ବଜ୍ରାଘାତରେ ପୁଅ ମୃତ, ମା’ ଗୁରୁତର

The Sakala Picture
Published On

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଧୁଣ୍ଡିମହୁଲ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ପୁଅର ମୃତ୍ଯୁ ଘଟିଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ମୃତ ପୁଅର ନାଁ ଗଜନନ ସାହୁ (୨୧) ହୋଇଥିବା ବେଳେ ଗୁରୁତର ହୋଇଥିବା ମାଆଙ୍କ ନାଁ ଭୋଦେଇ ସାହୁ(୫୫)। ଗଜନନଙ୍କ ମୃତଦେହକୁ ପାଞ୍ଚନାମା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିବା ବେଳେ ମାଆକୁ ଟିଟିଲାଗଡ଼ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଯଦୁ ସାହୁ, ପୁଅ […]

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଧୁଣ୍ଡିମହୁଲ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ପୁଅର ମୃତ୍ଯୁ ଘଟିଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ମୃତ ପୁଅର ନାଁ ଗଜନନ ସାହୁ (୨୧) ହୋଇଥିବା ବେଳେ ଗୁରୁତର ହୋଇଥିବା ମାଆଙ୍କ ନାଁ ଭୋଦେଇ ସାହୁ(୫୫)। ଗଜନନଙ୍କ ମୃତଦେହକୁ ପାଞ୍ଚନାମା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିବା ବେଳେ ମାଆକୁ ଟିଟିଲାଗଡ଼ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଖବର ଅନୁଯାୟୀ, ଯଦୁ ସାହୁ, ପୁଅ ଗଜନନ ଓ ସ୍ତ୍ରୀ ଭୋଦେଇ ସହ ବିଲକୁ ଯାଇଥିଲେ। କାମ ସାରି ଘରକୁ ଫେରିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ମାଆ ଓ ପୁଅ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର