ଦନ୍ତାହାତୀକୁ ଗୁଳି କରି ହତ୍ୟାପରେ ଦାନ୍ତ କାଢିନେଲେ ଶିକାରୀ

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଳରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି।  ଗତକାଲି ଠାରୁ ହାତୀର ମୃତ୍ୟୁ  ଘଟିଥିବା ଜଣାପଡ଼ିଛି। ମୃତ ଦନ୍ତାର ଦାନ୍ତ କାଢି ନେଇଛନ୍ତି ଦୁର୍ବୃତ୍ତ। ତେବେ ଦନ୍ତାହାତୀକୁ ଗୁଳି କରି ହତ୍ୟା କରିବା ପରେ ଗୋଟିଏ ଦାନ୍ତ ଶିକାରୀ କାଢି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତକାଲି ୧୨ ଟିକିଆ ହାତୀପଲ ସହ ଥିଲା ଏହି ଦନ୍ତା । ଘଟଣାସ୍ଥଳରେ ବଲାଙ୍ଗୀର ଡିଏଫଓଙ୍କ ସମେତ ବନବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି […]

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଳରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି।  ଗତକାଲି ଠାରୁ ହାତୀର ମୃତ୍ୟୁ  ଘଟିଥିବା ଜଣାପଡ଼ିଛି। ମୃତ ଦନ୍ତାର ଦାନ୍ତ କାଢି ନେଇଛନ୍ତି ଦୁର୍ବୃତ୍ତ। ତେବେ ଦନ୍ତାହାତୀକୁ ଗୁଳି କରି ହତ୍ୟା କରିବା ପରେ ଗୋଟିଏ ଦାନ୍ତ ଶିକାରୀ କାଢି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତକାଲି ୧୨ ଟିକିଆ ହାତୀପଲ ସହ ଥିଲା ଏହି ଦନ୍ତା । ଘଟଣାସ୍ଥଳରେ ବଲାଙ୍ଗୀର ଡିଏଫଓଙ୍କ ସମେତ ବନବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

08 Oct 2024 By The Sakala

ଦନ୍ତାହାତୀକୁ ଗୁଳି କରି ହତ୍ୟାପରେ ଦାନ୍ତ କାଢିନେଲେ ଶିକାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଳରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି।  ଗତକାଲି ଠାରୁ ହାତୀର ମୃତ୍ୟୁ  ଘଟିଥିବା ଜଣାପଡ଼ିଛି। ମୃତ ଦନ୍ତାର ଦାନ୍ତ କାଢି ନେଇଛନ୍ତି ଦୁର୍ବୃତ୍ତ। ତେବେ ଦନ୍ତାହାତୀକୁ ଗୁଳି କରି ହତ୍ୟା କରିବା ପରେ ଗୋଟିଏ ଦାନ୍ତ ଶିକାରୀ କାଢି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତକାଲି ୧୨ ଟିକିଆ ହାତୀପଲ ସହ ଥିଲା ଏହି ଦନ୍ତା । ଘଟଣାସ୍ଥଳରେ ବଲାଙ୍ଗୀର ଡିଏଫଓଙ୍କ ସମେତ ବନବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର