ଭୁବନେଶ୍ୱରରେ ନିଆଁ ଲାଗି ଜଳିଗଲା ଏଟିଏମ୍‌, କାରଣ ଅସ୍ପଷ୍ଟ

The Sakala Picture
Published On

ଭୁବନେଶ୍ୱର: ଦେଖୁ ଦେଖୁ ନିଆଁ ଲାଗି ଜଳିଗଲା ଏସ୍‌ବିଆଇ ଏଟିଏମ୍‌ । ଭୁବନେଶ୍ଵର ଟଙ୍କପାଣି ରୋଡ୍ ବ୍ରହ୍ମେଶ୍ୱର୍ ପାଟଣା ସ୍ଥିତ ଏସବିଆଇ ଏଟିଏମ୍‌ରେ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲାଗି ଏଟିଏମ୍‌ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଏଟିଏମ୍‌ରେ ଅଗ୍ନିକାଣ୍ଡ ନେଇ ସଠିକ୍‌ କାରଣ ଜଣାପଡିନାହିଁ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ […]

ଭୁବନେଶ୍ୱର: ଦେଖୁ ଦେଖୁ ନିଆଁ ଲାଗି ଜଳିଗଲା ଏସ୍‌ବିଆଇ ଏଟିଏମ୍‌ । ଭୁବନେଶ୍ଵର ଟଙ୍କପାଣି ରୋଡ୍ ବ୍ରହ୍ମେଶ୍ୱର୍ ପାଟଣା ସ୍ଥିତ ଏସବିଆଇ ଏଟିଏମ୍‌ରେ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲାଗି ଏଟିଏମ୍‌ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଏଟିଏମ୍‌ରେ ଅଗ୍ନିକାଣ୍ଡ ନେଇ ସଠିକ୍‌ କାରଣ ଜଣାପଡିନାହିଁ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

07 Feb 2023 By The Sakala

ଭୁବନେଶ୍ୱରରେ ନିଆଁ ଲାଗି ଜଳିଗଲା ଏଟିଏମ୍‌, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଦେଖୁ ଦେଖୁ ନିଆଁ ଲାଗି ଜଳିଗଲା ଏସ୍‌ବିଆଇ ଏଟିଏମ୍‌ । ଭୁବନେଶ୍ଵର ଟଙ୍କପାଣି ରୋଡ୍ ବ୍ରହ୍ମେଶ୍ୱର୍ ପାଟଣା ସ୍ଥିତ ଏସବିଆଇ ଏଟିଏମ୍‌ରେ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲାଗି ଏଟିଏମ୍‌ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।

ଏଟିଏମ୍‌ରେ ଅଗ୍ନିକାଣ୍ଡ ନେଇ ସଠିକ୍‌ କାରଣ ଜଣାପଡିନାହିଁ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର