାୟ ପ୍ରଦାନ ଜିଦ୍ରେ ଅଡ଼ି ବସିଛନ୍ତି। ଶାଶୁ, ଶ୍ୱଶୁର ଓ ସ୍ୱାମୀ ସବୁବେଳେ ବୋହୂକୁ ଅଧିକ ଯୌତୁକ ଆଣିବାକୁ ନିର୍ଯାତନା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ବୋହୂର ଅର୍ଦ୍ଧଦଗ୍ଧ ମୃତଦେହ ଘର ଛାତ ଉପରୁ ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘର ଭିତରକୁ ଯିବାକୁ ଅନୁମତି ନଦେବାରୁ ପୋଲିସ ଓ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି । ଉତ୍ତ୍ଯକ୍ତ ମହିଳାମାନେ ଗେଟ୍ ଭାଙ୍ଗି ଘର ଭିତରକୁ ପଶି ପୋଲିସକୁ ମାଡ ମାରିବା ସହିତ ମୃତ ମହିଳାଙ୍କ ଶାଶୁଙ୍କୁ ନିସ୍ତୁକ ମାଡ ମାରିଛନ୍ତି ।