ତୃପ୍ତି-ବାବୁସାନ-ପ୍ରକୃତିଙ୍କ ସମ୍ପର୍କ କନ୍ଦଳ: ଭିଡ଼ିଓ କରି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ

The Sakala Picture
Published On

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତା ବାବୁସାନ୍। ଭିଡ଼ିଓ କରି କ୍ଷମା ମାଗିଲେ  କିନ୍ତୁ ଏ କ୍ଷମା ଓଡ଼ିଶାବାସୀଙ୍କୁ ମାଗିଛନ୍ତି ଅଭିନେତା ବାବୁସାନ। ପ୍ରକୃତି ମିଶ୍ର ଓ ତାଙ୍କ ନାଁ ନେଇ ଯେଉଁ ଚର୍ଚ୍ଚା ଧରିଥିଲା ଏବଂ ଉଭୟ ପରିବାର ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ତାହାକୁ ନେଇ ମୁହଁ ଖୋଲିଛନ୍ତି ବାବୁସାନ୍। ତାଙ୍କ ଆଖିରେ ଅନୁତାପର ଲୁହ । କହିଲେ ଏମିତି ଭୁଲ ଆଉ କେବେ ହେବନି । ସମଗ୍ର ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ ମହାନ୍ତି। […]

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତା ବାବୁସାନ୍। ଭିଡ଼ିଓ କରି କ୍ଷମା ମାଗିଲେ  କିନ୍ତୁ ଏ କ୍ଷମା ଓଡ଼ିଶାବାସୀଙ୍କୁ ମାଗିଛନ୍ତି ଅଭିନେତା ବାବୁସାନ। ପ୍ରକୃତି ମିଶ୍ର ଓ ତାଙ୍କ ନାଁ ନେଇ ଯେଉଁ ଚର୍ଚ୍ଚା ଧରିଥିଲା ଏବଂ ଉଭୟ ପରିବାର ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ତାହାକୁ ନେଇ ମୁହଁ ଖୋଲିଛନ୍ତି ବାବୁସାନ୍। ତାଙ୍କ ଆଖିରେ ଅନୁତାପର ଲୁହ । କହିଲେ ଏମିତି ଭୁଲ ଆଉ କେବେ ହେବନି । ସମଗ୍ର ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ ମହାନ୍ତି।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ଭିଡ଼ିଓରେ ବାବୁସାନ କହିଛନ୍ତି, ମୋ ସ୍ତ୍ରୀ ଓ ଶ୍ବଶୂର ବହୁତ କଷ୍ଟ ପାଇଲେଣି। ସେମାନଙ୍କ ନାମରେ ମକଦ୍ଦମା ହୋଇଛି। ତେଣୁ ଆଗକୁ ଏଭଳି ଭୁଲ ଆଉ କେବେ କରିବିନି । ଏକ ଭିଡିଓ ଜାରି କରି ଦୁଃଖ ଭରା କଣ୍ଠରେ ଏମିତି କହିଛନ୍ତି ବାବୁସାନ । କିଛି ଦିନତଳେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ସଂପର୍କକୁ ନେଇ ରାସ୍ତା ଉପରେ ଘଟିଥିଲା ଘଟଣା।

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

ବାବସାନଙ୍କ ପତ୍ନୀ ତୃପ୍ତି ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରିବା ସବ ସ୍ୱାମୀ ବାବୁସାନଙ୍କୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା। ଚେନ୍ନାଇରେ ରହି ମଧ୍ୟ ବାବୁସାନ କିଛି ଭିଡ଼ିଓ କରିଥିଲେ। ଯାହା ଘଟଣାକୁ ନେଇ ଅଧିକ ଚର୍ଚ୍ଚା ଧରିଥିଲା । ପରେ ଉଭୟ ପରିବାର ମଧ୍ୟରେ ବହୁ ବାଦ ବିବାଦ ପରେ ମାମଲା ଥଣ୍ଡା ପଡିଥିଲା । ହେଲେ ଆଜି ହଠାତ୍ ବାବୁସାନ ପୁଣି ଏକ ଭିଡ଼ିଓ କରିବା ସହ କ୍ଷମା ମାଗିଛନ୍ତି । ସ୍ତ୍ରୀ ଏବଂ ଶ୍ୱଶୁରଙ୍କର କିଛି କ୍ଷତି ହେବନି ବୋଲି କହିଛନ୍ତି ବାବୁସାନ୍।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

20 Aug 2022 By The Sakala

ତୃପ୍ତି-ବାବୁସାନ-ପ୍ରକୃତିଙ୍କ ସମ୍ପର୍କ କନ୍ଦଳ: ଭିଡ଼ିଓ କରି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତା ବାବୁସାନ୍। ଭିଡ଼ିଓ କରି କ୍ଷମା ମାଗିଲେ  କିନ୍ତୁ ଏ କ୍ଷମା ଓଡ଼ିଶାବାସୀଙ୍କୁ ମାଗିଛନ୍ତି ଅଭିନେତା ବାବୁସାନ। ପ୍ରକୃତି ମିଶ୍ର ଓ ତାଙ୍କ ନାଁ ନେଇ ଯେଉଁ ଚର୍ଚ୍ଚା ଧରିଥିଲା ଏବଂ ଉଭୟ ପରିବାର ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ତାହାକୁ ନେଇ ମୁହଁ ଖୋଲିଛନ୍ତି ବାବୁସାନ୍। ତାଙ୍କ ଆଖିରେ ଅନୁତାପର ଲୁହ । କହିଲେ ଏମିତି ଭୁଲ ଆଉ କେବେ ହେବନି । ସମଗ୍ର ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ ମହାନ୍ତି।

ଭିଡ଼ିଓରେ ବାବୁସାନ କହିଛନ୍ତି, ମୋ ସ୍ତ୍ରୀ ଓ ଶ୍ବଶୂର ବହୁତ କଷ୍ଟ ପାଇଲେଣି। ସେମାନଙ୍କ ନାମରେ ମକଦ୍ଦମା ହୋଇଛି। ତେଣୁ ଆଗକୁ ଏଭଳି ଭୁଲ ଆଉ କେବେ କରିବିନି । ଏକ ଭିଡିଓ ଜାରି କରି ଦୁଃଖ ଭରା କଣ୍ଠରେ ଏମିତି କହିଛନ୍ତି ବାବୁସାନ । କିଛି ଦିନତଳେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ସଂପର୍କକୁ ନେଇ ରାସ୍ତା ଉପରେ ଘଟିଥିଲା ଘଟଣା।

ବାବସାନଙ୍କ ପତ୍ନୀ ତୃପ୍ତି ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରିବା ସବ ସ୍ୱାମୀ ବାବୁସାନଙ୍କୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା। ଚେନ୍ନାଇରେ ରହି ମଧ୍ୟ ବାବୁସାନ କିଛି ଭିଡ଼ିଓ କରିଥିଲେ। ଯାହା ଘଟଣାକୁ ନେଇ ଅଧିକ ଚର୍ଚ୍ଚା ଧରିଥିଲା । ପରେ ଉଭୟ ପରିବାର ମଧ୍ୟରେ ବହୁ ବାଦ ବିବାଦ ପରେ ମାମଲା ଥଣ୍ଡା ପଡିଥିଲା । ହେଲେ ଆଜି ହଠାତ୍ ବାବୁସାନ ପୁଣି ଏକ ଭିଡ଼ିଓ କରିବା ସହ କ୍ଷମା ମାଗିଛନ୍ତି । ସ୍ତ୍ରୀ ଏବଂ ଶ୍ୱଶୁରଙ୍କର କିଛି କ୍ଷତି ହେବନି ବୋଲି କହିଛନ୍ତି ବାବୁସାନ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର