ସୁଲିଆ ଘାଟିରେ ବୁଲୁଛି ବାଘ !

The Sakala Picture
Published On

ବଲାଙ୍ଗିର : ବଲାଙ୍ଗିର ଠାରୁ ଖଇରଗୁଡ଼ାସ୍ଥିତ ପ୍ରସିଦ୍ଧ ସୁଲିଆ ପୀଠକୁ ଯିବା ରାସ୍ତାରେ ସୁଲିଆ ଘାଟି ଠାରେ ଏକ ମହାବଳ ବାଘ ବୁଲୁଥିବା ଗୁଜବ ଚାରିଆଡ଼େ ପ୍ରଚାରିତ ହେବାରେ ଲାଗିଛି। ଗତ ଶନିବାର ଦିନ ଦ୍ୱିପ୍ରହରରେ ଏହି ବାଘ ବାହାରିଥିବା କୁହାଯାଉଥିବାବେଳେ ଏକ ଫଟୋ ମଧ୍ୟ ଭାଇରାଲ୍‍ ହେବାରେ ଲାଗିଛି। ଏହି ଫଟୋରେ ବାଘଟି ରାସ୍ତ ମଝିରେ ଚାଲୁଥିବା ଦେଖିବାକୁ ମିଳିଛି। ତେବେ ଫଟୋଟିକୁ ଠିକ୍‍ ଭାବରେ ଦେଖିଲେ ଏହାକୁ ଏଡିଟିଙ୍ଗ କରାଯାଇଥିବା ଜଣାପଡୁଛି। ବାଘ ବୁଲୁଥିବା […]

ବଲାଙ୍ଗିର : ବଲାଙ୍ଗିର ଠାରୁ ଖଇରଗୁଡ଼ାସ୍ଥିତ ପ୍ରସିଦ୍ଧ ସୁଲିଆ ପୀଠକୁ ଯିବା ରାସ୍ତାରେ ସୁଲିଆ ଘାଟି ଠାରେ ଏକ ମହାବଳ ବାଘ ବୁଲୁଥିବା ଗୁଜବ ଚାରିଆଡ଼େ ପ୍ରଚାରିତ ହେବାରେ ଲାଗିଛି। ଗତ ଶନିବାର ଦିନ ଦ୍ୱିପ୍ରହରରେ ଏହି ବାଘ ବାହାରିଥିବା କୁହାଯାଉଥିବାବେଳେ ଏକ ଫଟୋ ମଧ୍ୟ ଭାଇରାଲ୍‍ ହେବାରେ ଲାଗିଛି। ଏହି ଫଟୋରେ ବାଘଟି ରାସ୍ତ ମଝିରେ ଚାଲୁଥିବା ଦେଖିବାକୁ ମିଳିଛି। ତେବେ ଫଟୋଟିକୁ ଠିକ୍‍ ଭାବରେ ଦେଖିଲେ ଏହାକୁ ଏଡିଟିଙ୍ଗ କରାଯାଇଥିବା ଜଣାପଡୁଛି। ବାଘ ବୁଲୁଥିବା ଗୁଜବ ଚାରିଆଡ଼େ ପ୍ରଚାରିତ ହେଉଥିବାରୁ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀଙ୍କ ମନରେ ଭୟ ପ୍ରକାଶ ପାଇଛି। ପ୍ରସିଦ୍ଧ ଶୁଲିଆ ଯାତ୍ରାକୁ ମଧ୍ୟ ଆଉ ଦୁଇ ଦିନ ଥିବାରୁ ଏଭଳି ଗୁଜବ ପ୍ରଚାରିତ ହେଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର