କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

The Sakala Picture
Published On

ତୁରେକେଲା: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୋରୁ ବଜାର ଠାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ପାଇଁ ଲାଲ ରଙ୍ଗରେ ଲେଖା ଯାଇଛି । ୧୫ ଦିନ ଭିତରେ ହତ୍ୟା ପାଇଁ ଧମକ ଦିଆଯାଇଛି । ଏକ ଫଟୋ ମଧ୍ୟ ପୋଷ୍ଟରରେ ଲାଗିଛି । ସହର ଭିତରେ କିଏ ଓ କେମିତି ଏହି ପୋଷ୍ଟର ଲଗାଇଛି ତାହା […]

ତୁରେକେଲା: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୋରୁ ବଜାର ଠାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ପାଇଁ ଲାଲ ରଙ୍ଗରେ ଲେଖା ଯାଇଛି । ୧୫ ଦିନ ଭିତରେ ହତ୍ୟା ପାଇଁ ଧମକ ଦିଆଯାଇଛି । ଏକ ଫଟୋ ମଧ୍ୟ ପୋଷ୍ଟରରେ ଲାଗିଛି । ସହର ଭିତରେ କିଏ ଓ କେମିତି ଏହି ପୋଷ୍ଟର ଲଗାଇଛି ତାହା ଅସ୍ପଷ୍ଟ। କଣ୍ଟାବାଞ୍ଜି ସହରରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ଖବର ପାଇ କଣ୍ଟାବାଞ୍ଜି ପୁଲିସ ଲାଗିଥିବା ପୋଷ୍ଟର ଗୁଡିକ ଜବତ କରି ଅଧିକ ତଦନ୍ତ କରୁଛି । ତେବେ  ଏ ନେଇ କଣ୍ଟାବାଞ୍ଜି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

19 Feb 2024 By The Sakala

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

ତୁରେକେଲା: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୋରୁ ବଜାର ଠାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ପାଇଁ ଲାଲ ରଙ୍ଗରେ ଲେଖା ଯାଇଛି । ୧୫ ଦିନ ଭିତରେ ହତ୍ୟା ପାଇଁ ଧମକ ଦିଆଯାଇଛି । ଏକ ଫଟୋ ମଧ୍ୟ ପୋଷ୍ଟରରେ ଲାଗିଛି । ସହର ଭିତରେ କିଏ ଓ କେମିତି ଏହି ପୋଷ୍ଟର ଲଗାଇଛି ତାହା ଅସ୍ପଷ୍ଟ। କଣ୍ଟାବାଞ୍ଜି ସହରରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ଖବର ପାଇ କଣ୍ଟାବାଞ୍ଜି ପୁଲିସ ଲାଗିଥିବା ପୋଷ୍ଟର ଗୁଡିକ ଜବତ କରି ଅଧିକ ତଦନ୍ତ କରୁଛି । ତେବେ  ଏ ନେଇ କଣ୍ଟାବାଞ୍ଜି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

https://www.thesakala.in/latest-odisha-news/balangir/kantabanji-mla-santosh-singh-saluja-receives-death-threats/article-30021
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର