ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଡ୍ରଗ୍ସ ମାଫିଆ ଗିରଫ

The Sakala Picture
Published On

ବାଲେଶ୍ୱର: ନିଶା ବେପାରର ଆଡ୍ଡା ପାଲଟିଛି ବାଲେଶ୍ୱର। ପୁଲିସ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ନିଶା ବେପାରୀଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନି । ଦିନକୁ ଦିନ ରାଜ୍ୟରେ ନିଶା କାରବାର ବଢ଼ିବାରେ ଲାଗିଛି । ପୋଲିସ୍‌କୁ ଟାର୍ଗେଟ ଦେଇ ନିଶା ବେପାର କରୁଛନ୍ତି ନିଶା ବେପାରୀ। ବାରମ୍ବାର ଗିରଫ ହେବା ସତ୍ତ୍ୱେ ମଧ୍ୟ ଜାମିନ୍‌ରେ ବାହାରି ପୁଣିଥରେ ଆରମ୍ଭ କରିଦେଉଛନ୍ତି ବେପାର। ଆଜି ପୁଣି ବାଲେଶ୍ଵରରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ବିପୁଳ ପରିମାଣରେ […]

ବାଲେଶ୍ୱର: ନିଶା ବେପାରର ଆଡ୍ଡା ପାଲଟିଛି ବାଲେଶ୍ୱର। ପୁଲିସ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ନିଶା ବେପାରୀଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନି । ଦିନକୁ ଦିନ ରାଜ୍ୟରେ ନିଶା କାରବାର ବଢ଼ିବାରେ ଲାଗିଛି । ପୋଲିସ୍‌କୁ ଟାର୍ଗେଟ ଦେଇ ନିଶା ବେପାର କରୁଛନ୍ତି ନିଶା ବେପାରୀ। ବାରମ୍ବାର ଗିରଫ ହେବା ସତ୍ତ୍ୱେ ମଧ୍ୟ ଜାମିନ୍‌ରେ ବାହାରି ପୁଣିଥରେ ଆରମ୍ଭ କରିଦେଉଛନ୍ତି ବେପାର। ଆଜି ପୁଣି ବାଲେଶ୍ଵରରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରିଛି। ସହଦେଵ ଖୁଣ୍ଟା ନୟାବଜାର ହାଟରୁ କେଜିଏ ୫୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ବ୍ରାଉନସୁଗର ଜବତ ହେବା ସହ ଦୁଇ ଡ୍ରଗ୍ସ ମାଫିଆ ଗିରଫ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ତେବେ ବହୁଦିନ ହେବ ପରିବା ମାର୍କେଟରେ ଚାଲିଥିଲା ଧଳାଜହର ଡିଲ। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ହେବ ଏକ କୋଟି ଟଙ୍କାରୁ ଉର୍ଦ୍ଧ। ତେବେ ଏହି ବ୍ରାଉନସୁଗରକୁ ଲାଲଗୁଲାରୁ ଆଣି ବିକୁଥିଲେ ବେପାରୀ।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର