ଓଡ଼ିଶାର ଛେନାପୋଡ଼କୁ ପ୍ରଶଂସା କଲେ ଆୟୁଷ୍ମାନ୍‌‌ ଖୁରାନା

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ଛେନାପୋଡ଼କୁ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ପ୍ରଶଂସା କରିଛନ୍ତି ବଲିଉଡ ତାରକା ଆୟୁଷ୍ମାନ୍‌‌ ଖୁରାନା। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆୟୁଷ୍ମାନ୍‌‌ ଓଡ଼ିଶା ଆସିଥିବା ବେଳେ ସେ ଛେନାପୋଡ଼ ଖାଇଥିଲେ। ତେବେ ଛେନାପୋଡ଼କୁ ନେଇ ତାଙ୍କ ମନରେ ଯେଉଁ ଭ୍ରମ ରହିଥିଲା ତାହା ଖାଇବା ପରେ ଦୂର ହୋଇଥିବା ସେ କହିଛନ୍ତି। ଛେନାପୋଡ଼ର ଏକ ପାଖ କଳା ରଙ୍ଗ ରହିଥିବା ଭଳି ତାଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ବା କଳା ରଙ୍ଗ ଉଭେଇ ଯାଇଥିବା […]

ଭୁବନେଶ୍ୱର: ଓଡ଼ିଶାର ଛେନାପୋଡ଼କୁ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ପ୍ରଶଂସା କରିଛନ୍ତି ବଲିଉଡ ତାରକା ଆୟୁଷ୍ମାନ୍‌‌ ଖୁରାନା। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆୟୁଷ୍ମାନ୍‌‌ ଓଡ଼ିଶା ଆସିଥିବା ବେଳେ ସେ ଛେନାପୋଡ଼ ଖାଇଥିଲେ। ତେବେ ଛେନାପୋଡ଼କୁ ନେଇ ତାଙ୍କ ମନରେ ଯେଉଁ ଭ୍ରମ ରହିଥିଲା ତାହା ଖାଇବା ପରେ ଦୂର ହୋଇଥିବା ସେ କହିଛନ୍ତି। ଛେନାପୋଡ଼ର ଏକ ପାଖ କଳା ରଙ୍ଗ ରହିଥିବା ଭଳି ତାଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ବା କଳା ରଙ୍ଗ ଉଭେଇ ଯାଇଥିବା ସେ ନିଜ ଟ୍ୱିଟ୍‌‌ରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ବାସ୍ତବରେ ଆୟୁଷ୍ମାନ ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, ଛେନାପୋଡ଼ର ପୋଡ଼ିଯାଇଥିବା ଅଂଶ ବା କଳା ଭାଗଟି ଏତେ ସ୍ୱାଦିଷ୍ଟ ଯେ ମୋ ମନ କିଣିନେଇଛି | ପୋଡା ଭାଗଟି ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ଏହାକୁ ନେଇ ଓଡିଶା ପର୍ଯ୍ୟଟନ ବିଭାଗ ରୀଟ୍ୱିଟ କରି ଲେଖିଛି ଯେ ଆପଣ ପୁଣିଥରେ ଓଡିଶା ଆସିବେ ବୋଲି ଆଶା କରୁଛୁ |

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

16 Feb 2023 By The Sakala

ଓଡ଼ିଶାର ଛେନାପୋଡ଼କୁ ପ୍ରଶଂସା କଲେ ଆୟୁଷ୍ମାନ୍‌‌ ଖୁରାନା

ଭୁବନେଶ୍ୱର: ଓଡ଼ିଶାର ଛେନାପୋଡ଼କୁ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ପ୍ରଶଂସା କରିଛନ୍ତି ବଲିଉଡ ତାରକା ଆୟୁଷ୍ମାନ୍‌‌ ଖୁରାନା। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆୟୁଷ୍ମାନ୍‌‌ ଓଡ଼ିଶା ଆସିଥିବା ବେଳେ ସେ ଛେନାପୋଡ଼ ଖାଇଥିଲେ। ତେବେ ଛେନାପୋଡ଼କୁ ନେଇ ତାଙ୍କ ମନରେ ଯେଉଁ ଭ୍ରମ ରହିଥିଲା ତାହା ଖାଇବା ପରେ ଦୂର ହୋଇଥିବା ସେ କହିଛନ୍ତି। ଛେନାପୋଡ଼ର ଏକ ପାଖ କଳା ରଙ୍ଗ ରହିଥିବା ଭଳି ତାଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ବା କଳା ରଙ୍ଗ ଉଭେଇ ଯାଇଥିବା ସେ ନିଜ ଟ୍ୱିଟ୍‌‌ରେ ଉଲ୍ଲେଖ କରିଛନ୍ତି।

ବାସ୍ତବରେ ଆୟୁଷ୍ମାନ ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, ଛେନାପୋଡ଼ର ପୋଡ଼ିଯାଇଥିବା ଅଂଶ ବା କଳା ଭାଗଟି ଏତେ ସ୍ୱାଦିଷ୍ଟ ଯେ ମୋ ମନ କିଣିନେଇଛି | ପୋଡା ଭାଗଟି ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ଏହାକୁ ନେଇ ଓଡିଶା ପର୍ଯ୍ୟଟନ ବିଭାଗ ରୀଟ୍ୱିଟ କରି ଲେଖିଛି ଯେ ଆପଣ ପୁଣିଥରେ ଓଡିଶା ଆସିବେ ବୋଲି ଆଶା କରୁଛୁ |

https://www.thesakala.in/latest-odisha-news/ayushmann-khurrana-praises-chenapod-of-odisha/article-19001
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର