ଅନଲାଇନ ଟ୍ରେଡିଙ୍ଗ କରିବା ବାହାନାରେ ୫ କୋଟି ଠକେଇ, ଦୁଇ ଗିରଫ

The Sakala Picture
Published On

ସୋର: ଅନଲାଇନ ଟ୍ରେଡିଙ୍ଗ କରିବା ବାହାନାରେ ଠକିନେଲେ ୫ କୋଟି ଟଙ୍କା । ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ଵରରେ ଏକ ବ୍ରୋକର ହାଉସ ଖୋଲି ପ୍ରାୟ ପାଞ୍ଚ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଉତ୍ତରେଶ୍ଵର ଗ୍ରାମର ରିପନ କୁମାର ଜେନା ଏବଂ ଅନୁପମ ପ୍ରଧାନ ନିଜ ବାସଭବନରେ ବ୍ରୋକର ହାଉସ ଖୋଲି ବିଭିନ୍ନ ଲୋକଙ୍କ ନିକଟରୁ ଟ୍ରେଡିଙ୍ଗ […]

ସୋର: ଅନଲାଇନ ଟ୍ରେଡିଙ୍ଗ କରିବା ବାହାନାରେ ଠକିନେଲେ ୫ କୋଟି ଟଙ୍କା । ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ଵରରେ ଏକ ବ୍ରୋକର ହାଉସ ଖୋଲି ପ୍ରାୟ ପାଞ୍ଚ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଉତ୍ତରେଶ୍ଵର ଗ୍ରାମର ରିପନ କୁମାର ଜେନା ଏବଂ ଅନୁପମ ପ୍ରଧାନ ନିଜ ବାସଭବନରେ ବ୍ରୋକର ହାଉସ ଖୋଲି ବିଭିନ୍ନ ଲୋକଙ୍କ ନିକଟରୁ ଟ୍ରେଡିଙ୍ଗ କରି ଅଧିକ ଲାଭ ଦେବାର ଲୋଭ ଦେଖାଇ ପ୍ରାୟ ୩୫ ଜଣଙ୍କ ନିକଟରୁ ପାଞ୍ଚ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଆଣିଥିଲେ । ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଲୋକଙ୍କୁ କିଛି କିଛି ଟଙ୍କା ଫେରାଇଥିବା ବେଳେ ପରେ ଆଉ ଟଙ୍କା ଫେରାଇ ନଥିଲେ । ଏଥିରେ ନିରାଶ ହୋଇ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱରର ଜିତେନ୍ଦ୍ର ଦାସ ଅର୍ଥନୈତିକ ଅପରାଧିକ ଶାଖାରେ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ଅଭିଯୋଗ ଆଧାରରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଆଜି ସକାଳେ ଅପରାଧିକ ଶାଖାର ଅଧିକାରୀ ମାନେ ସୋରରେ ପହଞ୍ଚି ସୋର ପୁଲିସ ସହାୟତାରେ ରିପନ ଏବଂ ଅନୁପମକୁ ଥାନାକୁ ଉଠାଇ ଆଣିଥିଲେ । ପରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ବାଲେଶ୍ୱର ନେଇଯାଇଥିବା ଜଣା ପଡିଛି । ଉଭୟ ସୋର ସମେତ ବାଲେଶ୍ୱର, ଖଇରା, କୁପାରୀ, ଭଦ୍ରକ ଏବଂ ବାସୁଦେବପୁର ଅଞ୍ଚଳରୁ ଏହି ଟଙ୍କା ଠକେଇ କରଥିବା ଅର୍ଥ ନୈତିକ ଶାଖାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

20 Apr 2023 By The Sakala

ଅନଲାଇନ ଟ୍ରେଡିଙ୍ଗ କରିବା ବାହାନାରେ ୫ କୋଟି ଠକେଇ, ଦୁଇ ଗିରଫ

ସୋର: ଅନଲାଇନ ଟ୍ରେଡିଙ୍ଗ କରିବା ବାହାନାରେ ଠକିନେଲେ ୫ କୋଟି ଟଙ୍କା । ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ଵରରେ ଏକ ବ୍ରୋକର ହାଉସ ଖୋଲି ପ୍ରାୟ ପାଞ୍ଚ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଉତ୍ତରେଶ୍ଵର ଗ୍ରାମର ରିପନ କୁମାର ଜେନା ଏବଂ ଅନୁପମ ପ୍ରଧାନ ନିଜ ବାସଭବନରେ ବ୍ରୋକର ହାଉସ ଖୋଲି ବିଭିନ୍ନ ଲୋକଙ୍କ ନିକଟରୁ ଟ୍ରେଡିଙ୍ଗ କରି ଅଧିକ ଲାଭ ଦେବାର ଲୋଭ ଦେଖାଇ ପ୍ରାୟ ୩୫ ଜଣଙ୍କ ନିକଟରୁ ପାଞ୍ଚ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଆଣିଥିଲେ । ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଲୋକଙ୍କୁ କିଛି କିଛି ଟଙ୍କା ଫେରାଇଥିବା ବେଳେ ପରେ ଆଉ ଟଙ୍କା ଫେରାଇ ନଥିଲେ । ଏଥିରେ ନିରାଶ ହୋଇ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱରର ଜିତେନ୍ଦ୍ର ଦାସ ଅର୍ଥନୈତିକ ଅପରାଧିକ ଶାଖାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଆଜି ସକାଳେ ଅପରାଧିକ ଶାଖାର ଅଧିକାରୀ ମାନେ ସୋରରେ ପହଞ୍ଚି ସୋର ପୁଲିସ ସହାୟତାରେ ରିପନ ଏବଂ ଅନୁପମକୁ ଥାନାକୁ ଉଠାଇ ଆଣିଥିଲେ । ପରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ବାଲେଶ୍ୱର ନେଇଯାଇଥିବା ଜଣା ପଡିଛି । ଉଭୟ ସୋର ସମେତ ବାଲେଶ୍ୱର, ଖଇରା, କୁପାରୀ, ଭଦ୍ରକ ଏବଂ ବାସୁଦେବପୁର ଅଞ୍ଚଳରୁ ଏହି ଟଙ୍କା ଠକେଇ କରଥିବା ଅର୍ଥ ନୈତିକ ଶାଖାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର