ନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ

The Sakala Picture
Published On

ବାଲେଶ୍ବର: ନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ମିରିପୁରଖଇରା ଗ୍ରାମର ବ୍ରହ୍ମାନନ୍ଦ ଗୋଛାୟତଙ୍କ ପୁଅ ଅମିତ ଗୋଛାୟତ ଆଜି ଘର ପାଖ ନଦୀରେ ଗାଧୋଇଥିବା ବେଳେ ଗୋଡ଼ ଖସି ଯିବାରୁ ନଦୀରେ ଥିବା ଗଣ୍ଡରେ ପଡିଯାଇଥିଲେ। ସଙ୍ଗେସଙ୍ଗେ ନଦୀ ପାଖରେ ଜଣେ ବ୍ୟକ୍ତି ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଓ ସ୍ଥାନୀୟ ଲୋକମାନେ ଅମିତକୁ ଉଦ୍ଧାର କରି ସିମୁଳିଆ ମେଡିକାଲ ରେ […]

ବାଲେଶ୍ବର: ନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ମିରିପୁରଖଇରା ଗ୍ରାମର ବ୍ରହ୍ମାନନ୍ଦ ଗୋଛାୟତଙ୍କ ପୁଅ ଅମିତ ଗୋଛାୟତ ଆଜି ଘର ପାଖ ନଦୀରେ ଗାଧୋଇଥିବା ବେଳେ ଗୋଡ଼ ଖସି ଯିବାରୁ ନଦୀରେ ଥିବା ଗଣ୍ଡରେ ପଡିଯାଇଥିଲେ। ସଙ୍ଗେସଙ୍ଗେ ନଦୀ ପାଖରେ ଜଣେ ବ୍ୟକ୍ତି ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଓ ସ୍ଥାନୀୟ ଲୋକମାନେ ଅମିତକୁ ଉଦ୍ଧାର କରି ସିମୁଳିଆ ମେଡିକାଲ ରେ ଭର୍ତ୍ତି କରିଥିଲେ। ଡାକ୍ତର ଦେଖିବା ପରେ ସେଠାରେ ମୃତ ଘୋଷଣା କରିଥିଲେ । ଉକ୍ତ ଅଂଚଳରେ ଶୋକ ର ଛାୟା ଖେଳି ଯାଇଥିବାବେଳେ ସିମୁଳିଆ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର