ଆଦିବାସୀ ଯୁବତୀଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇବା ଘଟଣା, ଅଭିଯୁକ୍ତ ଗିରଫ…

The Sakala Picture
Published On

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଉପଖଣ୍ଡ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଧ ଗାଁରେ ଜଣେ ଆଦିବାସୀ ଯୁବତୀଙ୍କୁ ଅସଦାଚରଣ ଓ ବିଷ୍ଠା ଆଣି ମୁହଁରେ ଘସି ଜୋରଜବରଦସ୍ତ ତାଙ୍କୁ ଖୁଆଇ ଦେଇଥିବା ଘଟଣା ରାଜ୍ୟରୁ ନେଇ ଦିଲ୍ଲୀ ଯାଏ ଚର୍ଚ୍ଚା ଜୋର ଧରିଥିଲା। ଏହାରି ମଧ୍ୟରେ ଆଜି ଅଭିଯୁକ୍ତ ଅଭୟ ବାଗ ଗିରଫ କରିଛି ବଙ୍ଗୋମୁଣ୍ଡା ପୁଲିସ । ସୂଚନାନୁସାରେ, ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ସମ୍ପୃକ୍ତ ଯୁବତୀଜଣକ ଗତ ୧୬ତାରିଖ ଦିନ ଗାଁ ପୋଖରୀରେ ଗାଧୋଇ ଘରକୁ […]

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଉପଖଣ୍ଡ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଧ ଗାଁରେ ଜଣେ ଆଦିବାସୀ ଯୁବତୀଙ୍କୁ ଅସଦାଚରଣ ଓ ବିଷ୍ଠା ଆଣି ମୁହଁରେ ଘସି ଜୋରଜବରଦସ୍ତ ତାଙ୍କୁ ଖୁଆଇ ଦେଇଥିବା ଘଟଣା ରାଜ୍ୟରୁ ନେଇ ଦିଲ୍ଲୀ ଯାଏ ଚର୍ଚ୍ଚା ଜୋର ଧରିଥିଲା। ଏହାରି ମଧ୍ୟରେ ଆଜି ଅଭିଯୁକ୍ତ ଅଭୟ ବାଗ ଗିରଫ କରିଛି ବଙ୍ଗୋମୁଣ୍ଡା ପୁଲିସ ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ସୂଚନାନୁସାରେ, ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ସମ୍ପୃକ୍ତ ଯୁବତୀଜଣକ ଗତ ୧୬ତାରିଖ ଦିନ ଗାଁ ପୋଖରୀରେ ଗାଧୋଇ ଘରକୁ ଫେରୁଥିବା ବେଳେ ସେହି ଗ୍ରାମର ଅଭୟ ବାଗ ଦୌଡ଼ି ଆସି ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲା। ଯୁବତୀଜଣକ ଚିତ୍କାର କରିବାରୁ ତାଙ୍କ ବଡ଼ ମା’ ଚମ୍ପା ମିର୍ଦ୍ଧା ଆସି ଛଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭୟ ତାଙ୍କୁ ମଧ୍ୟ ଆକ୍ରମଣ କରି ଗାଳିଗୁଲଜ କରିଥିଲା। ପରେ ଅଭୟ ବିଷ୍ଠା ଆଣି ଯୁବତୀଙ୍କ ମୁହଁରେ ଘସି ଜୋରଜବରଦସ୍ତ ତାଙ୍କୁ ଖୁଆଇ ଦେଇଥିଲା। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଗୁରୁବାର ଅଭିଯୁକ୍ତ ଅଭୟ ବାଗକୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

21 Nov 2024 By The Sakala

ଆଦିବାସୀ ଯୁବତୀଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇବା ଘଟଣା, ଅଭିଯୁକ୍ତ ଗିରଫ…

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଉପଖଣ୍ଡ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଧ ଗାଁରେ ଜଣେ ଆଦିବାସୀ ଯୁବତୀଙ୍କୁ ଅସଦାଚରଣ ଓ ବିଷ୍ଠା ଆଣି ମୁହଁରେ ଘସି ଜୋରଜବରଦସ୍ତ ତାଙ୍କୁ ଖୁଆଇ ଦେଇଥିବା ଘଟଣା ରାଜ୍ୟରୁ ନେଇ ଦିଲ୍ଲୀ ଯାଏ ଚର୍ଚ୍ଚା ଜୋର ଧରିଥିଲା। ଏହାରି ମଧ୍ୟରେ ଆଜି ଅଭିଯୁକ୍ତ ଅଭୟ ବାଗ ଗିରଫ କରିଛି ବଙ୍ଗୋମୁଣ୍ଡା ପୁଲିସ ।

ସୂଚନାନୁସାରେ, ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ସମ୍ପୃକ୍ତ ଯୁବତୀଜଣକ ଗତ ୧୬ତାରିଖ ଦିନ ଗାଁ ପୋଖରୀରେ ଗାଧୋଇ ଘରକୁ ଫେରୁଥିବା ବେଳେ ସେହି ଗ୍ରାମର ଅଭୟ ବାଗ ଦୌଡ଼ି ଆସି ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲା। ଯୁବତୀଜଣକ ଚିତ୍କାର କରିବାରୁ ତାଙ୍କ ବଡ଼ ମା’ ଚମ୍ପା ମିର୍ଦ୍ଧା ଆସି ଛଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭୟ ତାଙ୍କୁ ମଧ୍ୟ ଆକ୍ରମଣ କରି ଗାଳିଗୁଲଜ କରିଥିଲା। ପରେ ଅଭୟ ବିଷ୍ଠା ଆଣି ଯୁବତୀଙ୍କ ମୁହଁରେ ଘସି ଜୋରଜବରଦସ୍ତ ତାଙ୍କୁ ଖୁଆଇ ଦେଇଥିଲା। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଗୁରୁବାର ଅଭିଯୁକ୍ତ ଅଭୟ ବାଗକୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର