ନଭେମ୍ବର ୬ରେ ବଡ଼ଓଷା , ବଡ଼ସିଂହାର ବେଶରେ ଦର୍ଶନ ଦେବେ ଧବଳେଶ୍ଵର

The Sakala Picture
Published On

କଟକ: ଧବଳେଶ୍ଵରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।  ଚଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୬ ତାରିଖରେ ବଡ଼ଓଷା ପାଳିତ ହେବ । ଏହାପରେ ୭ ତାରିଖ ସକାଳେ ମିଳିବ ଗଜଭୋଗ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ମିଳିଛି ସୂଚନା। ଆଜିର ଏହି ବୈଠକ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି […]

କଟକ: ଧବଳେଶ୍ଵରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।  ଚଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୬ ତାରିଖରେ ବଡ଼ଓଷା ପାଳିତ ହେବ । ଏହାପରେ ୭ ତାରିଖ ସକାଳେ ମିଳିବ ଗଜଭୋଗ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ମିଳିଛି ସୂଚନା। ଆଜିର ଏହି ବୈଠକ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ୪ କିଲୋମିଟର ବୁହାହେଲା ମୃତଦେହ

ପୂଜକ ସମିତି ସଭାପତିଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ଯନ୍ତ କାର୍ତ୍ତିକ ବ୍ରତ ପାଳନ ହେବ। ଏହାପରେ ନଭେମ୍ବର ୪ରୁ ୮ ତାରିଖ ପର୍ଯ୍ଯନ୍ତ ପଞ୍ଚକ ବ୍ରତ ପାଳନ ହେବ। ନଭେମ୍ବର ୬ ତାରିଖ ରବିବାର ବଡ଼ଓଷା ପଡ଼ିବ। ନଭେମ୍ବର ୬ରେ ବଡ଼ ଓଷା ହେବା ସହ ୭ ସୋମବାର ସକାଳେ ଗଜଭୋଗ ମିଳିବ।  ୦୯/୧୧/୨୦୨୨ ପୂର୍ଣ୍ଣିମା ଦିନ ଗ୍ରହଣ ପଡ଼ୁଥିବାରୁ ୦୮/୧୧/୨୦୨୨ ରାସ ପୂର୍ଣ୍ଣିମା ଦିନ କାର୍ତ୍ତିକ ବ୍ରତ ସମାପନ କରାଯିବ। ବଡ଼ଓଷା ଦିନ ବଡ଼ସିଂହାର ବେଶରେ ଦର୍ଶନ ଦେବେ ଧବଳେଶ୍ଵର।

ଆହୁରି ପଢ଼ନ୍ତୁ: ଭଦ୍ରକରେ ପୁଣି ବନ୍ୟା ଆଶଙ୍କା: ଫୁଲୁଛି ସାଳନ୍ଦୀ ଓ ବୈତରଣୀ ନଦୀ, ଖୋଲିଲା ହଦଗଡ଼ ଡ୍ୟାମର ୨ଟି ଗେଟ୍

23 Sep 2022 By The Sakala

ନଭେମ୍ବର ୬ରେ ବଡ଼ଓଷା , ବଡ଼ସିଂହାର ବେଶରେ ଦର୍ଶନ ଦେବେ ଧବଳେଶ୍ଵର

କଟକ: ଧବଳେଶ୍ଵରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।  ଚଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୬ ତାରିଖରେ ବଡ଼ଓଷା ପାଳିତ ହେବ । ଏହାପରେ ୭ ତାରିଖ ସକାଳେ ମିଳିବ ଗଜଭୋଗ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ମିଳିଛି ସୂଚନା। ଆଜିର ଏହି ବୈଠକ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ପୂଜକ ସମିତି ସଭାପତିଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ଯନ୍ତ କାର୍ତ୍ତିକ ବ୍ରତ ପାଳନ ହେବ। ଏହାପରେ ନଭେମ୍ବର ୪ରୁ ୮ ତାରିଖ ପର୍ଯ୍ଯନ୍ତ ପଞ୍ଚକ ବ୍ରତ ପାଳନ ହେବ। ନଭେମ୍ବର ୬ ତାରିଖ ରବିବାର ବଡ଼ଓଷା ପଡ଼ିବ। ନଭେମ୍ବର ୬ରେ ବଡ଼ ଓଷା ହେବା ସହ ୭ ସୋମବାର ସକାଳେ ଗଜଭୋଗ ମିଳିବ।  ୦୯/୧୧/୨୦୨୨ ପୂର୍ଣ୍ଣିମା ଦିନ ଗ୍ରହଣ ପଡ଼ୁଥିବାରୁ ୦୮/୧୧/୨୦୨୨ ରାସ ପୂର୍ଣ୍ଣିମା ଦିନ କାର୍ତ୍ତିକ ବ୍ରତ ସମାପନ କରାଯିବ। ବଡ଼ଓଷା ଦିନ ବଡ଼ସିଂହାର ବେଶରେ ଦର୍ଶନ ଦେବେ ଧବଳେଶ୍ଵର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର