ବାହାନଗା ଟ୍ରେନ୍ ଟ୍ରାଜେଡି, ନିଲମ୍ବିତ ହେଲେ ୭ ରେଳ କର୍ମଚାରୀ

The Sakala Picture
Published On

ବାହାନଗା: ବାହାନଗା ଟ୍ରେନ୍ ଟ୍ରାଜେଡି । ୭ ରେଳ କର୍ମଚାରୀ ନିଲମ୍ବିତ । ଗିରଫ ୩ କର୍ମଚାରୀଙ୍କ ସହ ୭ ଜଣ ସସପେଣ୍ଡ୍ । ସିଆରଏସଙ୍କ ତଦନ୍ତରେ ଅନ୍ୟ ୪ ଜଣଙ୍କ ସମ୍ପୃକ୍ତି ଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଡ୍ୟୁଟିରେ ଖିଲାପ କରିଥିବାରୁ କାର୍ୟ୍ୟାନୁଷ୍ଠାନ ନେଲେ ରେଲୱେ ଜିଏମ ଅନୀଲ ମିଶ୍ରା । ସିବିଆଇ ଓ ସିଆରଏସଙ୍କ ତଦନ୍ତ ଏବେ ବି ଜାରି ରହିଛି । ଆଜି ତଦନ୍ତ ପାଇଁ ଷ୍ଟେସନରେ ପହଞ୍ଚିଥିଲେ ଡି.ଆର.ଏମ ଓ […]

ବାହାନଗା: ବାହାନଗା ଟ୍ରେନ୍ ଟ୍ରାଜେଡି । ୭ ରେଳ କର୍ମଚାରୀ ନିଲମ୍ବିତ । ଗିରଫ ୩ କର୍ମଚାରୀଙ୍କ ସହ ୭ ଜଣ ସସପେଣ୍ଡ୍ । ସିଆରଏସଙ୍କ ତଦନ୍ତରେ ଅନ୍ୟ ୪ ଜଣଙ୍କ ସମ୍ପୃକ୍ତି ଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଡ୍ୟୁଟିରେ ଖିଲାପ କରିଥିବାରୁ କାର୍ୟ୍ୟାନୁଷ୍ଠାନ ନେଲେ ରେଲୱେ ଜିଏମ ଅନୀଲ ମିଶ୍ରା । ସିବିଆଇ ଓ ସିଆରଏସଙ୍କ ତଦନ୍ତ ଏବେ ବି ଜାରି ରହିଛି । ଆଜି ତଦନ୍ତ ପାଇଁ ଷ୍ଟେସନରେ ପହଞ୍ଚିଥିଲେ ଡି.ଆର.ଏମ ଓ ଜି.ଏମ ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ବାହାନଗାରେ ରେଳ ଦୁର୍ଘଟଣାକୁ ମାସେ ୧୦ ଦିନ ବିତିଲାଣି । ରେଳ ଚଳାଚଳ ସ୍ବଭାବିକ ହୋଇଛି । ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନରେ ନୂତନ ଭାବେ ଯୋଗ ଦେଇଥିବା ଡିଆରଏମ କେ.ଆର ଚୌଧୁରୀ ଓ ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ର ବାହାନଗା ରେଳ ଷ୍ଟେସନକୁ ଆସି ସମସ୍ତ ବିଭାଗରେ ତଦାରଖ କରିବା ସହ ରେଳ ଟ୍ରାକ ତଦାରଖ କରିଛନ୍ତି। ଷ୍ଟେସନରୁ ରେଳ ଧାରଣା ଦେଇ ଅନୁଧ୍ୟାନ କରି ଉତ୍ତର କ୍ୟାବିନ ନିକଟରେ ପହଞ୍ଚିଥିଲେ । ଦୁର୍ଘଟଣା ଘଟିଥିବା ସ୍ଥାନ, ଲୁପ୍‌ ଲାଇନ ଓ ପ୍ୟାନେଲ ରୁମରେ ଅନୁଧ୍ୟାନ କରିଥିଲେ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

12 Jul 2023 By The Sakala

ବାହାନଗା ଟ୍ରେନ୍ ଟ୍ରାଜେଡି, ନିଲମ୍ବିତ ହେଲେ ୭ ରେଳ କର୍ମଚାରୀ

ବାହାନଗା: ବାହାନଗା ଟ୍ରେନ୍ ଟ୍ରାଜେଡି । ୭ ରେଳ କର୍ମଚାରୀ ନିଲମ୍ବିତ । ଗିରଫ ୩ କର୍ମଚାରୀଙ୍କ ସହ ୭ ଜଣ ସସପେଣ୍ଡ୍ । ସିଆରଏସଙ୍କ ତଦନ୍ତରେ ଅନ୍ୟ ୪ ଜଣଙ୍କ ସମ୍ପୃକ୍ତି ଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଡ୍ୟୁଟିରେ ଖିଲାପ କରିଥିବାରୁ କାର୍ୟ୍ୟାନୁଷ୍ଠାନ ନେଲେ ରେଲୱେ ଜିଏମ ଅନୀଲ ମିଶ୍ରା । ସିବିଆଇ ଓ ସିଆରଏସଙ୍କ ତଦନ୍ତ ଏବେ ବି ଜାରି ରହିଛି । ଆଜି ତଦନ୍ତ ପାଇଁ ଷ୍ଟେସନରେ ପହଞ୍ଚିଥିଲେ ଡି.ଆର.ଏମ ଓ ଜି.ଏମ ।

ବାହାନଗାରେ ରେଳ ଦୁର୍ଘଟଣାକୁ ମାସେ ୧୦ ଦିନ ବିତିଲାଣି । ରେଳ ଚଳାଚଳ ସ୍ବଭାବିକ ହୋଇଛି । ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନରେ ନୂତନ ଭାବେ ଯୋଗ ଦେଇଥିବା ଡିଆରଏମ କେ.ଆର ଚୌଧୁରୀ ଓ ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ର ବାହାନଗା ରେଳ ଷ୍ଟେସନକୁ ଆସି ସମସ୍ତ ବିଭାଗରେ ତଦାରଖ କରିବା ସହ ରେଳ ଟ୍ରାକ ତଦାରଖ କରିଛନ୍ତି। ଷ୍ଟେସନରୁ ରେଳ ଧାରଣା ଦେଇ ଅନୁଧ୍ୟାନ କରି ଉତ୍ତର କ୍ୟାବିନ ନିକଟରେ ପହଞ୍ଚିଥିଲେ । ଦୁର୍ଘଟଣା ଘଟିଥିବା ସ୍ଥାନ, ଲୁପ୍‌ ଲାଇନ ଓ ପ୍ୟାନେଲ ରୁମରେ ଅନୁଧ୍ୟାନ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର