ବିଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଜଣେ ବ୍ଯକ୍ତି ଗୁରୁତର

The Sakala Picture
Published On

ତୁରେକେଲା: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ମହୁଲବାହାଲି ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ଯକ୍ତି ଗୁରୁତର ଆହତ ହୋଇଛନ୍ତି। ଉକ୍ତ ବ୍ଯକ୍ତିଙ୍କ ନାଁ ରାମସେ ମାଝି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ଯ ଯେ, ଆଜି ସକାଳ ସମୟରେ ରାମସେ ତାଙ୍କ ବିଲକୁ ଯାଇଥିଲେ। ସେ ବିଲରେ ପହଞ୍ଚିବା ପରେ ତାଙ୍କୁ ୩ଟି ଭାଲୁ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରେ ରାମସେ ଗୁରୁତର ହୋଇଛନ୍ତି। ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାମସେକୁ ଗାଁ ଲୋକେ ଉଦ୍ଧାର କରି ଚିକିତ୍ସି ପାଇଁ ଆମ୍ବୁଲାନ୍ସ […]

ତୁରେକେଲା: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ମହୁଲବାହାଲି ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ଯକ୍ତି ଗୁରୁତର ଆହତ ହୋଇଛନ୍ତି। ଉକ୍ତ ବ୍ଯକ୍ତିଙ୍କ ନାଁ ରାମସେ ମାଝି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସୂଚନାଯୋଗ୍ଯ ଯେ, ଆଜି ସକାଳ ସମୟରେ ରାମସେ ତାଙ୍କ ବିଲକୁ ଯାଇଥିଲେ। ସେ ବିଲରେ ପହଞ୍ଚିବା ପରେ ତାଙ୍କୁ ୩ଟି ଭାଲୁ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରେ ରାମସେ ଗୁରୁତର ହୋଇଛନ୍ତି। ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାମସେକୁ ଗାଁ ଲୋକେ ଉଦ୍ଧାର କରି ଚିକିତ୍ସି ପାଇଁ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ମଧ୍ଯ ସେହି ଅଞ୍ଚଳରରେ ଭାଲୁ ମାନେ ବୁଲୁଥିବାର ଦେଖିବାକୁ ମିଳିଛି। ଯାହାଫଳରେ ସ୍ଥାନୀୟଲୋକେ ଭୟଭୀତ ଥିବା ଜଣାପଡ଼ଛି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

24 Oct 2023 By The Sakala

ବିଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଜଣେ ବ୍ଯକ୍ତି ଗୁରୁତର

ତୁରେକେଲା: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ମହୁଲବାହାଲି ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ଯକ୍ତି ଗୁରୁତର ଆହତ ହୋଇଛନ୍ତି। ଉକ୍ତ ବ୍ଯକ୍ତିଙ୍କ ନାଁ ରାମସେ ମାଝି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ଯ ଯେ, ଆଜି ସକାଳ ସମୟରେ ରାମସେ ତାଙ୍କ ବିଲକୁ ଯାଇଥିଲେ। ସେ ବିଲରେ ପହଞ୍ଚିବା ପରେ ତାଙ୍କୁ ୩ଟି ଭାଲୁ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରେ ରାମସେ ଗୁରୁତର ହୋଇଛନ୍ତି। ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାମସେକୁ ଗାଁ ଲୋକେ ଉଦ୍ଧାର କରି ଚିକିତ୍ସି ପାଇଁ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ମଧ୍ଯ ସେହି ଅଞ୍ଚଳରରେ ଭାଲୁ ମାନେ ବୁଲୁଥିବାର ଦେଖିବାକୁ ମିଳିଛି। ଯାହାଫଳରେ ସ୍ଥାନୀୟଲୋକେ ଭୟଭୀତ ଥିବା ଜଣାପଡ଼ଛି।

https://www.thesakala.in/latest-odisha-news/balangir/one-is-seriously-injured-in-a-bear-attack/article-26661
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର